• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୂରୀ ରଥଯାତ୍ରା ପରିଚାଳନାର ସଫଳ ବିନ୍ଧାଣୀ

Proprietor Abhimanyu Maharana by Proprietor Abhimanyu Maharana
July 4, 2023
in ଓଡ଼ିଶା, ପୁରୀ, ମହାନଗର, ହୋମ୍
0
ପୂରୀ ରଥଯାତ୍ରା ପରିଚାଳନାର ସଫଳ ବିନ୍ଧାଣୀ
Share on FacebookShare on TwitterWhatsapp

୩ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :- ଓଡିଶା ପୋଲିସର ଦକ୍ଷ ରଣନୀତି ତଥା ଦୂରଦୃଷ୍ଟି ଯୋଗୁଁ ଚଳିତବର୍ଷର ପୂରୀ ବିଶ୍ବ ପ୍ରସିଦ୍ଦ ଘୋଷଯାତ୍ରା ବେଶ ସୁରୁଖୁରୁରେ ସମ୍ପଣ୍ନ ହୋଇଯାଇଛି । ପ୍ରାୟ ୨୫ ରୁ ୩୦ଲକ୍ଷ ଲୋକକୁଂ ନେଇ ଅନୁଷ୍ଠିତ ଏହି ଯାତ୍ରାରେ ଆଇନଶୃଂଖଳା ପରିସ୍ଥିତି ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ଯା ଗୁଳୁଗୁଳିରୁ ବଂଚିବା ପାଇଁ ପାଣି ସିଂଚନ ଠାରୁ ଆରମ୍ଭ କରି ଫାଷ୍ଟଏଡ ସେବା ସବୁଥିରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସ୍ବେଛାସେବୀ ନିଯୁକ୍ତ ହୋଇଥିଲେ ।ଓଡିଶାର ମାନ୍ଯବର ମୂଖ୍ଯମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥକଂ ପ୍ରତି ସମର୍ପଣ ଭାବ ପୋଲିସ ବାହିନୀକୁ କାର୍ଯ୍ଯ କରିବାକୁ ଅଧିକ ଉତ୍ସାହ ଯୋଗାଇ ଥିଲା ।

ପୂର୍ବରୁ ରଥଯାତ୍ରାରେ ଭିଡ ନିୟନ୍ତ୍ରଣ ରାଜ୍ଯ ସରକାର ମାନଂକ ପାଇଁ ଏକ ବଡ ପାଇଁ ଚ୍ଯାଲେଂଜ ହେଉଥିଲା।ଏପରିକି ଦଳଚକଟାରେ ଏକାଧିକ ଭକ୍ତ ମୃତ୍ଯୁବରଣ କରିବା ସହ ଅନେକ ଆହତ ଭଳି ଦୁଃଖଦ ଖବର ମଧ୍ଯ୍ଯ ସାମନା କୁ ଆସୁଥିଲା । ପ୍ରାକୃତିକ ଦୁର୍ବିପାକ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶା ବିଶ୍ବରେ ଏକ ରୋଲ ମଡେଲ ଭାବେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିପାରିଥିବା ବେଳେ ବିଶ୍ବପ୍ରସିଦ୍ଦ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ମଧ୍ଯ ରାଜ୍ଯ ପାଇଁ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି । ଖାସ କରି ସେଣ୍ଟ୍ରାଲ ରେଂଜ ଆଇଜି ଆଶିଷ ସିଂ ପୂର୍ବରୁ ପୂରୀର ଏସପି ଥିବା ବେଳେ ସହରର ଚ୍ଯାଲେଜିଂ ବିଷୟ ଗୁଡିକରେ ବେଶ ଭଲଭାବେ ଅବଗତ ଥିଲେ ।

ବର୍ତ୍ତମାନର ଏସପି କେ ଭିଶାଲ ସିଂକଂ ଲୋକ ସମ୍ପର୍କ ମଧ୍ଯ ଅତି ଉତ୍ତମ ରହିଥିବାରୁ ପୋଲିସିଂ ବ୍ଯବସ୍ଥାରେ କୌଣସି ତ୍ରୁଟି ବିଚ୍ଯୁତି ଦେଖା ଯାଇନଥିଲା,ସଫଳତା ଆଣି ଦେଇଥିଲା।ଏହି ସମୟରେ ଦେଶ ବିଦେଶରୁ ଅନେକ ଭିଆଇପି ସହରକୁ ଆସୁଥିବାରୁ ପୋଲିସ ପାଇଁ ଏହା ଭିନ୍ନ ଏକ ଚ୍ଯାଲେଂଜ ହୋଇଥାଏ।ଏହି ଚ୍ଯାଂଲେଜକୁ ପୋଲିସ ମଧ୍ଯ୍ଯ ଏକ ସୁଯୋଗରେ ପରିଣତ କରି ରାଜ୍ଯ ପାଇଁ ସୁନାମ ଆଣିଦେଇଛି ଓଡିଶା ପୋଲିସ।ଏହି ବିଶ୍ବ ଘୋଷଯାତ୍ରା ଅନ୍ଯ ଏକ ଦୃଷ୍ଟିରୁ ମଧ୍ଯ୍ଯ ବେଶ ଗୁରୁତ୍ବପୂଣ୍ନ ଥିଲା । ସେବାୟତ ମାନଂକ ମଧ୍ଯ୍ଯରେ ଉତ୍ତମ ବୁଝାମଣା ତଥା ସମନ୍ବୟ ଯୋଗୁଁ ସମସ୍ତ ନୀତିକାନ୍ତି ନିର୍ଦ୍ଦାରିତ ସମୟ ମଧ୍ଯ୍ଯରେ ସମ୍ପଣ୍ନ ହୋଇଯାଇଥିଲା ।

ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା ବ୍ଯକ୍ତିଗତ ଭାବେ ଏସବୁର ତଦାରଖ କରୁଥିଲେ।ମୋଟ ଉପରେ କହିବାକୁ ଗଲେ ଚଳିତ ବର୍ଷର ଘୋଷଯାତ୍ରା ରଥଯାତ୍ରା ଇତିହାସରେ ଏକ ମାଇଲ ଖୁଣ୍ଟ ଭାବେ ପରିଗଣିତ ହେବ । ଏହାକୁ ସୁଚାରୁ ରୂପେ ସମ୍ପଣ୍ନ କରିଥିବାରୁ ଓଡିଶା ପୋଲିସର ବରିଷ୍ଠ ଅଧିକାରୀ ଅତିରିକ୍ତ ପୋଲିସ ଡିଜି ଆଇନ ଶୃଂଖଳା ସଂଜୟ କୁମାର,ଅତିରିକ୍ତ ପୋଲିସ ଡିଜି ତଥା ପରିବହନ ଆୟୂକ୍ତ ଅମିତାଭ ଠାକୁର,ସେଣ୍ଟ୍ରାଲ ରେଂଜ ଆଇଜି ଆଶିଷ ସିଂ,ଡିଆଇଜି ଅଖିଳେଶ୍ବର ସିଂ,ଡିଆଇଜି ତଥା ଅତିରିକ୍ତ ପୋଲିସ କମିଶନର ଉମାଶଂକର ଦାସ,ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୂରୀ ଏସପି କେ ଭିଶାଲ ସିଂ ଏବେ ପ୍ରସଂଶାର ପାତ୍ର ହୋଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

March 18, 2026
ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

March 18, 2026
କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ : ଜବତ ହେଲା ବିପୁଳ ପରିମାଣର ଅଫିମ, ଗଞ୍ଜେଇ

କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ : ଜବତ ହେଲା ବିପୁଳ ପରିମାଣର ଅଫିମ, ଗଞ୍ଜେଇ

March 18, 2026
ବିଡାନାସୀ ବରିଷ୍ଠ ନାଗରିକଙ୍କ ପାଇଁ ସୁରକ୍ଷା ସଚେତନତା ସଭା

ବିଡାନାସୀ ବରିଷ୍ଠ ନାଗରିକଙ୍କ ପାଇଁ ସୁରକ୍ଷା ସଚେତନତା ସଭା

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

March 18, 2026
ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version