• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦି ସ୍ଲିପ କମ୍ପାନି : ଭୁବନେଶ୍ୱରରେ ପ୍ରଥମ ଫିଜିଟାଲ ଷ୍ଟୋରର ଶୁଭାରମ୍ଭ – ପୂର୍ବ-ଭାରତୀୟ ବଜାରରେ ପ୍ରବେଶ

Proprietor Abhimanyu Maharana by Proprietor Abhimanyu Maharana
June 28, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଦି ସ୍ଲିପ କମ୍ପାନି : ଭୁବନେଶ୍ୱରରେ ପ୍ରଥମ ଫିଜିଟାଲ ଷ୍ଟୋରର ଶୁଭାରମ୍ଭ – ପୂର୍ବ-ଭାରତୀୟ ବଜାରରେ ପ୍ରବେଶ
Share on FacebookShare on TwitterWhatsapp

 ଏହି ଷ୍ଟୋର ଅଫଲାଇନ ଗ୍ରାହକଙ୍କ ପାଇଁ ସେବା ଯୋଗାଇବ ।

 ଏହି ଷ୍ଟୋରକୁ ଲଗାଇ ଭାରତରେ ଫିଜିଟାଲ ଷ୍ଟୋରର ସଂଖ୍ୟା ୩୧ରେ ପହଁଚିଲା ା

 ବର୍ଷ ଶେଷ ସୁଦ୍ଧା ୧୦୦ ଷ୍ଟୋର ପ୍ରତିଷ୍ଠା ପାଇଁ କମ୍ପାନିର ଲକ୍ଷ୍ୟ ।

୨୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ପୂର୍ବ ଭାରତର ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ଦେଇ ଦି ସ୍ଲିପ କମ୍ପାନି ଏସିଆର ପ୍ରଥମ ଓ ଏକମାତ୍ର ସ୍ମାର୍ଟ ଗ୍ରୀଡ ବୈଷୟିକୀ କମ୍ପାନି ଭୁବନେଶ୍ୱରରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିଛି । ଏହି ଷ୍ଟୋରକୁ ମିଶାଇ ଦେଶରେ ଫାଇଜିଟାଲ ଷ୍ଟୋରର ସଂଖ୍ୟା ୩୧ରେ ପହଁଚିଲା । ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ୧୦୦ରୁ ଅଧିକ ଷ୍ଟୋର ଖୋଲିବା ପାଇଁ କମ୍ପାନି ଲକ୍ଷ୍ୟ ରଖିଛି । ଖ୍ୟାତନାମା ଅର୍ଥୋପେଡିକ୍ସ ଓ ସ୍ପୋର୍ଟସ ସର୍ଜନ ଡ.ସାର୍ଥକ ପଟନାୟକଙ୍କ ଉପସ୍ଥିତିରେ ଏହି ଷ୍ଟୋରର ଶୁଭ ଉଦଘାଟନ କରାଯାଇଥିଲା । ଭୁବନେଶ୍ୱର ହେଉଛି ପୂର୍ବ ଭାରତର ସାମାଜିକ ଅର୍ଥନୈତିକ ବିକାଶର ଏକ ଦ୍ରୁତ ଉଦୀୟମାନ ହବ ଯାହା ଏକ ଉନ୍ନତ ଆଇଟି ଶିଳ୍ପ ଓ ଆପାର୍ଟମେଂଟର ଜୀବନଧାରା ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଅଫ ଲାଇନ ବଜାର ଧାରା ଜାରି ରହିଛି ।ଏହି ଧାରାକୁ ଚିହ୍ନି ଦି ସ୍ଲିପ କମ୍ପାନିର ନୂଆ ୧୨୦୦ ବର୍ଗଫୁଟ ଷ୍ଟୋର ଗ୍ରାହକଙ୍କୁ ଏକ ବ୍ୟାପକ ସ୍ମାର୍ଟଗ୍ରୀଡ ପ୍ରଦାନ କରିବ । ଗ୍ରାହକମାନେ ବର୍ତମାନ ଅନନ୍ୟ ଅତ୍ୟାଧୁନିକ ଡିଜାଇନ ମ୍ୟାଟ୍ରେସ ଠାରୁ ଆରମ୍ଭ କରି ତକିଆ ଓ ଶୟନ ସାମଗ୍ରୀକୁ ଏଠାରୁ ପାଇପାରିବେ । ପୂର୍ବ ଭାରତର ଏହି ଷ୍ଟୋର ଉଦଘାଟନ ଗ୍ରାହକମାନଙ୍କୁ ସେମାନଙ୍କ ମନ ପସନ୍ଦର ସାମଗ୍ରୀ ଯୋଗାଇବାରେ ସକ୍ଷମ ହେବ । ପ୍ରିୟଙ୍କା ସାଲଟ, ସହ ପ୍ରତିଷ୍ଠାତା ଦି ସ୍ଲିପ କମ୍ପାନି ତାଙ୍କର ମତ ଦେଇ କହିଛନ୍ତିଯେ ଏହି ଅଂଚଳରେ ଚାହିଦାକୁ ଦୃଷ୍ଟି ଦେଇ ଆମେ ଏହି ଷ୍ଟୋର ଖୋଲିବା ଉପରେ ଗୁରୁତ୍ୱ ଦେଇଛୁ । ସେ କହିଛନ୍ତି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଭୁବନେଶ୍ୱର ପାଇଁ ସ୍ମାର୍ଟଗ୍ରୀଡ ଅଭିଜ୍ଞତାକୁ ଉପସ୍ଥାପିତ କରି ଆମେ ଆନନ୍ଦିତ । ଅଭିନବ ଶୟନ ସାମଗ୍ରୀ ସବୁ ଆମ ଷ୍ଟୋର ଯୋଗାଇ ଦେବ ।ଅଧିକନ୍ତୁ ଏହା ଆମର ଆରାମଦାୟକ ଶୟନ ଅଭ୍ୟାସ ପାଇଁ ଆମକୁ ମିଶନର ନିକଟତର କରିବ । ଏଥିପାଇଁ ଆମେ ପୂର୍ବ ଭାରତରେ ଆମର ବିସ୍ତାର ଲକ୍ଷ୍ୟକୁ ନେଇ ଲୋକମାନଙ୍କ ଜୀବନରେ ଏକ ସକାରାତ୍ମକ ପ୍ରଭାବ ପକାଇବାକୁ ଲକ୍ଷ୍ୟ ରଖିଛୁ । ଜଣେ ଅର୍ଥୋପେଡିକ ସର୍ଜନ ଭାବେ ମୋର ମତ ହେଉଛି ଉପଯୁକ୍ତ ଶୟନ ଅଭ୍ୟାସ ଦ୍ୱାରା ଜଣକର ପିଠି ଯନ୍ତ୍ରଣାରୁ ସୁରକ୍ଷା ମିଳିପାରିବ । ରୋଗୀମାନେ ସାଧାରଣତଃ ନିଜର ମେରୁଦଣ୍ଡ ପ୍ରତି ବିଶେଷ ଧ୍ୟାନ ଦେଇ ନଥାନ୍ତି ଏପରି ଶୟନ ଉପଯୋଗୀ ସାମଗ୍ରୀ ବ୍ୟବହାର କରି ଲୋକମାନେ ବହୁ ସ୍ୱାସ୍ଥ୍ୟ ଉପକାରୀତା ପାଇ ପାରିବେ । ତେଣୁ ଦି ସ୍ଲିପ କମ୍ପାନି ପରି ନୂଆ ଯୁଗର ବ୍ରାଣ୍ଡକୁ ମୁଁ ବହୁତ ପ୍ରଶଂସା କରୁଛି, ଯାହା ଲୋକମାନଙ୍କ ଶୟନ ଓ ସାଧାରଣ ସୁସ୍ଥତାକୁ ପ୍ରୋତ୍ସାହିତ କରିବାରେ ଏକି ବିଶେଷ ଭୂମିକା ନିର୍ବାହ କରିପାରିବ ।ସଂପ୍ରତି ଭୁବନେଶ୍ୱରରେ ଏହି କମ୍ପାନି ତାର ନୂଆ ଷ୍ଟୋର ଖୋଲିଛି ଏଠାରେ ଅତ୍ୟାଧୁନିକ, ପ୍ରଯୁକ୍ତିବିଦ୍ୟା ଓ ସୁନ୍ଦର ଡିଜାଇନରେ ସାମଗ୍ରୀ ଗୁଡ଼ିକ ମିଳୁଥିବା ଦେଖିବାକୁ ପାଉଛି । ମୁଁ ଏହି କମ୍ପାନିକୁ ଅଭିନନ୍ଦନ ଜଣାଉଛି ବୋଲି ଖ୍ୟାତମନାମା ଅର୍ଥୋପେଡିକ୍ସ ଓ ସ୍ପୋର୍ଟସ ସର୍ଜନ ଡ.ସାର୍ଥକ ପଟନାୟକ କହିଛନ୍ତି । ବିଗତ ବର୍ଷରେ ୩୦+ ଷ୍ଟୋରର ସଫଳତା ପରେ ସ୍ଲିପ କମ୍ପାନି ଭାରତରେ ନିଜର ସ୍ଥିତିକୁ ମଜବୁତ କରିବାରେ ଲାଗିଛି । ସର୍ବଭାରତୀୟ ମଡେଲକୁ ଆୟତ କରିବା ଲାଗି ସବୁଠାରୁ କନିଷ୍ଠ ଡି୨ସି ବ୍ରାଣ୍ଡ ଭାବରେ କାର୍ଯ୍ୟକରି ବର୍ତମାନ ଏହା ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ ହୋଇ ପାରିଛି । ଏହାର ଅଭିନବ ଉତ୍ପାଦ ପାଇଁ ଏହା ଆଜି ଲୋକମାନଙ୍କ ନିକଟରେ ଏକ ଆଦରଣୀୟ ବ୍ରାଣ୍ଡ ଭାବରେ ଉଭା ହୋଇଛି । ଆପଣ ୟୁନିଟ-୩, ପ୍ଲଟ ନଂ-୫୦୧, ନରୁଲା ମାର୍କେଟ, ଖାରବେଳ ନଗର, ଜନପଥ ଭୁବନେଶ୍ୱର ସ୍ଥିତ ଷ୍ଟୋରକୁ ଆସି ଉପଯୋଗି ସାମଗ୍ରୀ କିଣି ପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

September 28, 2026
ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

September 28, 2026
ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ

ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ

September 28, 2026
ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

September 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

September 28, 2026
ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version