• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁଣି ଜନନୀ ଯନ୍ତ୍ରଣା:ଗୁଡାରୀ ବ୍ଲକ ଜିମାରାଓ ଗ୍ରାମ କୁ ଭଲରାସ୍ତା ନଥିବାରୁ ଗଲାନାହିଁ ଆମ୍ବୁଲାନସ

Proprietor Abhimanyu Maharana by Proprietor Abhimanyu Maharana
July 10, 2023
in ଓଡ଼ିଶା, ଗଜପତି, ହୋମ୍
0
ପୁଣି ଜନନୀ ଯନ୍ତ୍ରଣା:ଗୁଡାରୀ ବ୍ଲକ ଜିମାରାଓ ଗ୍ରାମ କୁ ଭଲରାସ୍ତା ନଥିବାରୁ ଗଲାନାହିଁ ଆମ୍ବୁଲାନସ
Share on FacebookShare on TwitterWhatsapp

୧୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଅଧାବାଟରେ ଜନ୍ମହେଲାଶିଶୁକନ୍ୟା ,ଡ୍ରାଇଭର କୁ ଚାରି ଆଡେ଼ ପ୍ରଂଶାସପୁଣି ଜନନୀ ଯନ୍ତ୍ରଣା।ଗାଁ କୁ ଭଲ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ।୪କିମି ରାସ୍ତା ଭଲ ନଥିବାରୁ ଗାଡି ଟି ଗାଁକୁ ଯାଇ ପାରି ନଥିଲା।ଆମ୍ବୁଲାନସ ପାଇଲଟ ନିଜେ ଗାଁ କୁ ଯାଇ ଭାର କରି ଆଣିଥିଲେ।ଗାଡି ରେ ପହଞ୍ଚି ମେଡିକାଲ କୁ ଆଣିବା ସମୟରେ ଅଧାବାଟରେ ଜନ୍ମ ହେଲା ଶିଶୁ କନ୍ୟା।ଏପରି ଅଭାବନିୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ ପଞ୍ଚାୟତର ଜିମାରାଓ ଗ୍ରାମରେ।ଜିମାରାଓ ଗ୍ରାମକୁ ଭଲରାସ୍ତା ନଥିବାରୁ ଏପରି ଘଟଣା ଘଟିଛି।ଗାଡ଼ି ଡ୍ରାଇଭର ନିଜେ ଭାର କରି ଆଣିଥିଲେ। ଡ୍ରାଇଭର ଡି ସୁରେଶ ବାବୁ ର ମହାନତା।ଏବେ ଚାରି ଆଡରୁ ପ୍ରଶଂସା ର ପାତ୍ର ହୋଇଛନ୍ତି।

ସୂଚନା ଅନୁସାରେ ଆଜି ଅର୍ଜୁନ ଜାଗରଙ୍ଗା ଙ୍କ ପତ୍ନୀ ସୁଭଦ୍ରା ଜାଗାରଙ୍ଗା କୁ ପ୍ରସବ ବେଦନା ହୋଇଥିଲା।ଏହା ପରେ ଆସା ଦିଦି ୧୦୨ଆମ୍ବୁଲାନ୍ସ କୁ ଡାକିଥିଲେ।ସକାଳ ୬ଟା ସମୟ ରେ ଗାଡ଼ି ଟି ବାହାରି ଜୀମାରାଓ ଗାଁ ଠାରୁ ୪କିମି ଦୂରରେ ଅଟକି ରହିଲା। ପରେ ପାଇଲଟ ଗାଁ କୁ ଯାଇ ଗର୍ଭବତୀ ମାଁ,ସମ୍ପର୍କୀୟ ମିଶି ଭାର କରି ୪କିମି ଚାଲି ଚାଲି ଆସିଥିଲେ।ଗାଡ଼ି ଟି ଆସିବା ସମୟ ରେ ଅଧିକା ବେଦନା ହେବାରୁ ଗାଡ଼ି ରେ ଜନ୍ମ ହୋଇଥିଲା ଶିଶୁ କନ୍ୟା।ତାପରେ ପୁଣି ନବ ଜାତ ଶିଶୁ ଏବଂ ମାଆ ଙ୍କୁ ଧରି ଗୁଡ଼ାରୀ ମେଡ଼ିକାଲ କୁ ପହଞ୍ଚି ଥିଲା।ବର୍ତ୍ତମାନ ମା ଓ ଶିଶୁ କନ୍ୟା ସୁସ୍ଥ ଥିବା ଜଣାପଡିଛି।

ଗୁଡ଼ାରି ଠାରୁ ପ୍ରାୟ ୨୫କିମି କିଲୋମିଟର ରାସ୍ତା। ମଧୁବନ ଗ୍ରାମ ପଂଚାୟତର ଅପହଞ୍ଚ ଇଲାକା ଜିମାରାଓ ଗ୍ରାମ । ଦେଶ ସ୍ଵାଧୀନ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଜୀମାରାଓ ଗ୍ରାମକୁ ରାସ୍ତା ନାହି। ରାଜ୍ୟ ସରକାର ଉନ୍ନୟନର ଡିଣ୍ଡିମ ପିଟୁଥିବା ବେଳେ ଜୀମାରାଓ ରାଜ୍ୟ ବାହାରେକି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଉକ୍ତ ଗ୍ରାମରେ ପ୍ରାୟ ତିରିଶିରୁ ଅଧିକ ଘର ଥିବାବେଳେ ଆଜି ପର୍ଯ୍ୟନ୍ତ ରାସ୍ତାର ସୁବିଧା ହୋଇ ପାରିନାହିଁ। ପ୍ରଶାସନର ଦୃଷ୍ଟି ପଡୁ। ଆଜିର ଘଟଣାଟି ଏପରିଥିଲା ଜୀମାରାଓ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ୧୦୮ ଜନନୀ ଗାଡିର ଚାଳକ ଡି.ସୁରିବାବୁ ୪ କିଲୋମିଟର ରାସ୍ତା ଚାଲି ଚାଲି ଯାଇ ପୂଣି ମହିଳା ଜଣଙ୍କ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଁଚି ଥିଲେ।

ଏଥି ମଧ୍ୟରେ ମହିଳା ଜଣକ ୧୦୮ଗାଡ଼ିରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଉଭୟେ ଭଲରେ ଥିବା ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର କହିଛନ୍ତି।ଏଠାରେ କହିବା କଥା ହେଲା ଡି ସୁରିବାବୁ ଏଥି ପୂର୍ବରୁ ବହୁବାର ଏମିତି ଗର୍ଭବତୀ ମହିଳା ମାନଙ୍କୁ କାନ୍ଧରେ ବୋହି ଆଣିଥିବା ନଜିର ରହିଛି। ସେ ଜଣେ ଅତୀ ଉତ୍ତମ ଏବଂ ସାହାଯ୍ୟ ପରାୟଣ ଯୁବକ ଅଟନ୍ତି।ଏବେ ତାଙ୍କୁ ଚାରି ଆଡେ଼ ରୁ ଶୁଭେଚ୍ଛା ର ସୁଅ ମିଳିଛି।ତେବେ ପ୍ରଶାସନ କେବେ ଏହି ଗ୍ରାମ କୁ ପକ୍କା ସଡ଼କ ଯୋଜନା ରେ ସାମିଲ କରୁଛି ତାକୁ ଏବେ ଦେଖିବାକୁ ବାକି ରହିଲା।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

October 11, 2026
ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ

ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ

October 11, 2026
ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

October 11, 2026
 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ

 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ

October 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

October 11, 2026
ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ

ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ

October 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version