• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ଵାଧୀନତା ଦିବସ ପାଳନ ଅବସରରେ ଜେକେ କାଗଜ କଳ ତରଫରୁ ବକ୍ତୃତା ପ୍ରତିଯୋଗୀତା

Proprietor Abhimanyu Maharana by Proprietor Abhimanyu Maharana
August 12, 2023
in ଓଡ଼ିଶା, ରାୟଗଡା, ହୋମ୍
0
ସ୍ଵାଧୀନତା ଦିବସ ପାଳନ ଅବସରରେ ଜେକେ କାଗଜ କଳ ତରଫରୁ ବକ୍ତୃତା ପ୍ରତିଯୋଗୀତା
Share on FacebookShare on TwitterWhatsapp

୧୨ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ରାୟଗଡ଼ା :-> ସ୍ଵାଧୀନତା ଦିବସ ପାଳନ ଅବସରରେ ଜେକେ କାଗଜ କଳ ପକ୍ଷରୁ ବକ୍ତୃତା ପ୍ରତିଯୋଗୀତା ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରିପାର୍ଶ୍ବିକ ଅଞ୍ଚଳର ୫୬ ଟି ବିଦ୍ୟାଳୟ ର ସ୍କୁଲ ସ୍ତରରେ ୭୧୧ ଜଣ ଭାଗ ନେଇ କ୍ଳଷ୍ଟର ସ୍ତର କୁ ୨୬୫ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଫାଇନାଲ୍ କୁ ମୋଟ ୬୬ ଜଣ ଭାଗ ନେଇଥିଲେ । ସର୍ବ କନିଷ୍ଠ(ଚତୁର୍ଥ- ପଞ୍ଚମ) ନିମନ୍ତେ ବିଷୟ ବସ୍ତୁ ” ପ୍ଲାଷ୍ଟିକ ପରିବେଶ ପାଇଁ ବଡ଼ ବିପଦ ” କନିଷ୍ଠ ବର୍ଗ (ଷଷ୍ଠ -ଅଷ୍ଟମ) ନିମନ୍ତେ “ଶରୀର ଆଦ୍ୟମ ଖଳୁ ଧର୍ମ ସାଧ ନମ” ବରିଷ୍ଠ ବର୍ଗ (ନବମ ଓ ଦଶମ) ନିମନ୍ତେ “ଏକ ଭାରତ ଶ୍ରେଷ୍ଠ ଭାରତ ” ବିଷୟ ଉଦ୍ଦିଷ୍ଟ ଥିଲା ।

ବିଚାରପତି ଭାବେ ପ୍ରଭାତ ମହାପାତ୍ର, ଜଗଦୀଶ ଚନ୍ଦ୍ର ଦୋରା ଓ ରାଜ କିଶୋର ସାହୁ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ କୁ ଜେକେ କାଗଜ କଳ ର ମହାପ୍ରବନ୍ଧକ ଶ୍ରୀ ସନ୍ଦୀପ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବେ ଲୋକ ସମ୍ପର୍କ ଓ ସାମାଜିକ ଦାୟିତ୍ଵ ବୋଧ ପ୍ରବନ୍ଧକ ସ୍ମୃତି ରେଖା କର ଓ ପ୍ରମୁଖ ଉପସ୍ଥିତ ଥିଲେ। ଉପ ପ୍ରବନ୍ଧକ ହରି ହର ଖମାରି ସ୍ଵାଗତ ଭାଷଣ ଦେଇଥିଲେ ଓ ଅନିଶ୍l ଅରୁନ୍ଧତୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସର୍ବ କନିଷ୍ଠ ବର୍ଗ ରେ ଆକୃତି ପାଢି, ପଞ୍ଚମ ଶ୍ରେଣୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର, ପ୍ରଥମ, ସଞ୍ଜନା ପ୍ରସାଦ, ପଞ୍ଚମ ଶ୍ରେଣୀ,ଲକ୍ଷ୍ମୀପଥ ସିଂଘାନିଆ ହାଇ ସ୍କୁଲ, ଜେକେପୁର, ଦ୍ଵିତୀୟ ରୋଶନୀ ମଣ୍ଡାଙ୍ଗି, ଚତୁର୍ଥ ଶ୍ରେଣୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୀରନାରାୟଣପୁର, ତୃତୀୟ ଓ ବିଷ୍ନୁପ୍ରିୟା ଶବର ,ଚତୁର୍ଥ ଶ୍ରେଣୀ, ପ୍ରାଥମିକ ବିଦ୍ୟାଳୟ, ଖଲିଗୁଡା ଓ ଶିବାଶୀଷ ପତ୍ର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର ସନ୍ତୋନା ମୂଳକ ସ୍ଥାନ ଅଧିକାର କରି ଥିଲେ।

କନିଷ୍ଠ ବର୍ଗ ରେ ଆଶୀର୍ବାଦ ଦୋରା,ଓଡିଶା ଆଦର୍ଶ ବିଦ୍ୟାଳୟ, କୋଲନରା, ପ୍ରଥମ, ସାଇଶ୍ରୀ ଦାସ, ସପ୍ତମ ଶ୍ରେଣୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର ଦ୍ଵିତୀୟ, ମୁନା କୋଣ୍ଡାଗରି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୀରନାରାୟଣପୁର, ତୃତୀୟ ଓ ଅଭିଷେକ ପାଢି, ସପ୍ତମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର, ସନ୍ତୋନା ମୂଳକ ସ୍ଥାନ ଅଧିକାର କରି ଥିଲେ । ହାଇ ସ୍କୁଲ ବର୍ଗ ରେ ସୁନୟନା ସାହୁ, ନବମ ଶ୍ରେଣୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର, ପ୍ରଥମ,

ପିଙ୍କି ମଣ୍ଡାଙ୍ଗି, ନବମ ଶ୍ରେଣୀ, ଜଗଦମ୍ବା ହାଇ ସ୍କୁଲ, କୋଲନରା, ଦ୍ଵିତୀୟ, ପୂଜା ପାଢି, ଲକ୍ଷ୍ମୀପଥ ସିଂଘାନିଆ ହାଇ ସ୍କୁଲ, ଜେକେପୁର, ତୃତୀୟ ଏବଂ ଶ୍ରଦ୍ଧାଞ୍ଜଳି ପ୍ରିୟଦର୍ଶିନୀ, ଓଡିଶା ଆଦର୍ଶ ବିଦ୍ୟାଳୟ, କୋଲନରା ସନ୍ତୋନା ମୂଳକ ସ୍ଥାନ ଅଧିକାର କରି ଥିଲେ। ଜେକେ କାଗଜ କଳ ର ସ୍ଵାଧୀନତା ଦିବସ ପାଳନ ଅବସରରେ, କାର୍ଯ୍ୟନିର୍ବାହୀ ଉପ ସଭାପତି କାର୍ମିକ ବିନୟ ଦ୍ଵିବେଦୀ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିବେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର

ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର

July 24, 2026
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା

ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା

July 24, 2026
ଆନ୍ଦୋଳନକାରୀ ଛାତ୍ର ଓ ଛାତ୍ରୀଙ୍କ ଉପରେ ଦମନଲୀଳା ଓ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଗରିଫଦାର ପ୍ରତିବାଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

July 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର

ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର

July 24, 2026
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା

ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା

July 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version