• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ପୌରପରିଷଦ ଗଠନ ର ୧୫ମାସ ବିତିଗଲା ; ହେଲେ ବଡ଼ଦାଣ୍ଡରେ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ

Proprietor Abhimanyu Maharana by Proprietor Abhimanyu Maharana
July 9, 2023
in ଓଡ଼ିଶା, ଗଜପତି, ହୋମ୍
0
ପାରଳାଖେମୁଣ୍ଡି ପୌରପରିଷଦ ଗଠନ ର ୧୫ମାସ ବିତିଗଲା ; ହେଲେ ବଡ଼ଦାଣ୍ଡରେ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ
Share on FacebookShare on TwitterWhatsapp

 ୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପୈାର ପରିଷଦ ହେଉଛି ଅତି ପୂରାତନ ପୌର ପରିଷଦ। ୨୦୨୨ମସିହାରେ ପୌର ନିର୍ବାଚନ ରେ ପାରଳାଖେମୁଣ୍ଡି ପୈାରପରିଷଦ ରେ ସର୍ବମୋଟ ୧୬ଗୋଟି ୱାର୍ଡ ମଧ୍ୟରେ ଶାସକ ଦଳର ୧୪ଜଣ ସଭ୍ୟ ସଭ୍ୟା ନିର୍ବାଚିତ ହୋଇଥିବା ବେଳେ ଅଧ୍ୟକ୍ଷ ମଧ୍ୟ ଶାସକ ଦଳର ନିର୍ବାଚିତ ହୋଇଥିଲେ। ପାରଳାଖେମୁଣ୍ଡି ଜନସାଧାରଣ ଙ୍କ ଉଦ୍ଦେଶ୍ୟ ଥିଲା ଶାସକ ଦଳୀୟ କର୍ମୀଙ୍କୁ ଭୋଟଦେଇ ନିର୍ବାଚିତ କରିବା ଦ୍ୱାରା ସହରରେ ଉନ୍ନତି ହେବ ବୋଲି ସାଧାରଣ ଲୋକେ ଆଶା ଆକାଂକ୍ଷା କୁ ଦୃଷ୍ଟିରେ ରଖି ଶାସକ ଦଳର ନେତାମାନଙ୍କୁ ନିର୍ବାଚିତ କରାଯାଇଥିଲା ।

ହେଲେ ଶାସକ ଦଳର ନେତାମାନେ ନିର୍ବାଚିତ ହୋଇ ୧୫ମାସ ବିତିଗଲାଣି, ଇତି ମଧ୍ୟରେ ଦୁଇ ଥର ରଥଯାତ୍ରା ସମାପ୍ତ କରିଥିଲା ହେଲେ ସହରବାସୀ ଙ୍କ ଆଶା ଓ ଆକାଂକ୍ଷା ମଉଳି ଯାଇଛି, ଯାହା କି ବର୍ତମାନ ପୌର ପରିଷଦର କାର୍ଯ୍ୟ କଳାପରୁ ଦେଖିବାକୁ ମିଳିଛି ଏହା ଦ୍ଵାରା ପାରଳାଖେମୁଣ୍ଡି ପୌରପରିଷଦ ସହରରେ ଇତିହାସ ସୃଷ୍ଟି କରିଛି। ଯାହା କି ଉଦାହରଣ ସ୍ୱରୂପ ଯେ ପୌର ପରିଷଦ ଗଠନ ହେବା ପରେ ଆଜି ପର୍ଯ୍ୟନ୍ତ ରଥଯାତ୍ରା ପୂର୍ବରୁ ରାଜଦାଣ୍ଡ ର ରାସ୍ତା ନିର୍ମାଣ କରାଯାଉଥିଲା। କିନ୍ତୁ ଚଳିତ ଦୁଇ ବର୍ଷ ହେଲା ରଥଯାତ୍ରା ପୂର୍ବରୁ ରାସ୍ତା ନିର୍ମାଣ କରିବାକୁ ସଖ୍ୟମ ହୋଇ ପାରିଲେ ନାହିଁ, ତାହା ପୁଣି ଶାସକ ଦଳର ନିର୍ବାଚିତ ପୌର ପରିଷଦ ଗଠନ ହେବା ପରେ ୧୫ମାସ ମଧ୍ୟ ରେ ଦୁଇ ଥର ରଥଯାତ୍ରା ସମାପ୍ତ ହୋଇଥିଲା

ହେଲେ ସୁଦ୍ଧା ସହରାଞ୍ଚଳ ପାରଳାଖେମୁଣ୍ଡି ସହରରେ ମୁଖ୍ୟ ରାସ୍ତା ରାଜଦାଣ୍ଡ ରେ ପ୍ରତ୍ୟେକ ବର୍ଷ ରଥଯାତ୍ରା ଦିନ ରେ ଶ୍ରୀ ଜଗନ୍ନାଥ ବଳଭଦ୍ର ମାଁ ଶୁଭଦ୍ରା ବିରାଜମାନ ହୋଇ ଘୋଷଯାତ୍ରା ନିମନ୍ତେ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ କି ରାସ୍ତା ର ଖାଲ ଖମା ମଧ୍ୟ ଭଲ ଭାବରେ ପେଚ ରିପେର କରିବା ସମର୍ଥ ହୋଇ ପାରିଲେ ନାହିଁ ବଡ ଦୁଃଖ ଓ ପରିତାପର ବିଷୟ ରାଜ ଦାଣ୍ଡ ସାହିଟି ତିନୋଟି ୱଡ କାଉନସିଲର ତଥା ୱଡ ନମ୍ବର ୫,୮,୧୪, ଏହି ତିନୋଟି ସଭ୍ୟ ସଭ୍ୟା ଖାସ କରି ଶାସକ ଦଳର, ବର୍ତମାନ ସରକାର ମୁକ୍ତା ଯୋଜନା ରେ ଆବସ୍ୟକତା ନଥିବା ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ମିସନ ଶକ୍ତି ନାମରେ ମହିଳା ମଣ୍ଡଳି ଙ୍କ ନାମରେ ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି। ଦେଖିବାକୁ ଗଲେ ୱାର୍ଡ ନମ୍ବର ୫ରେ ଭାରତୀୟ ରେଳ ବିଭାଗ ରାସ୍ତା ରେ ପୌର ପରିଷଦ ପକ୍ଷରୁ ଖର୍ଚ୍ଚ ହୋଇପାରୁଛି ।

ଅପରପକ୍ଷରେ ସେହି ୱଡ ନମ୍ବର ୫ ରେ ବଡ଼ଦାଣ୍ଡରେ ରାସ୍ତା ନିର୍ମାଣ ହୋଇପାରିନାହିଁ ସହରର ଦୁର୍ଭାଗ୍ୟ ବିଷୟ ବୋଲି କୁହାଯିବ।ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ୱଡ ନମ୍ବର ୧୪ରେ ହିଁ ଖାସ୍ କରି ରଥଯାତ୍ରା ସଂପୂର୍ଣ୍ଣ ରୁପେ ହେଉଥିବା ବେଳେ ଏହି ଘୋଷ ଯାତ୍ରା ସମୟରେ ବାଟଗୌଡ ସାହି ଛକରେ ଥିବା ନାଳ ନର୍ଦ୍ଦମା ରାତା ରାତି ଚୋର ନେଇ ଗଲା ଭଳି ସଂପୂର୍ଣ୍ଣ ଭାବେ ପୋତି ଦେଲେ ଯାହା ଫଳରେ ନାଳ ଚୋରି ହେଉଥିବା ଭାବରେ ଅଞ୍ଚଳ ବାସିନ୍ଦା ବିନା ନର୍ଦ୍ଦମାରେ ଘରର ଅପରିଷ୍କାର ପାଣି ରାସ୍ତା ଉପରେ ଛାଡ଼ୁଛନ୍ତି। ଯାହା ଫଳରେ ରାସ୍ତା ଉପରେ ଯିବାଆସିବା ଲୋକ ଙ୍କ ଉପରେ ଏହି ଅପରିଷ୍କାର ପାଣି ବିଛାଇ ହୋଇ ପଡ଼ୁଥିବା ଯୋଗୁଁ ଏଠାରେ ଗୋଟିଏ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବାଦେଖିବାକୁ ମିଳିଛି ।

ଏହି ଅପ୍ରିତୀକର ପରିସ୍ଥିତି ଏଡାଇବା ପାଇଁ ସ୍ଥାନୀୟ ସଭ୍ୟା ଙ୍କ ଆନ୍ତରିକତା ନ ଥିବାର ଦେଖିବାକୁ ମିଳିଛି । ଫଳରେ ସେ ସ୍ଥାନ ରୁ ୧୦୦ମିଟର ବ୍ୟବଧାନରେ ସେ ୱଡ ର ସଭ୍ୟାଙ୍କ ବାସଭବନ । ଏହି ସମସ୍ତ ବିଷୟବସ୍ତୁ ବିଚାର କଲେ ଏହି ପୌର ପରିଷଦ ନିର୍ବାଚନ ହୋଇ ୧୫ମାସ ବିତିଗଲାଣି ହେଲେ ଏମାନଙ୍କ ଉନ୍ନତି କାର୍ଯ୍ୟ ଦେଖିବାକୁ ଗଲେ ସମୁଦ୍ର କୁ ସଙ୍କେ ପାଣି ସଦୃଶ । କେବଳ ଫୋଟ ଚିତ୍ରରେ ଓ ଫେସବୁକ୍ ପଷ୍ଟ ଛଡ଼ା ଅନ୍ୟ କିଛି ନୁହେଁ । ଯେଉଁ ସଭ୍ୟ ସଭ୍ୟା ଶ୍ରୀ ଜଗନ୍ନାଥ ଙ୍କ ପାଇଁ ସେବା ଦେଇ ପାରିଲେ ନାହିଁ । ସେମାନେ ଆଉ ଜନସାଧାରଣଙ୍କ ପାଇଁ କଣ ସେବା ଦେବେ ବୋଲି ସାଧାରଣ ଲୋକଙ୍କ ଠାରୁ ସୁଣିବାକୁ ମିଳିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

October 11, 2026
ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ

ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ

October 11, 2026
ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

October 11, 2026
 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ

 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ

October 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

October 11, 2026
ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ

ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ

October 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version