• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୋନି ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୯୦ଏଲ୍ ସିରିଜ୍ ଉନ୍ମୋଚିତ

Proprietor Abhimanyu Maharana by Proprietor Abhimanyu Maharana
June 30, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ସୋନି ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୯୦ଏଲ୍ ସିରିଜ୍ ଉନ୍ମୋଚିତ
Share on FacebookShare on TwitterWhatsapp

୩୦ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ସୋନି ଇଣ୍ଡିଆ ପକ୍ଷରୁ ପରବର୍ତୀ ପିଢ଼ିର କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ଥିବା ନୂଆ ବ୍ରାଭିଆ ଏକ୍ସଆର୍‌ ଏକ୍ସ୯୦ଏଲ୍ ସିରିଜ୍‌କୁ ଉନ୍ମୋଚନ କରାଯାଇଛି । ନୂତନ ଭାବେ ଉନ୍ମୋଚନ ହୋଇଥିବା ଏହି ସିରିଜ୍ ମଣିଷର ମସ୍ତିଷ୍କ ଭଳି ଭାବନା ଶକ୍ତି ଥିବା ଦୃଶ୍ୟ ଓ ସ୍ୱର ପ୍ରଦାନ କରୁଛି । ଶ୍ରେଷ୍ଠ ମାନର ବାସ୍ତବ ଭଳି ମନେ ହେଉଥିବା ଗୁଣାତ୍ମକ ଛବି, ଜୀବନ୍ତ କଂଟ୍ରାଷ୍ଟ, କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍‌କୁ ନେଇ ଏହା ଅତୁଲ୍ୟ ସ୍ୱର ଓ ଛବିରୁ ବାସ୍ତବ ସ୍ୱର ଆସୁଥିବା ଭଳି ଅନୁଭୂତି ପ୍ରଦାନ କରୁଛି । ପ୍ରଥମ ଥର ପାଇଁ ସୋନି ପକ୍ଷରୁ ପିଏସ୍‌୫ ଗେମିଂ କନ୍‌ସୋଲ ସହିତ ବ୍ରାଭିଆ ଟିଭିର କମ୍ବୋ ଉପସ୍ଥାପନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ଏକ୍ସଆର୍ ବର୍ଗମାଳାର ଯେକୌଣସି ବ୍ରାଭିଆ ଟିଭି ସହିତ ଗ୍ରାହକମାନେ ପିଏସ୍‌୫ କିଣିଲେ ୨୪,୦୦୦ ଟଙ୍କାର ସ୍ୱତବ ରିହାତି ପାଇପାରିବେ । ଏହି ଆକର୍ଷଣୀୟ ଡିଲ୍ ୨୦୨୩ ଜୁଲାଇ ୧ରୁ ଆରମ୍ଭ ହେବ ଏବଂ ଷ୍ଟକ ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ । ନୂଆ ଏକ୍ସ୯୦ଏଲ୍ ସିରିଜ୍ ୧୮୯ ସେମି (୭୫ ଇଂଚ), ୧୬୫ ସେମି (୬୫ ଇଂଚ) ଓ ୧୫୦ ସେମି (୫୫ ଇଂଚ) ସ୍କ୍ରିନ୍ ଆକାରରେ ଉପଲ୨ ହେଉଛି । କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ହେଉଛି ଏକ୍ସ୯୦ଏଲ୍‌ଟିଭିର ମସ୍ତିଷ୍କ ଭଳି କାମ କରିବ ଯାହା ପାରମ୍ପରିକ ଏଆଇଠାରୁ ବେଶ ଉନ୍ନତ ।

ଏହା ମଣିଷ ଭଳି ଭାବିପାରୁଛି ଓ ମଣିଷ କିଭଳି ଦେଖୁଛି ଓ ଶୁଣୁଛି ତାହାକୁ ବୁଝିପାରୁଛି । ଯେତେବେଳେ ଆମକୁ ପସନ୍ଦ ଆସୁଥିବା କୌଣସି ବିଷୟକୁ ଆମେ ଦେଖୁଛେ ଅଜାଣତରେ ଏକ ନିର୍ଦିଷ୍ଟ ବିଷୟ ଉପରେ ଆମର ନଜର ରହୁଛି । କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ସେହି ନିର୍ଦିଷ୍ଟ ବିଷୟକୁ ଜାଣିପାରୁଛି । ବ୍ରାଭିଆ ଏକ୍ସ୯୦ଏଲ୍ ସିରିଜ୍‌ରେ ଏଲ୍‌ଇଡିର ବିଭିନ୍ନ ଜୋନ୍ ରହିଛି ତାହା ସ୍ୱୟଂକ୍ରିୟ ଭାବେ ପ୍ରଜ୍ଜ୍ୱଳିତ ହୋଇ କଂଟ୍ରାଷ୍ଟକୁ ଆଡ୍‌ଜଷ୍ଟ୍ କରୁଛି । କଗ୍ନିଟିଭ୍ ପ୍ରୋସେସର ଏକ୍ସଆର ସହିତ ସମ୍ପୂର୍ଣ୍ଣ ଏଲ୍‌ଇଡି ପ୍ୟାନେଲ୍ ଜୀବନ୍ତ ସଦୃଶ ଛବି ଉପସ୍ଥାପନ କରୁଛି । ଏକ୍ସଆର୍ ଟ୍ରିଲୁମିନସ ପ୍ରୋ ଜରିଆରେ ପ୍ରତିଟି ବିବରଣୀ ପ୍ରାକୃତିକ ଭାବେ ଫୁଟି ଉଠୁଛି । ବ୍ରାଭିଆ ଏକ୍ସ୯୦ଏଲ୍ ସିରିଜ୍‌ରେ ତିନିଟି ମଡେଲ୍ ରହିଛି । ଏକ୍ସଆର୍‌-୫୫ଏକ୍ସ୯୦ଏଲ୍‌ର ଦାମ୍ ୧,୩୯,୯୯୦ ଟଙ୍କା ରହିଥିବା ବେଳେ ଏକ୍ସଆର୍‌-୬୫ଏକ୍ସ୯୦ଏଲ୍‌ର ଦାମ୍ ୧,୭୯,୯୯୦ ଟଙ୍କା ରହିଛି । ଉଭୟ ମଡେଲ୍ ୨୦୨୩ ଜୁନ୍‌ ୨୬ରୁ ଉପଲ୨ ହେବ । ଏକ୍ସଆର୍‌-୭୫ଏକ୍ସ୯୦ଏଲ୍ ମଡେଲ୍ ବିଷୟରେ ଖୁବ୍‌ଶୀଘ୍ର ଘୋଷଣା କରାଯିବ । ଏହି ମଡେଲ୍‌ଗୁଡ଼ିକ ସମସ୍ତ ସୋନି ସେଂଟର, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଓ ଇ-କମର୍ସ ପୋର୍ଟାଲ୍‌ଗୁଡ଼ିକରେ ଉପଲ୨ ହେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

June 15, 2026
ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version