ବିଶେଷ କରି ଜନସାଧାରଣ ଙ୍କୁ ସତର୍କ ଓ ସଚେତନ କରିବା ସହ ସ୍ୱାସ୍ଥ୍ୟ, ପାନୀୟ ଜଳ, ପଶୁ ସମ୍ପଦ, କୃଷି ଇତ୍ୟାଦି ବିଭାଗ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଚଳିତ ବର୍ଷ ଜୁନ ୧ ତାରିଖ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଅହୋରାତ୍ର ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ ଓ ବିଡ଼ିଓ, ତହସିଲଦାର ମାନେ ଦୈନିକ ପରିସ୍ଥିତି ବା ସିଚୁଏସନ ରିପୋର୍ଟ ପ୍ରଦାନ କରିବେ । ଜିଲ୍ଲାରେ ୨୯ ଟି ଏସ ଆର ସି ବୋଟ ରହିଛି । ଓସଡାମା ପକ୍ଷରୁ ୧୭୦ ଟି ବାତ୍ୟା ଆଶ୍ରୟ ସ୍ଥଳ ଓ ରେଡକ୍ରସ ପକ୍ଷରୁ ୯ ଟି ବାତ୍ୟା ଆଶ୍ରୟ ସ୍ଥଳ ରହିଛି । ସେହିପରି ୩୭୨ ଟି ବିକଳ୍ପ ଆଶ୍ରୟ ସ୍ଥଳ ମଧ୍ୟ ରହିଛି । ଇତି ମଧ୍ୟରେ ୨୬ ଜଣ ବୋଟ ଚାଳକ ଓ ଖଲାସୀ ଙ୍କୁ ନିଯୁକ୍ତ କରାଯାଇଛି ଯେଉଁ ମାନେ କି ବନ୍ୟା ସମୟରେ ସହଯୋଗ କରିବେ । ସରକାର ଓ ଏସଆରସି ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା କୁ ସଠିକ ଭାବେ ଅନୁପାଳନ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ ।
ଆଭାସୀ ମାଧ୍ୟମରେ ପ୍ରତ୍ୟେକ ବ୍ଲକରେ ବିଡ଼ିଓ, ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ରଥ,ଫିଲ୍ଡ ସୁପରଭାଇଜର ବେଣୁମାଧବ ସୁବୁଦ୍ଧି, ଗୋରୁଆଳ ସରପଂଚ ନିରଞ୍ଜନ ମିଶ୍ର, ସମିତି ସଭ୍ୟ ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ମତାମତ ପ୍ରଦାନ କରିଥିଲେ । ଉପସ୍ଥିତ ଜନ ସାଧାରଣ ମଧ କ୍ଷତି ପୂରଣ, ଥଇଥାନ,ନିଯୁକ୍ତି, ଶିକ୍ଷା, ଚିକିତ୍ସା ସୁବିଧା ଇତ୍ୟାଦି ସମ୍ପର୍କରେ ସେମାନଙ୍କ ମତାମତ ପ୍ରଦାନ କରିଥିଲେ। ନାୟକ, ସାଂସ୍କୃତିକ ସଂପାଦକ ଶ୍ୟାମ ପ୍ରକାଶ ସେନାପତି, ସଂଗ୍ରାମ କାନୁନଗୋ ମଞ୍ଚାସୀନ ଥିଲେ । ଏଥିରେ ସଂଗଠନ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ,ଉତ୍ସବର ସଫଳତା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ପୁରୀ ଗଣମାଧ୍ୟମ ସମେତ ଭାରତ ସରକାରଙ୍କ ସହଯୋଗ କୁ ଧନ୍ୟବାଦ ଦେଇଥିଲେ।
ଅପରାହ୍ନ ରେ ଦେଶର ୨୨ଟି ରାଜ୍ୟ ରୁ ଆସିଥିବା ୪୦୦କଳାକାର, ଜିଲ୍ଲା ସଂସ୍କୃତି ପରିଷଦ ର କଳାକାରଙ୍କୁ ନେଇ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା, ସିଂହଦ୍ବାର ଠାରୁ ବାହାରି ଶରଧାବାଲି ରେ ପହଞ୍ଚିବାପରେ, ନାଗାଲାଣ୍ଡ, ତାମିଲନାଡୁ,ଗୁଜୁରାଟ, ପଞ୍ଜାବ,କେରଳ, ରାଜସ୍ଥାନ ପ୍ରଭୃତି ରାଜ୍ୟର କଳାକାରମାନେ ସେମାନଙ୍କ ନୃତ୍ୟ ରେ ସମବେତ ଦର୍ଶକ-ଶ୍ରୋତାଙ୍କୁ ଅଭିଭୂତ କରିଥିଲେ।ଏହି ଅବସରରେ ଲୋକନୃତ୍ୟ ପାଇଁ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କୁ ରାଜ୍ୟପାଳ ଶ୍ରୀକ୍ଷେତ୍ର ସମ୍ମାନ ରେ ସମ୍ମାନିତ କରିଥିଲେ। ଭାରତବର୍ଷର ବିଭିନ୍ନ ଅଞ୍ଚଳ ରୁ ଆସି କୃଷିମେଳା ରେ ଯୋଗଦାନ କରିଥିବା ବିଭିନ୍ନ ବିଭାଗ ର ପ୍ରଦର୍ଶନ ସହ କଳାକାରମାନଙ୍କ ନୃତ୍ୟ ଆଗାମୀ ପାଞ୍ଚଦିନ ଧରି ଚାଲିବ ବୋଲି ସଂପାଦକ ରାଜେଶ କୁମାର ମହାନ୍ତି ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ କୁ ପ୍ରଦ୍ୟୁମ୍ନ କୁମାର ସାଠୁଆ, ମଧୁସୂଦନ ମିଶ୍ର, ସତ୍ୟବ୍ରତ ଦାସ, ନାରାୟଣ ପାତ୍ର, ଦାମୋଦର ଶତପଥୀ, ଦେବେନ୍ଦ୍ର ମହାପାତ୍ର, ସୌମ୍ୟ ରଂଜନ ମିଶ୍ର, ପ୍ରତାପ ଦଳେଇ, ପୂର୍ଣ୍ଣ ଚନ୍ଦ୍ର ଓଝା, ପୁଷ୍କର ସାହୁ ଓ ଗୌତମ ମିଶ୍ର ପରିଚାଳନା କରିଥିଲାବେଳେ ଚନ୍ଦ୍ର ବିଜୟୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।


© 2023 Odisha Taza News.