No Result
View All Result
୫ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ବିଶ୍ୱ ପରିବେଶ ଦିବସ ଅବସରରେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଟାଙ୍ଗୀ ଗୀରି ଗୋବର୍ଦ୍ଧନ ପାହାଡ ଉପରେ ଆମ୍ବ ଟାକୁଆ, ପଣସ ମଂଜି ପକାଗଲା।ଏହି ଅବସରରେ ସଭାପତି ପଦ୍ମନାଭ ଵିଶ୍ୱାଳ, ଉପ ସଭାପତି ମନୋଜ କୁମାର ନାଇଡୁ,ସଂପାଦକ ମନୋଜ କୁମାର ପଟନାୟ ,ଆଇନ ପରାମର୍ଶ ଦାତା ସଂଦିପନି ମିଶ୍ର ।
ବରିଷ୍ଠ ସଭ୍ୟ ଦୁର୍ଗା ପ୍ରଶାଦ ଦାସ ଙ୍କ ସହିତ ପ୍ରମୂଖ ସାମ୍ବାଦିକ ଅଜୟ କୁମାର ସେଠୀ, ରାମଚନ୍ଦ୍ରପରିଡା,ରାକେଶ କୁମାର ଜଗଦେବ ସାମିଲ୍ ରହି ଅନୁଷ୍ଠିତ କାର୍ଯ୍ୟକ୍ରମକୁ। ସଭାପତି ଶ୍ରୀ ବିଶ୍ୱାଳ ଙ୍କ ସଭାପତିତ୍ୱରେ ପରିବେଶ ଊପରେ ଅନେକ ମନ୍ତଵ୍ୟ ରଖିଥିଲେ ପ୍ରବକ୍ତା ସରୋଜ କୁମାର ପାଇକରାୟ ସଂଯୋଜନା କରିଥିଲେ ।

No Result
View All Result