No Result
View All Result
୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ତଥା ମହିଳା ଶିଳ୍ପଦ୍ୟୋଗୀ ଶ୍ରୀମତୀ କୃଷ୍ଣପ୍ରିୟା ଆଚାର୍ଯ୍ୟ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୋଜନ୍ୟମୂଳକ ସାକ୍ଷାତ କରିବା ସହ ନିଜ ହସ୍ତନିର୍ମିତ ଏକ କଳାକୃତି ଭେଟି ଦେଇଛନ୍ତି ।

No Result
View All Result