• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ମହାଦେବ ଗ୍ରିନ୍ସର ସ୍ୱତନ୍ତ୍ର ଉତ୍ସବ ଅଫର ଘୋଷଣା: ପ୍ରତି କ୍ରୟରେ ମାଗଣା ସ୍ୱର୍ଣ୍ଣ ମୁଦ୍ରା

Proprietor Abhimanyu Maharana by Proprietor Abhimanyu Maharana
October 30, 2023
in Uncategorized, ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ମହାଦେବ ଗ୍ରିନ୍ସର ସ୍ୱତନ୍ତ୍ର ଉତ୍ସବ ଅଫର ଘୋଷଣା: ପ୍ରତି କ୍ରୟରେ ମାଗଣା ସ୍ୱର୍ଣ୍ଣ ମୁଦ୍ରା
Share on FacebookShare on TwitterWhatsapp

୩୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ଵର  :->  ଉତ୍ସବ ଋତୁକୁ ଦୃଷ୍ଟିରେ ରଖି କଟକର ତ୍ରିଶୁଳିଆ ସ୍ଥିତି ଆଧୁନିକ ଆବାସିକ ପ୍ରକଳ୍ପ ମହାଦେବ ଗ୍ରିନ୍ସ ପକ୍ଷରୁ ଗ୍ରାହକ ମାନଙ୍କ ଲାଗି ଏକ ସ୍ୱତନ୍ତ୍ର ଓ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି । ଦୁର୍ଗାପୂଜା ଭାବ ଅନୁସାରେ ମହାଦେବ ଗ୍ରିନ୍ସର ପ୍ରତି ଗ୍ରାହକ ବୁକିଂ ଉପରେ ୧୯୦ ଗ୍ରାମର ସୁନା କଏନ ଜିତିପାରିବେ । ଏହି ସ୍ୱତନ୍ତ୍ର ଅଫର ମହାଦେବ ଗ୍ରିନ୍ସର ଆକର୍ଷଣ ବଢ଼ାଇବ ଯାହଉା ବିଳାସ, ସୁବିଧାର ଏକ ସମିଶ୍ରଣ ହୋଇଥିବା ବେଳେ ଏବେ ଗ୍ରାହକମାନଙ୍କ ଲାଗି ସୁବର୍ଣ୍ଣର ଏକ ସ୍ପର୍ଶ ଅପେକ୍ଷା କରିଛି । ତ୍ରିଶୁଳିଆର ମନମୁଗ୍ଧକର ପରିବେଶରେ ଥିବା ମହାଦେବ ଗ୍ରିନ୍ସ ଏକ ଆବାସିକ ପ୍ରକଳ୍ପ ଠାରୁ ବହୁ କିଛି ଅଧିକ ।

ଅତି ଯତ୍ନର ସହ ଜୀବନଶୈଳୀ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି । ଗ୍ରାହକ ମାନଙ୍କ ମତ ଏବଂ ବ୍ୟାପକ ଗବେଷଣା ପରେ ଏହି ପ୍ରକଳ୍ପକୁ ପ୍ରସ୍ତୁତ କରାଯାଇଛି ଯାହା ସମସାମୟିକ ଡିଜାଇନ, ପ୍ରାକୃତିକ ସୌହାର୍ଦ୍ଦ୍ୟ ଓ ଆଧୁନିକ ସୁବିଧାସୁଯୋଗକୁ ପ୍ରଦାନ କରୁଛି । ଏଠାକାର ବାସିନ୍ଦାମାନେ ଏକ ଅତୁଳନୀୟ ବିଳାସପୂର୍ଣ୍ଣ ଜୀବନ ଉପଭୋଗ କରିବେ ଯାହାର ଚର୍ତୁପାର୍ଶ୍ୱରେ ରହିଛି ସବୁଜିମା, ପାନୋରାମିକ ଭିଷ୍ଟା ଓ ଚିନ୍ତାଶୀଳ ଭାବେ ପ୍ରସ୍ତୁତ କରାଯାଇଥିବା ଆଧୁନିକ ଜୀବନଶୈଳୀ । ମହାଦେବ ଗ୍ରିନ୍ସରେ କେତେକ ଉଲ୍ଲେଖନୀୟ ସୁବିଧାସୁଯୋଗ ରହିଛି ଯାହା ଗୁଣାତ୍ମକ ଜୀବନରେ ଉନ୍ନତି ଆଣିବ:

• ବଡ଼ ଓ ଭଲ ଭାବେ ଆଲୋକ ଓ ବାୟୁ ଚଳାଚଳ କରୁଥିବା ଆପାର୍ଟମେଂଟ: ଅଧିକ ପ୍ରାକୃତିକ ଆଲୋକ ପାଇଁ ପ୍ରତିଟି ଆପାର୍ଟମେଂଟକୁ ପ୍ରସ୍ତୁତ କରାଯାଇଛି ଯାହା ଏକ ସତେଜ ଜୀବନ ବଂଚିବା ଅନୁଭବ ପ୍ରଦାନ କରିବ

• ତିନି ପାର୍ଶ୍ୱ ଖୋଲା ଫ୍ଲାଟ: ପାନୋରାମିକ ଭିଉ ଉପଭୋଗ କରିହେବ ଏବଂ ବ୍ୟାପକ ପ୍ରାକୃତିକ ଆଲୋକ ଖୋଲାପଣ ଓ ସୌନ୍ଦର୍ଯ୍ୟର ଭାବ ସୃଷ୍ଟି କରିବ

• ବାସ୍ତୁ ନିୟମ ଅନୁସାରେ ଡିଜାଇନ: ଡିଜାଇନ ଓ ଲେଆଉଟରେ ସୌହାର୍ଦ୍ଦ୍ୟକୁ ସୁନିଶ୍ଚିତ କରାଯାଇଛି ଯାହା ବଂଚିବା ଅନୁଭବରେ ଉନ୍ନତି ଆଣିବ

• ଉତ୍ସର୍ଗୀକୃତ ପୂଜା ସ୍ଥାନ: ପ୍ରତି ଫ୍ଲାଟରେ ପୂଜା ପାଇଁ ଉତ୍ସର୍ଗୀକୃତ ସ୍ଥାନ ଦୈନନ୍ଦୀନ ଜୀବନରେ ଆଧ୍ୟାତ୍ମିକତା ଜାଗ୍ରତ କରିବ

• ଡ୍ରାଇଭର ବିଶ୍ରାମ କକ୍ଷ: ଶ୍ରେଷ୍ଠ ସୁବିଧା ସୁଯୋଗ ଯେଉଁଠାରେ ବାସିନ୍ଦା ଓ ଅତିଥିଙ୍କ ଆରାମ ସୁନିଶ୍ଚିତ କରାଯାଇଛି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version