• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମୱେ ଇଣ୍ଡିଆ, ନ୍ୟୁଟ୍ରିଲାଇଟ୍‍ ଦ୍ୱାରା ସଞ୍ଚାଳିତ : ଆପଣଙ୍କ ପାଇଁ ଆଣୁଛି ଏକ# ପ୍ଲସ୍‍ଲାଇଫ୍‍

Proprietor Abhimanyu Maharana by Proprietor Abhimanyu Maharana
October 18, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଆମୱେ ଇଣ୍ଡିଆ, ନ୍ୟୁଟ୍ରିଲାଇଟ୍‍ ଦ୍ୱାରା ସଞ୍ଚାଳିତ : ଆପଣଙ୍କ ପାଇଁ ଆଣୁଛି ଏକ# ପ୍ଲସ୍‍ଲାଇଫ୍‍
Share on FacebookShare on TwitterWhatsapp

ଶାରୀରିକ ଏବଂ ମାନସିକ କଲ୍ୟାଣ ନିମନ୍ତେ ପ୍ରଚଳନ କରୁଛି ନ୍ୟୁଟ୍ରିଲାଇଟ ଡେଲି ପ୍ଲସ୍‍ : ଡୁଆଲ୍‍ ଲେୟର ଡୁଆଲ୍‍ ରିଲିଜ ଫର୍ମୁଲେସନ୍‍ ଏବଂ ବର୍ଦ୍ଧିତ ଉଦ୍ଭିଦ ପୋଷକ ସହିତ ମଲ୍‍ଟିଭିଟାମିନ୍‍ ଏବଂ ମଲ୍‍ଟିମିନେରାଲ ସ୍ୱାସ୍ଥ୍ୟ ସପ୍ଲିମେଣ୍ଟ .

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଏକ ସୁସ୍ଥ ରାଷ୍ଟ୍ର ଗଠନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହାର ପ୍ରୟାସରେ ଗବେଷଣା ଏବଂ ନବସୃଜନର ଦକ୍ଷତାକୁ ପୁନଃ ସୁଦୃଢୀକରଣ କରି ଭାରତର ଅନ୍ୟତମ ଅଗ୍ରଣୀ ଏଫଏମ୍‍ସିଜି ଡାଇରେକ୍ଟ ସେଲିଂ କମ୍ପାନୀ ଆମୱେ ଇଣ୍ଡିଆ ଏକ # ପ୍ଲସ୍‍ଲାଇଫ୍‍ ନିମନ୍ତେ ନିକଟରେ ସମ୍ପୂର୍ଣ୍ଣ ନୂତନ ମଲ୍‍ଟିଭିଟାମିନ୍‍ ଏବଂ ମଲ୍‍ଟିମିନେରାଲ ସ୍ୱାସ୍ଥ୍ୟ ସପ୍ଲିମେଣ୍ଟ ‘ନ୍ୟୁଟ୍ରିଲାଇଟ ଡେଲି ପ୍ଲସ୍‍’ ପ୍ରଚଳନ କରିଛି । ଏହି ବୈପ୍ଳବିକ ପ୍ରସ୍ତୁତି ୨୪ଟି ଅତ୍ୟାବଶ୍ୟକ ଭିଟାମିନ୍‍ ଓ ମିନେରାଲ ସହିତ ଦୁଇଗୁଣ ପରିମାଣର ଉଦ୍ଭିଦ ପୋଷକରେ ସଶକ୍ତ ଓ ସମୃଦ୍ଧ ହୋଇଛି । ନ୍ୟୁଟ୍ରିଲାଇଟ ଡେଲି ପ୍ଲସ୍‍ ଆମୱେ ଉତ୍ପାଦ ବର୍ଗରେ ଏହି ଧରଣର ପ୍ରଥମ ଉତ୍ପାଦ ହୋଇଛି ଯେଉଁଥିଳେ ଡୁଆଲ୍‍ ଲେୟର ଡୁଆଲ ରିଲିଜ ଫର୍ମୁଲେସନ୍‍ ନବସୃଜନର ସଫଳତା ସନ୍ନିବେଶିତ ହୋଇଛି ।

ସାମ୍ପ୍ରତିକ ସମୟରେ ଉପଭୋକ୍ତାମାନେ ମାନସିକ ସ୍ୱାସ୍ଥ୍ୟ ସହିତ ଶାରୀରିକ ସୁସ୍ଥତା ପ୍ରତି ସଚେତନ ରହୁଥିବାରୁ ସେମାନଙ୍କ ମଧ୍ୟରେ ପୂର୍ଣ୍ଣାଙ୍ଗ କଲ୍ୟାଣ ପ୍ରତି ଅଧିକରୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାର ପ୍ରଚଳନ ଅବସରରେ ଶ୍ରୀ ଅଜୟ ଖାନ୍ନା, ସିଏମ୍‍ଓ, ଆମୱେ ଇଣ୍ଡିଆ କହିଥିଲେ, “ମିନ୍‍ଟେଲ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରାୟ ୭୫% ଭାରତୀୟଙ୍କର ବିଶ୍ୱାସ ଯେ ଭିଟାମିନ୍‍, ମିନେରାଲ୍ସ ଏବଂ ସପ୍ଲିମେଣ୍ଟ ନିୟମିତ ସେବନ କରିବା ଦ୍ୱାରା ତାହା ସେମାନଙ୍କୁ ସାମଗ୍ରିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ହାସଲ କରିବାରେ ସହାୟତା କରିଥାଏ । ଏଥିସହିତ ୭୪% ଭାରତୀୟ ଦୈନନ୍ଦିନ ବ୍ୟସ୍ତବହୁଳ ଜୀବନ, କାମର ଚାପ ଏବଂ ସୀମିତ ଶାରୀରିକ କାର୍ଯ୍ୟକଳାପ କାରଣରୁ ମାନସିକ ଚାପର ଶିକାର ହେଉଛନ୍ତି ।

ସେଥିପାଇଁ ପୋଷଣଗତ ସମର୍ଥନ ସାଙ୍ଗକୁ ମାନସିକ ଚାପ ପରିଚାଳନା ନିମନ୍ତେ ଅଧିକ ସହାୟତା ଏକ ବିଶାଳ ଯୋଗ ହୋଇପାରିବ! ସ୍ୱାସ୍ଥ୍ୟ ଓ କଲ୍ୟାଲ କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ କମ୍ପାନୀ ହୋଇଥିବାରୁ ଆମେ ଜନସାଧାରଣଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଓ କଲ୍ୟାଣ ଲକ୍ଷ୍ୟ ହାସଲ କରିବା ସକାଶେ ଆମର ଛାମୁଆ ବ୍ରାଣ୍ଡ୍‍ ନ୍ୟୁଟ୍ରିଲାଇଟ୍‍ ଜରିଆରେ ଆମେ ଆବଶ୍ୟକତା ଭିତ୍ତିକ ସୁପାରିସ ଯୋଗାଇଦେବାକୁ ନିରନ୍ତର ପ୍ରଚେଷ୍ଟା କରୁଛୁ ଏବଂ ନ୍ୟୁଟ୍ରିଲାଇଟ୍‍ ହେଇଛି ବିଶ୍ୱର ୧ ନମ୍ବର ଭିଟାମିନ୍‍ ଏବଂ ଖାଦ୍ୟଗତ ସପ୍ଲିମେଣ୍ଟ ବିକ୍ରି ହେଉଥିବା ବ୍ରାଣ୍ଡ୍‍, ଯାହା ପ୍ରକୃତିର ଶେଷ୍ଠତା ଏବଂ ବିଜ୍ଞାନର ସର୍ବୋତ୍ତମକୁ ଏକତ୍ରିତ କରୁଛି ।

ନ୍ୟୁଟ୍ରିଲାଇଟ୍‍ ପ୍ଲସ୍‍ ଜରିଆରେ ଆମର ପରିପୋଷଣ ବର୍ଗମାଳାରେ ଯୋଗ ହୋଇଥିବା ଏହି ଅଧୁନାତମ ଉତ୍ପାଦକୁ ନେଇ ଆମେ ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ଏକ ୰ ପ୍ଲସ୍‍ଲାଇଫ୍‍ରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ- ଏହା ଏକ ଏଭଳି ଉପସ୍ଥିତି ଯାହା ସାମଗ୍ରିକ କଲ୍ୟାଣକାରୀନୀତି ଉପରେ ଗତିଶୀଳ ହେଉଛି, ଯେଉଁଠାରେ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଚଳଚଞ୍ଚଳ ରହିବା ସହିତ ଏ କ୍ଷେତ୍ରରେ ଅପରିସୀମ ସମ୍ଭାବନା ରହିଥାଏ । ”ସେ ପୁନଶ୍ଚ କହିଥିଲେ, “ଆମେ ନ୍ୟୁଟ୍ରିଲାଇଟ ଡେଲି ପ୍ଲସ୍‍ ପ୍ରଚଳନ କରି ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛୁ, ଏହା ଏକ ବୈପ୍ଳବିକ ନୂତନ ମଲ୍‍ଟିଭିଟାମିନ ଏବଂ ମଲ୍‍ଟିମିନେରାଲ ସ୍ୱାସ୍ଥ୍ୟ ସପ୍ଲିମେଣ୍ଟ ଯେଉଁଥିରେ ବର୍ଦ୍ଧିତ ଉଦ୍ଭିଦ ପୋଷକ ତତ୍ତ୍ୱ ରହିଛି ଏବଂ ତାହାସହିତ ଗୋଟିକୋଲାର ଉତ୍ତମତା ରହିଛି

ଯାହା ମାନସିକ ସ୍ୱାସ୍ଥ୍ୟ ଏବଂ ମାନସିକ ଚାପ ପରିଚାଳନାକୁ ସମର୍ଥନ କରିବା ନିମନ୍ତେ ପାରମ୍ପରିକ ଭାବରେ ଏବଂ ଆୟୁର୍ବେଦିନ ଔଷଧ ଭାବରେ ବ୍ୟବହାର କରାଯାଉଥିବାର ଦୀର୍ଘ ଇଚ୍ଛିହାସ ଥିବା ଏକ ଅଗ୍ରଣୀ ଉପାଦାନ । ଏଥିସହିତ ପ୍ରଥମ ଥର ପାଇଁ ଆମେ ଡୁଆଲ୍‍ ଲେୟର ଡୁଆଲ୍‍ ରିଲିଜ ଫର୍ମୁଲେସନ ପ୍ରଚଳନ କରିଛୁ ଯେଉଁଥିରେ ତତ୍‍କ୍ଷଣାତ ଏବଂ ପରିବର୍ଦ୍ଧିତ ଭାବରେ ନିର୍ଗତ ହେଉଥିବା ଏବଂ ସର୍ବାଧିକ ପରିମାଣର ଗ୍ରହଣ କରାଯାଇପାରୁଥିବା ସ୍ଥିତି ସହିତ ଉତ୍ତମ ସମର୍ଥନ ଯୋଗାଣର ମିଶ୍ରଣ ଘଙ୍କିଛି । ଏହି ଉଲ୍ଲେଖନୀୟ ଉତ୍ପାଦ ଏକ ସୁସ୍ଥ ରାଷ୍ଟ୍ର ଗଠନ ଦିଗରେ ଆମର ଉତ୍ସର୍ଗୀକୃତ କାର୍ଯ୍ୟ ତଥା ଗବେଷଣା ଓ ନବସୃଜନ ଦ୍ୱାରା ପରିଚାଳିତ ଏକ କମ୍ପାନୀ ଭାବରେ ଆମେ ଆମ ନିଜର ସ୍ଥିତି ଅଧିକ ମଜଭୁତ କରିବାର ନିଦର୍ଶନ ହୋଇଛି ।”

ଉଲ୍ଲେଖଯୋଗ୍ୟ ଯେ, ନ୍ୟୁଟ୍ରିଲାଇଟ ଡେଲି ପ୍ଲସ୍‍ ଗର୍ବର ସହିତ ଭାରତରେ ପ୍ରଥମ ନ୍ୟୁଟ୍ରିଲାଇଟ ଉତ୍ପାଦ ଭାବରେ ଏନଏସ୍‍ଏଫ ପ୍ରମାଣନ ହାସଲ କରିବାର ଏକ ବଡ ସଫଳତା ହାସଲ କରିଛି- ଏହି ପ୍ରମାଣନ ବିଶ୍ୱସ୍ତରରେ ଏକ ଉତ୍ପାଦକୁ ନିରାପତ୍ତା ଏବଂ ଗୁଣବତ୍ତା ପାଇଁ ପ୍ରଦାନ କରାଯାଇଥାଏ । ଏହି ସଫଳତା ପୁନଶ୍ଚ ଏହି ଉତ୍ପାଦର ଭରସାଯୋଗ୍ୟତା ସମ୍ପର୍କରେ ଉଲ୍ଲେଖ କରିବା ସହିତ ପରିବର୍ଦ୍ଧିତ କଲ୍ୟାଣ ନିମନ୍ତେ ଶ୍ରେଷ୍ଠବର୍ଗର, ଭରସାଯୋଗ୍ୟ ସମାଧାନ ଯୋଗାଇଦେବାର ଆମୱେ ଇଣ୍ଡିଆର ପ୍ରତିବଦ୍ଧତା ଉପରେ ଅଧିକ ଜୋର୍‍ ଦେଉଛି ।

ଜନସାଧାରଣଙ୍କୁ ଉତ୍ତମ ଜୀବନଧାରଣ, ସୁସ୍ଥ ଜୀବନ ବଞ୍ଚିବା ନିମନ୍ତେ ସହାୟତା କରିବାରେ ଉତ୍ସର୍ଗୀକୃତ ଆମୱେ ଇଣ୍ଡିଆ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ନିଜର ଉପସ୍ଥିତି ଅଧିକରୁ ଅଧିକ ସୁଦୃଢ କରିବା ପ୍ରୟାସ ଜାରି ରଖିଛି । ଏ କ୍ଷେତ୍ରରେ କମ୍ପାନୀ ନିରନ୍ତର ଭାବରେ ତାହାର ଉତ୍ପାଦରେ ନବସୃଜନ ଆଣିବା ସହିତ ଏହାର ନ୍ୟୁଟ୍ରିଲାଇଟ ବ୍ରାଣ୍ଡ୍‍ ଅଧୀନରେ ଅନନ୍ୟ ସିଡ୍‍-ଟୁ-ସପ୍ଲିମେଣ୍ଟ ଉତ୍ପାଦସମୂହର ବିକାଶ କରୁଛି, ଏହି ବ୍ରାଣ୍ଡ୍‍ ବିଶ୍ୱର ଏକ ନମ୍ବର ଭିଟାମିନ ଏବଂ ଖାଦ୍ୟଗତ ସପ୍ଲିମେଣ୍ଟ ବିକ୍ରୟକାରୀ ବ୍ରାଣ୍ଡ୍‍ ହୋଇଛି ।

ସମସ୍ତ ନ୍ୟୁଟ୍ରିଲାଇଟ ଉତ୍ପାଦ ପ୍ରତି ଆମୱେର ମଜଭୁତ ବୈଜ୍ଞାନିକ ଗବେଷଣା ପୃଷ୍ଠଭୂମିର ସମର୍ଥନ ରହିଛି ଏବଂ ତାହା ଏହି ଉତ୍ପାଦଗୁଡିକୁ ଜଣଙ୍କର ସ୍ୱାସ୍ଥ୍ୟ ବଜାୟ ରଖିବାର ସଫଳ ମାଧ୍ୟମରେ ପରିଣତ କରୁଛି । ନ୍ୟୁଟ୍ରିଲାଇଟ୍‍ ପ୍ଲସ୍‍ ୩୦ଟି ବଟିକା ଏବଂ ୧୨୦ ବଟିକା ପ୍ୟାକ୍‍ରେ ଉପଲବ୍ଧ ଏବଂ ଏହାର ମୂଲ୍ୟ ଯଥାକ୍ରମେ ୮୪୯ ଟଙ୍କା ଓ ୨୭୯୬ ଟଙ୍କା ରଖାଯାଇଛି । ଏଗୁଡିକ ବିକ୍ରି ନିମନ୍ତେ ସ୍ୱତନ୍ତ୍ର ଭାବରେ ଆମୱେ ଡାଇରେକ୍ଟ ସେଲିଂ ସହଭାଗୀଙ୍କ ନିକଟରେ ସାରା ଭାରତରେ ଉପଲବ୍ଧ ହେଉଛି । କମ୍ପାନୀର ୱେବ୍‍ସାଇଟ www.amway.in ଦେଖନ୍ତୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version