• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆରୋଗ୍ୟ ପ୍ଲସର ଷ୍ଟେଅରିଙ୍ଗ କମିଟିର ବୈଠକ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
June 13, 2023
in ଓଡ଼ିଶା, ଗଜପତି, ହୋମ୍
0
ଆରୋଗ୍ୟ ପ୍ଲସର ଷ୍ଟେଅରିଙ୍ଗ କମିଟିର ବୈଠକ ଅନୁଷ୍ଠିତ
Share on FacebookShare on TwitterWhatsapp

୧୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ପିସ ଅନୁଷ୍ଟ।ନ ଦ୍ବାର। ପରିଚ।ଳୀତ ଆରୋଗ୍ୟ ପ୍ଲସ ତରଫରୁ ପରିମଳ ପଞ୍ଚୟତ ସଭା ଗୃହ ଠାରେ ଷ୍ଟେଅରିଙ୍ଗ କମିଟି ମିଟିଂ କାର୍ଯ୍ୟ କ୍ରମ ଅନୁଷ୍ଟିତ କରାଗଲା  ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଖଜୁରୀ ପଦା ସ୍ତିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ.ଏମ ଶିବରାମ,ସମ୍ମାନିତଅତିଥି ଭାବେ ବି. ପୀ .ଏମ ଶ୍ରୀ ଶ୍ରୀନିବାସ ପଟ୍ଟନାୟକ,ଏସ.ଆଇ ଶ୍ରୀ ଶିବଶଙ୍କର ଭୂୟାଁ,ସୁନ୍ଦରଡ । ଙ୍ଗ ସରପଞ୍ଚ ଶ୍ରୀ ପ୍ରେମ ରଇତ, କିରାମା ସରପଞ୍ଚ ଶ୍ରୀ ସିମୀୟ ମଣ୍ଡଳ, ଅନୁଗୁରୁ ସରପଞ୍ଚ ନମିତା ଦଳବେହେରା , ଉଦୟପୁର ସରପଞ୍ଚ ଅବିମଏଲ ଗମ।ଙ୍ଗ, ପରିମଳ ସରପଞ୍ଚ ଉମା ଶଙ୍କର କାର୍ଜୀ ,’ପିସ’ ଅନୁଷ୍ଟ।ନର ସଭାପତି ଶ୍ରୀ ଭିକାରି ଚରଣ ବେହେରା, ଆରୋଗ୍ୟ ପ୍ଲସର ଡ.ନିକୁଞ୍ଜ ବିହାରୀ ପଣ୍ଡା, ଫ।ର୍ମ।ସିଷ୍ଟ ଶ୍ରୀ ବାଲାଜୀ ତ୍ରିପାଠୀ,ଏଏନଏମ ସୁମିତ୍ରା ରଞ୍ଜନୀ ରାଉଳ, ‘ପିସ’ ଅନୁଷ୍ଟ।ନର ସଂଯୋଜକ ଶ୍ରୀ ଅଦ୍ୟ ପଦ ମୋହନ୍ତ, ଖଜୁରୀ ପଦା ସ୍ତିତ ମା ଗୃହର ରାଜେଶ୍ଵରୀ କବି,ସଞ୍ଜିତା ଭୂୟାଁ, ସମ୍ବଲପୁର ସେକ୍ଟରର ସମସ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ, ସି ଏଚ ଓ , ଅଙ୍ଗନ।ବାଡି କର୍ମୀ, ଆଶା ଉପସ୍ତିତ ଥିଲେ । 

ଆରୋଗ୍ୟ ପ୍ଲସ ପ୍ରୋଜେକ୍ଟ ପାଇଁ ଆର୍ଥିକ ବର୍ଷ ୨୦୦୨୩-୨୦୨୪ ନିମନ୍ତେ ଏକ ମାଇକ୍ରୋ ପ୍ଳାନ ପ୍ରସ୍ତୁତି ନିମନ୍ତେ ନିଷ୍ପତି ନିଆଯାଇଥିଲା । ସମସ୍ତ ସରପଞ୍ଚ ଏବଂ ଅନ୍ୟାନ୍ୟ ସଦସ୍ୟ ମାନଙ୍କର ମତ ନେଇ ମାସର ୨୨ ଦିନ କେଉଁ ବାର , କେଉଁ ଜାଗାରେ ହେଲଥ କ୍ୟାମ୍ପ କରାଯିବ ଏବଂ କେଉଁ କେଉଁ ଗ୍ରାମ ଗୁଡିକୁ ହେଲଥ କ୍ୟାମ୍ପ ପୋଇଣ୍ଟ ନିଆଯିବ ତାହା ସହିତ କେଉଁ ଗ୍ରାମ ଗୁଡିକୁ ଟେଗ ଭିଲେଜ ରୂପେ ନିଆଜୀବ ସେଶବୁ ପୁଙ୍ଖାନୁ ପୂଙ୍ଖ ଆଲୋଚନା କରାଯାଇଥିଲା ଏବଂ ଶେଷରେ ସମସ୍ତଙ୍କ ମତ।ମତ ନେଈ ଏକ ମାଇକ୍ରୋପ୍ଳାନ ପ୍ରସ୍ତୁତ କରଯାଇଥିଲା ଏବଂ ଏହାର ଏକ ପ୍ରିଣ୍ଟ କପି ଦେବା ନିମନ୍ତେ ଆରୋଗ୍ୟ ପ୍ଲସ ଡକ୍ଟର ଙ୍କୁ ବୈଠକରେ ଅନୁରୋଧ କରାଯାଇଥିଲା ଏବଂ ତାହା ଏମ ॰ ଓ ଇନଚାର୍ଜ ଖଜୁରିପଦା ଙ୍କ ଅନୁମୋଦନ କ୍ରମେ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନିଆଯାଇଥିଲା ।

ମାଗୃହ ର ଏଲଏଚଏ ମାନେ ଉପସ୍ଥିତ ରହି ମାଗୃହ ର କାର୍ଯ୍ୟ।ବଳି ଉପରେ ବିଶେଷ ଆଲୋକପ।ତ କରିଥିଲେ ଏବଂ ଆରୋଗ୍ୟ ପ୍ଲସ ଟୀମ , ମାଗୃହ ଟୀମ ତହାସହିତ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନେ ସରପଞ୍ଚ ମାନଙ୍କ ସହିତ ସେହିଦିନ ଶପଥ ନେଇଥିଲେ କୀ ଆଜି ସମସ୍ତେ ଶପଥ ନେବା ଯେଉଁ ଭଳି ଆମ ଅଞ୍ଚଳରେ କୌଣସି ଗର୍ଭ ବତୀ ମାଙ୍କର ଘରୋଇ ପ୍ରସବ କରାଇ ଦେବା ନ।ହିଁ । ଆମେ ସମସ୍ତେ ଚେଷ୍ଟିତ ହେବା ଯେଉଁ ଭଳି ଭାବେ ଘରୋଇ ପ୍ରସବ ବନ୍ଦ ହେବ ଏବଂ ମା ଓ ଶିଶୁ ମୃତ୍ୟୁ ମୁଖରୁ ପାରି ହେବେ ତା ସହିତ ସମସ୍ତ ଗର୍ଭ ବତୀ ମାଙ୍କୁ ଆମ୍ଭେ ମେଡିକାଲ ନେଇ ଡେଲିଭେରୀ କରିବା ପାଇଁ ଚେଷ୍ଟା କରିବା ।

ବୈଠକ ରେ ସରପଞ୍ଚ ମାନଙ୍କୁ ‘ପିସ’ ଅନୁଷ୍ଟ।ନର ସଭାପତି ଶ୍ରୀ ଭିକାରି ଚରଣ ବେହେରା ଅନୁରୋଧ କରିଥିଲେ କୀ ଆମର ଟ୍ରାନ୍ସପୋର୍ଟ ବାବଦକୁ ଯଦିଓ ସରକ।ରଙ୍କ ଏମ୍ବୁଲେନ୍ସ ଏବଂ ୧୦୮ ସୁବିଧା ଅଛି କିନ୍ତୁ ଆବଶ୍ୟକ ସ୍ଥଳେ ସମୟ ଅନୁସାରେ ନ ପହଞ୍ଚିବାରୁ ସରପଞ୍ଚ ମାନେ ଏବଂ ଏ ଏନ ଏମ ମାନେ ଜିକେଏସ ଫଣ୍ଡରୁ ସେହି ଅର୍ଥ କୁ କିଭଳି ଟ୍ରାନ୍ସପୋର୍ଟ ବାବଦରେ ବିନିଯୋଗ କରି ପାରିବେ ଏବଂ ସରପଞ୍ଚ ମାନଙ୍କୁ ଅନୁରୋଧ କରାଗଲା ସେମାନେ ନିଜ ପଞ୍ଚାଯତ ଫଣ୍ଡରୁ ଯଦି କୌଣସି ଗର୍ଭ ବତୀ ମାଙ୍କର ଟ୍ରାନ୍ସପୋର୍ଟ ନିମନ୍ତେ ସାହାଯ୍ୟ କରିବେ ତାହେଲେ ବହୁତ ଭଲ ହୋଇଥାନ୍ତା ଏବଂ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ.ଏମ ଶିବରାମ ସାରଙ୍କୁ ଅନୁରୋଧ କରାଗଲାକୀ ଗର୍ଭ ବତୀ ମା ମାନେ ମେଡିକାଲ ରେ ପ୍ରସବ ହେଲା ପରେ ସେମାନଙ୍କୁ ଘରକୁ ପହଞ୍ଚିବା ପାଇଁ ସରକାରଙ୍କ କିଛି ବ୍ୟବସ୍ତା ନ।ହିଁ ଏଣୁ କୌଣସି ପ୍ରକାରେ ବ୍ୟବସ୍ତା ଯଦି କରା ଯାଈ ପାରିଥାନ୍ତା ତା ହେଲେ ପ୍ରସବ ପରେ ସେମାନେ ନିଜ ଘରକୁ ସୁରୁଖୁରୁ ରେ ଫେରି ପାରିଥାନ୍ତେ ।

କାରଣ ଏହି ଇଣ୍ଟେରିୟଟ ପକେଟ କୁ ଯିବା ପାଇଁ ତଥା ମେଡିକାଲ ରୁ ଅନୁଗୁର ,ସମ୍ବଲପୁର ,କିରମ। ପଞ୍ଚ।ୟତ ର ଗ୍ରାମ ଗୁଡିକୁ ଯିବା ପାଇଁ ତାଙ୍କୁ ପ୍ରାୟ ୩୦୦୦ ଟଙ୍କାରୁ ୫୦୦୦ ଟଙ୍କ। ଗାଡି ଖର୍ଚ ଦେବାକୁ ପଡିଥାଏ । ଏଣୁ ବୈଠକ ରେ ସମସ୍ତଙ୍କୁ ଅନୁରୋଧ କରାଗଲା ଏବଂ ସମସ୍ତ ଅତୀଥି ଏଥିରେ ସହଯୋଗ କରିବା ପାଇଁ ମତ ରଖି ଥିଲେ ଏବଂ ଶେଷରେ ସମସ୍ତେ ଶପଥ ନେଲେ କୀ ଆମ୍ଭେ ସମସ୍ତେ ମିଳିମିଶି ଏହି ଅଞ୍ଚଳରେ କୌଣସି ଗର୍ଭ ବତୀ ମାଙ୍କର ଘରୋଇ ପ୍ରସବ ନକରି ମେଡିକାଲ ରେ ସମସ୍ତ ଗର୍ଭ ବତୀ ଙ୍କୁ ପ୍ରସବ କରାଇବା ପାଇଁ ଚେଷ୍ଟିତ ରହିଲା ।  ଶେଷରେ ଆରୋଗ୍ୟ ପ୍ଲସ ର ଡକ୍ଟର ଡ.ନିକୁଞ୍ଜ ବିହାରୀ ପଣ୍ଡା ଉପସ୍ଥିତ ଅତିଥି ତାହା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସାଙ୍ଗ କରାଗଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ

ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ

October 13, 2026
ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ

ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ

October 13, 2026
କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା

କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା

October 12, 2026
ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ

ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ

October 12, 2026

Recent News

ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ

ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ

October 13, 2026
ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ

ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ

October 13, 2026
କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା

କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା

October 12, 2026
ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ

ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ

October 12, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ

ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ

October 13, 2026
ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ

ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ

October 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version