୧୨ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ମୋହନା ବ୍ଳକ ଖରିଗୁଡା ଗ୍ରାମ ପଞ୍ଚାୟତ ଚାଞ୍ଚଡା ପଲି ନିକଟରେ ଜୟପୁର ଠାରୁ ଭୂବନେଶ୍ବର ଅଭିମୁଖେ ଯାଉଥିବା ଯାଉଥିବା ମାରୁତି ସୁଜିକ ଓ୍ବାଗନର ( ଓଆର୦୨ ଏଆର ୪୩୭୩) କାରଟି ବିପରୀତ ଦିଗରୁ ଆସୁଥିବା
ଏକ ବୁଲେରୋ (ଓଆର୨୦ ୮୫୯୭ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ କେହି ଗୁରୁତ୍ବର ହୋଇନାହାନ୍ତି । ଘଟଣା ସ୍ଥଳରେ ଅଡବା ପୁଲିସ ପୁଲିସ ପହଞ୍ଚି ଗାଡିକୁ ଜବତ କରିଛି । ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି .














