• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମ୍‍ୱେ ଇଣ୍ଡିଆ ପକ୍ଷରୁ ପୋଷଣ ଓ ଯୋଗ ସମ୍ମିଶ୍ରଣରେ ସାମ୍ରଗିକ କଲ୍ୟାଣରେ ବିଶେଷ ସଫଳତା ହାସଲ

Proprietor Abhimanyu Maharana by Proprietor Abhimanyu Maharana
June 26, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
Amway India champions Holistic Wellness Harnessing the Synergy of Nutrition and Yoga
Share on FacebookShare on TwitterWhatsapp

୨୫ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଜନସାଧାରଣଙ୍କ ଜୀବନର ମାନରେ ବୃଦ୍ଧି ଘଟାଇବାକୁ ଏକନିଷ୍ଠ ପ୍ରତିବଦ୍ଧତାରେ ପରିଚାଳିତ ହୋଇ ଭାରତର ଅନ୍ୟତମ ଅଗ୍ରଣୀ ଏଫଏମ୍‍ସିଜି ଡାଇରେକ୍ଟ ସେଲିଂ କମ୍ପାନୀ ଆମ୍‍ୱେ ଇଣ୍ଡିଆ ସ୍ୱାସ୍ଥ୍ୟପ୍ରଦ ଜୀବନଶୈଳୀ ଆପଣେଇବା ନିମନ୍ତେ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଅଗ୍ରସର ହେଉଛି । ଭାରତ ଅତ୍ୟନ୍ତ ଉତ୍ସୁକତାର ସହିତ ବାର୍ଷିକ ଯୋଗଦିବସ ପାଳନ କରିବା ଅବସରରେ ଆମ୍‍ୱେ ଇଣ୍ଡିଆ ସାମଗ୍ରିକ କଲ୍ୟାଣ ହାସଲ କରିବାରେ ପୋଷଣ ଓ ଯୋଗର ପ୍ରଭୂତ ଗୁରୁତ୍ୱ ରହିଥିବା ସମ୍ପର୍କରେ ପ୍ରାଧାନ୍ୟ ଦେଇଥିଲା । ଜନସାଧାରଣଙ୍କୁ ଉତ୍ତମ ଓ ସ୍ୱାସ୍ଥ୍ୟପ୍ରଦ ଜୀବନ ନିର୍ବାହ ଦିଗରେ ସହାୟତା କରିବା ଲକ୍ଷ୍ୟନେଇ ଆମ୍‍ୱେ ଏକ ରୂପାନ୍ତରଣକାରୀ ଯାତ୍ରାରେ ଆଗକୁ ବଢିବା ପ୍ରୟାସ କରୁଛି । ଏହାର ଅଂଶସ୍ୱରୂପ ଆମ୍‍ୱେ ଇଣ୍ଡିଆ ଏକାଧିକ ଆଭାସୀ ଏବଂ ଶାରୀରିକ ଉପସ୍ଥିତିରେ ଯୋଗ ଅଭ୍ୟାସ ସହିତ ବିଶେଷଜ୍ଞ ବକ୍ତାମାନଙ୍କୁ ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରିଥିଲା, ଯେଉଁଥିରେ ପ୍ରାୟ ୨ହଜାର ଫିଟ୍‍ନେସ୍‍ପ୍ରେମୀ ସମଗ୍ର ଦେଶରୁ ଅଂଶଗ୍ରହଣ କରିଥିଲେ ।

ଉତ୍ତମ ପୋଷଣ ଏବଂ ଯୋଗାଭ୍ୟାସ ଭଳି ନିୟମିତ ଶାରୀରିକ କାର୍ଯ୍ୟକଳାପର ସମ୍ମିଶ୍ରଣରେ ସର୍ବୋତ୍ତମ ସ୍ୱାସ୍ଥ୍ୟର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଏହି ଅବସରରେ ପ୍ରକାଶ କରି ଚନ୍ଦ୍ର ଭୂଷଣ ଚକ୍ରବର୍ତ୍ତୀ, ସିନିୟର ଭାଇସ୍‍ ପ୍ରେସିଡେଌକ୍ଷଗ୍ଧ; ଇଷ୍ଟ୍‍ ଆଣ୍ଡ ୱେଷ୍ଟ, ଆମ୍‍ୱେ ଇଣ୍ଡିଆ କହିଥିଲେ, “ସର୍ବୋତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ ନିମନ୍ତେ ପୋଷଣ ଏବଂ ଶାରୀରିକ କାର୍ଯ୍ୟକଳାପର ରୂପାନ୍ତରଣକ୍ଷମ ଶକ୍ତି ବିଷୟରେ ଆମ୍‍ୱେରେ ଆମର ଏକନିଷ୍ଠତା ଅତୁଟ ରହିଛି । ପୋଷଣ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଅଗ୍ରଣୀ କମ୍ପାନୀ ଭାବରେ ଆମର ଦୃଢ ବିଶ୍ୱାସ ଯେ କଲ୍ୟାଣ ବିଷୟଟି ବହୁଦିଗ ଆଧାରିତ, ଯେଉଁଥିରେ ଶାରୀରିକ, ମାନସିକ, ଭାବପ୍ରବଣଗତ ସ୍ୱାସ୍ଥ୍ୟ ଏବଂ ପର୍ଯ୍ୟାପ୍ତ ପୋଷଣ ଆଦି ସାମିଲ ରହିଛି । ଉତ୍ତମ ପୋଷଣ, ଏକ ସକ୍ରିୟ ଜୀବନଶୈଳୀ ଏବଂ ଆଭ୍ୟନ୍ତରୀଣ କଲ୍ୟାଣ ଆଦି ପରସ୍ପର ସହିତ ଆନ୍ତଃସଂଯୁକ୍ତ । ଚଳିତ ସମୟରେ ପାଚନ ସ୍ୱାସ୍ଥ୍ୟକୁ ନେଇ ଆଲୋଚନା ଅଧିକରୁ ଅଧିକ ହେଉଛି, ଯେଉଁଥିରେ ମସ୍ତିଷ୍କ ଏବଂ ପାଚନକ୍ରିୟା ମଧ୍ୟରେ ସମ୍ପର୍କକୁ ଅସ୍ୱୀକାର କରାଯାଇପାରିବ ନାହିଁ, ଯାହା ‘ଦ୍ୱିତୀୟ ମସ୍ତିଷ୍କ’ ଭାବରେ ମଧ୍ୟ ପରିଚିତ । ଆମେ ଯେଉଁ ଖାଦ୍ୟ ଖାଉଛୁ ତାହାର ଆମ ଶରୀର ଏବଂ ମନ ଉପରେ ପ୍ରଭୂତ ପ୍ରଭାବ ରହିଛି, ତେଣୁ ଠିକ୍‍ ଖାଦ୍ୟ ଖାଇଲେ ତାହା ଏକ ସୁସ୍ଥ ପାଚନକ୍ରିୟା ଜରିଆରେ ପ୍ରକ୍ରିୟାକୃତ ହୋଇ ଆମ ମାନସିକ ସ୍ୱାସ୍ଥ୍ୟକୁ ଠିକ୍‍ ରଖିପାରିବ ।

ଏଦିଗରେ ନ୍ୟୁଟ୍ରିଲାଇଟ୍‍ରେ ସଶକ୍ତ ଆମ୍‍ୱେ ସମତୁଲ ଏବଂ ପୁଷ୍ଟିକର ଆହାରର ଗୁରୁତ୍ୱକୁ ପୁନଃପ୍ରାଧାନ୍ୟ ଦେଉଛି, ତାହାସହିତ ଯୋଗ ଓ ଧ୍ୟାନ ଆଦି ଅଭ୍ୟାସ ଜରିଆରେ ମାନସିକ ଚାପ ପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦେଉଛି । ଯୋଗ ଶରୀର ପାଇଁ ଯେତିକି ମନ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ, ଏହା ଏକ ପ୍ରାଚୀନ କାର୍ଯ୍ୟାଭ୍ୟାସ ଯାହା ଦୀର୍ଘକାଳରୁ ପାଚନବ୍ୟବସ୍ଥା ଏବଂ ମସ୍ତିଷ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ପ୍ରତିପାଦିତ କରିଛି, ଯେଉଁଥିରେ ବିଜ୍ଞାନସମ୍ମତ ଜ୍ଞାନ ହାସଲପୂର୍ବରୁ ପାଚନ-ମସ୍ତିଷ୍କ ସମ୍ପର୍କ କିଭଳି ମାନସିକ ସ୍ଥିତି, ଭାବପ୍ରବଣଗତ ଅବସ୍ଥା ଏବଂ ସାମଗ୍ରିକ କଲ୍ୟାଣକୁ ପ୍ରଭାବିତ କରୁଛି, ତାହା ଜଣାଯାଇଛି ।” ସେ ଆଉ ମଧ୍ୟ କହିଥିଲେ, “ଅଧ୍ୟୟନରୁ ଜଣାଯାଇି ଯେ ଯୋଗାଭ୍ୟାସ ସହିତ ପାରମ୍ପରିକ ଗୁଳ୍ମ ଆଦିକୁ ସାମିଲ କରାଗଲେ ସେଥିରୁ ବର୍ଦ୍ଧିତ ସୁଫଳ ମିଳିବ ଏବଂ ତାହା ସକାରାତ୍ମକ ସ୍ୱାସ୍ଥ୍ୟଗତ ଫାଇଦା ପ୍ରଦାନ କରିବ । ଶହ ଶହ ବର୍ଷଧରି ଭାରତୀୟ ପାରମ୍ପରିକ ଗୁଳ୍ମଗୁଡିକ ସେଗୁଡିକର ଶରୀର ଉପରେ ପକାଉଥିବା ଫାଇଦା ନିମନ୍ତେ ସୁପରିଚିତ । ଏହି ପରିପ୍ରେକ୍ଷୀରେ ଆମର ନ୍ୟୁଟ୍ରିଲାଇଟ ପାରମ୍ପରିକ ଗୁଳ୍ମ ବର୍ଗମାଳା ରହିଛି ଯେଉଁଥିରେ ନ୍ୟୁଟ୍ରିଲାଇଟ ତୁଳସୀ, ନ୍ୟୁଟ୍ରିଲାଇଟ୍‍ ଅମଲ୍‍କୀ, ବିଭିତକୀ ଓ ହରିତକୀ, ନ୍ୟୁଟ୍ରିଲାଇଟ ବ୍ରାହ୍ମୀ, ନ୍ୟୁଟ୍ରିଲାଇଟ ଅଶ୍ୱଗନ୍ଧା ଏବଂ ରୋଗ ପ୍ରତିରୋଧ ବ୍ୟବସ୍ଥାକୁ ସମର୍ଥନ କରିବା, ମାନସିକ ସ୍ଥିରତା ବଜାୟ ରଖିବା, ହଜମ ଆଦି ନିମନ୍ତେ ଉତ୍ପାଦ ରହିଛି ।

ଏହି ବର୍ଗମାଳାରେ ପ୍ରକୃତିର ସର୍ବୋତ୍ତମ, ବିଜ୍ଞାନର ଶ୍ରେଷ୍ଠତ୍ୱ ଏବଂ ସର୍ବୋତ୍ତମ ଭାରତୀୟ ପାରମ୍ପରିକ ଜ୍ଞାନର ସମ୍ମିଶ୍ରଣ ଘଟିଛି, ଯାହା ଭରସାଯୋଗ୍ୟ ସ୍ତରର ଶୁଦ୍ଧତା, ନିରାପତ୍ତା ଏବଂ ଗୁଳ୍ମଗୁଡିକର ସାମର୍ଥ୍ୟ ପ୍ରଦାନ କରୁଛି ।” ‘ପାରମ୍ପରିକ ଜ୍ଞାନ ସହିତ ଏକ ସୁସ୍ଥ ରାଷ୍ଟ୍ର ନିର୍ମାଣ’ ଅଭିଯାନ ଆଧାରରେ ପୂର୍ବାଞ୍ଚଳରେ ଆମ୍‍ୱେ ପ୍ରତ୍ୟକ୍ଷ ବିକ୍ରେତା ସହଭାଗୀ ଏବଂ ସେମାନଙ୍କ ଗ୍ରାହକଙ୍କ ନିମନ୍ତେ ଶାରୀରିକ ଉପସ୍ଥିତି ଏବଂ ଆଭାସୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ପାଚନ ସ୍ୱାସ୍ଥ୍ୟ, ହୃତ୍‍ପିଣ୍ଡ ସ୍ୱାସ୍ଥ୍ୟ ନିମନ୍ତେ ଏକାଧିକ ଅଧିବେଶନ ରହିଥିଲା ଏବଂ ତାହାସହିତ ଉତ୍ତମ ସ୍ୱାସ୍ଥ୍ୟ, ତୃପ୍ତ ଆତ୍ମା ଏବଂ ସାମଗ୍ରିକ କଲ୍ୟାଣ ନିମନ୍ତେ ଉପଯୁକ୍ତ ପୁଷ୍ଟିସାଧନର ଗୁରୁତ୍ୱ ଉପରେ ଜ୍ଞାନର ଆଦାନ ପ୍ରଦାନ ଆଦି କାର୍ଯ୍ୟକ୍ରମ ସ୍ଥାନ ପାଇଥିଲା । ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ଉପରେ ଅଧିକ ଦୃଷ୍ଟିନିବଦ୍ଧ କରାଯାଉଥିବାବେଳେ ବ୍ୟକ୍ତିବିଶେଷ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦାୟିତ୍ୱ ନିଜେ ଯେଭଳି ନେଇପାରିବେ ସେଥିପାଇଁ ସେମାନଙ୍କୁ ସଶକ୍ତ କରିବାକୁ ଆମୱେ ପ୍ରତିବଦ୍ଧରହିଛି । ଆମୱେର ନ୍ୟୁଟ୍ରିଲାଇଟ ବିଶ୍ୱର ଏକ ନମ୍ବର ଭିଟାମିନ୍‍ ଏବଂ ଖାଦ୍ୟ ସପ୍ଲିମେଌକ୍ଷଗ୍ଧ; ବିକ୍ରୟକାରୀ ବ୍ରାଣ୍ଡ୍‍ ହୋଇଛି ଏବଂ ଏହାର ପରିପୋଷଣ କ୍ଷେତ୍ରରେ ଉଦ୍ଭିଦ ଭିତ୍ତିକ ପ୍ରୟାସର ୯୦ ବର୍ଷରୁ ଅଧିକ କାଳର ମଜଭୁତ ପରମ୍ପରା ରହିଆସିଛି । ନିଜ ଭିତରେ କଲ୍ୟାଣ ସୃଷ୍ଟି ହୋଇଥାଏ ବୋଲି ତତ୍ତ୍ୱକୁ ସ୍ୱୀକୃତି ଦେଇ ଆମୱେ ନିଜର ଇ.ଏ.ଆର.ଏନ୍‍ ଭାବଧାରା ଜରିଆରେ ସାମଗ୍ରିକ କଲ୍ୟାଣ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛି, ଯାହା ୪ଟି ମୁଖ୍ୟ ବିଷୟ ଉପରେ ଆଧାରିତ ଏବଂ ସେଗୁଡିକ ହେଉଛି- ଶାରୀରିକ ଅଭ୍ୟାସ, ସକାରାତ୍ମକ ଚିନ୍ତାଧାରା, ବିଶ୍ରାମ ଏବଂ ପୋଷଣ । ଆମ୍‍ୱେର ନ୍ୟୁଟ୍ରିଲାଇଟ ଜନସାଧାରଣଙ୍କୁ ସେମାନଙ୍କର ସର୍ବୋତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଲକ୍ଷ୍ୟ ହାସଲ ଦିଗରେ ସହାୟତା କରିବାକୁ ନିରନ୍ତର ପ୍ରଚେଷ୍ଟା କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Gurugram hosts Raja Mahotsava with Grandeur 

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ 

June 16, 2026
Gurugram hosts Raja Mahotsava with Grandeur 

Gurugram hosts Raja Mahotsava with Grandeur 

June 16, 2026
କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ

କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ

June 15, 2026
ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

June 15, 2026

Recent News

Gurugram hosts Raja Mahotsava with Grandeur 

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ 

June 16, 2026
Gurugram hosts Raja Mahotsava with Grandeur 

Gurugram hosts Raja Mahotsava with Grandeur 

June 16, 2026
କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ

କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ

June 15, 2026
ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

June 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Gurugram hosts Raja Mahotsava with Grandeur 

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ 

June 16, 2026
Gurugram hosts Raja Mahotsava with Grandeur 

Gurugram hosts Raja Mahotsava with Grandeur 

June 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version