• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଛେଳାଗଡ ପଞ୍ଚାୟତରେ ଟ୍ରାଓ୍ବର,କଲେଜ ଓ ମେଡିକାଲ ପ୍ରତିଷ୍ଠାଲାଗି ଦାବି

Proprietor Abhimanyu Maharana by Proprietor Abhimanyu Maharana
September 23, 2023
in ଓଡ଼ିଶା, ଗଜପତି, ହୋମ୍
0
ଛେଳାଗଡ ପଞ୍ଚାୟତରେ ଟ୍ରାଓ୍ବର,କଲେଜ ଓ ମେଡିକାଲ ପ୍ରତିଷ୍ଠାଲାଗି ଦାବି
Share on FacebookShare on TwitterWhatsapp

୨୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> ସରକାର ଏବଂ 5 ଟି ସଚିବ ଙ୍କୁ କଲେ ଗୁହାରୀ ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲୁକ ଅନ୍ତର୍ଗତ ଛେଲାଗଡ ପଞ୍ଚାୟତ ଏକ ଦୁର୍ଗମ ଘଂଚ ଜଙ୍ଗଲ ଏବଂ ଆଦିବାସୀ ଅଧୁଷିତ ଅଂଚଳ l କାରଣ ଏହି ଅଂଚଳ ରେ ଚାରି ରୁ ପାଞ୍ଚ ଖଣ୍ଡ ପଞ୍ଚାୟତ ସହ ପ୍ରାୟ ପଚିଶି ହଜାର ରୁ ଅଧିକ ଜନ ସଂଖ୍ୟା ବସବାସ କରନ୍ତି ! କାରଣ ଛେଲାଗଡ ପଞ୍ଚାୟତ ର ଖ୍ରୀଷ୍ଟପୁର ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି ଆଜକୁ ପ୍ରାୟ ପଚାଶ ବର୍ଷ ରୁ ଉର୍ଦ୍ଧ ସମୟ ହେଲେ ମଧ୍ୟ୍ୟ ଏକ ବର୍ଷ ରେ ଶହେ ଭାଗରୁ ଶହେ ଭାଗ ପିଲାମାନେ ଦଶମ ଶ୍ରେଣୀ ରେ ଉତୀର୍ଣ୍ଣ ହୁଅନ୍ତି ସତ l.

ହେଲେ ପ୍ରାୟ ଗରିବ ଶ୍ରେଣୀର ଲୋକ ମାନେ ଏହି ଅଂଚଳ ରେ ରହି ଆସୁଛନ୍ତି, କାରଣ ଉଚ୍ଚ ଶିକ୍ଷା ପୋଡିବାକୁ ଇଛା ଥିଲେ ମଧ୍ୟ, ଅର୍ଥ ସାଜୁଛି ବାଧକ l ପରିବାର ଲୋକେ ଖଟିଖିଆ ମୋଜୁରୀ,କାମ କରି ପିଲାମାନଙ୍କ ଭବିଷ୍ୟତ ପାଇଁ ଇଛା ଥିଲେ ମଧ୍ୟ ପଡ଼େଇବା କୁ ଛାଡିପାରୁନାହାନ୍ତି ତ ପିଲାମାନେ ଦେଖିଥିବା ସ୍ୱପ୍ନ ସେମାନଙ୍କ ଭବିଷ୍ୟତ ଉଜ୍ୱଳ ହେବ କେମିତି l

ସରକାର ଯଦି ଏହି ଛେଲାଗଡ଼ ପଞ୍ଚାୟତ ରେ ଗୋଟିଏ ଉଚ୍ଚ ମହାବିଦ୍ୟାଳୟ ର ସୁବିଧା କରନ୍ତି l ତାହାହେଲେ ଅଂଚଳ ର ଶିକ୍ଷା ଏବଂ ପିଲାମାନଙ୍କ ଆଶା ପୂରଣ ହେବ l. ପୁଣି କୌଣସି ଗର୍ଭବତୀ ମା କିମ୍ବା କୌଣସି ବ୍ୟକ୍ତି ଯଦି ଦୁର୍ଘଟଣା ହୁଏ ତେବେ ଆମ୍ବୁଲାନ୍ସ ଆସିବା ବହୁ କଷ୍ଟ ର ବିଷୟ l କାରଣ 40 ରୁ 50 କୀଲମିଟର ରୁ ଆସେ ତେବେ ରୋଗୀ ସବୁ ମରଣ ସହ ସଂଘର୍ଷ କରନ୍ତି ତେଣୁ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ହୁଅନ୍ତା ତେବେ ଗରିବ ଖଟିଖିଆ ଲୋକେ ପ୍ରାୟ ତିନିରୁ ଚାରିଗୋଟି ପଞ୍ଚାୟତ ର ଲୋକେ ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହୋଇପାରିଥାନ୍ତେ l

ଛେଲାଗଡ ପଞ୍ଚାୟତ ର ସରପୋଞ୍ଚ ଡାଳିମ୍ବ ଗମାଙ୍ଗ ଏବଂ ସମିତି ସଭ୍ୟା ଶିବାନୀ ଦଳବେହେରା ଏବଂ ଅଂଚଳ ର ବୁଦ୍ଧିଜୀବୀ ଙ୍କ ଅନୁରଧ କି ଏହି ଅଂଚଳ ବାସି ପାଇଁ ଯଦି ସରକାର ଶିକ୍ଷା ପାଇଁ ଏକ ଉଚ୍ଚ ମହାବିଦ୍ୟାଳୟ ଏବଂ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଦାନ କରନ୍ତି ତେବେ ଅଂଚଳ ବାସି ଉପକୃତ ହେବେ, ତେବେ ସରକାର କେବେ ଏମାନଙ୍କ ଦୁଃଖ ର ଗୁହାରୀ ଶୁଣି ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଏବଂ ଦୂରଭାଷା କେବେ ଯୋଗାଇବେ ତାହାହିଁ ଅଂଚଳ ବାସୀଙ୍କ ଅପେକ୍ଷା l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Chief Minister warmly felicitates Silver Gandhi

Chief Minister warmly felicitates Silver Gandhi

October 8, 2026
ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

October 8, 2026
ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 8, 2026
ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

October 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Chief Minister warmly felicitates Silver Gandhi

Chief Minister warmly felicitates Silver Gandhi

October 8, 2026
ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

October 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version