୨୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଳକର ଲୁହାଗୁଡି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶରେ ଥିବା ରାଜପୁତ ଡାବା ଲୋଟଲରେ ଆଜି ସକାଳ ୮.୫୦ ଅଚାନକ ଗ୍ୟାସରେ ନିଆଁ ଲାଗିଯାଇଥିବାରୁ ହୋଟଲରେ ବସି ଜଳଖିଆ କରୁଥିବା ଲୋକମାନେ ଏହା ଦେଖି ଭୟଭିତ ହୋଇ ବାହାରକୁ ବାହାରି ପଡିଥିଲେ ।

ଏହି ଖବର ପାଇ ଘଟଣାସ୍ଥଳରେ ମୋହନା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଚେଷ୍ଟା କରିଥିଲେ । ଏହି ନିଆଁ ଦ୍ବାରା ଲକ୍ଷ ଦିକ କ୍ଷେତି ହୋଇଛି ।















