୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ :-> ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡେଙ୍ଗୁ ଉପରେ ଜନସାଧାରଣ ମାନଙ୍କୁ ସଚେତନ କରିବା ସହିତ ପ୍ରସାର ପ୍ରଚାର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଖର୍ଚ୍ଚ କରୁଥିବା ବେଳେ କିନ୍ତୁ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକରେ କୌଣସି ପ୍ରଶାସନ ପକ୍ଷରୁ ଜନସାଧାରଣ ମାନଙ୍କୁ ସଚେତନ କରୁନଥିବା ଦେଖିବାକୁ ମିଳିଛି,

ବର୍ତମାନ ଭୁବନେଶ୍ୱର ଓ କଟକ ରେ ଡେଙ୍ଗୁ ବ୍ୟାପିବା ସହିତ 1500ରୁ ଉର୍ଦ୍ଧ ଲୋକ ଡେଙ୍ଗୁ ରେ ଆକ୍ରାନ୍ତ ହେବା ସହିତ ପୀଡିତା ଙ୍କ ମୁର୍ତ୍ତୃ ସମସ୍ତ କୁ ଭୟଭୀତ କରୁଛି, ରାଜଧାନୀ ସହରରେ ସ୍ଵାସ୍ତ୍ୟ ବିଭାଗ ଓ BMC ଉଭୟ ର ଦାୟୁତ ହୀନତା ପାଇଁ ସାଧାରଣ ଲୋକ ଅକାଳରେ ପ୍ରାଣ ହରାଉଛନ୍ତି, ପ୍ରତେକ ବର୍ଷ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି,
ପଡୋଶୀ ଜ଼ିଲ୍ଲା ରେ ଡେଙ୍ଗୁ ବ୍ୟାପିବାରେ ଲାଗିଥିବା ବେଳେ ଗଣିଆ ବ୍ଲକ ରେ ଲୋକ ମାନଙ୍କୁ କୌଣସି ପ୍ରଶାସନ ପକ୍ଷରୁଡେଙ୍ଗୁ ବିଷୟରେ ସଚେତନ କରାଯାଉନାହିଁ, କେବଳ କାଗଜ କଲମରେ ସୀମିତ ହୋଇ ରହିଯାଉଛି,ବର୍ତମାନ ଗଣିଆ ବଜ଼ାର ର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଗୁଡିକ ଗଦା ଗଦା ହୋଇ ପଡିଥିବାରୁ ମଶା ମାଛି ମାନଙ୍କ ର ବଂଶ ବିସ୍ତାର ଦିନକୁ ଦିନ ବଡ଼ିବାରେ ଲାଗିଛି,
ଗଣିଆ ବ୍ଲକ ରେ ଡେଙ୍ଗୁ ବ୍ୟାପିବା ପୂର୍ବରୁ ଗଣିଆ ପ୍ରଶାସନ ପକ୍ଷରୁ ଜନସାଧାରଣ ମାନଙ୍କୁ ସଚେତନ କରିବାକୁ ଜ଼ିଲ୍ଲାପ୍ରଶାସନ କୁ ଲୋକ ଜଣାଇଛନ୍ତି, ଆମ CT REPOTAR ଚାନେଲ ରେ ଖବର ପ୍ରସାରଣ ହେଲା ପରେ ଗଣିଆ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି, ତାହା ଦେଖିବାକୁ ବାକିରହିଲା,






















