• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଜାଣନ୍ତୁ ଆପଣଙ୍କର ରାଶିଫଳ – ୨୩ ଜୁନ୍ ମଙ୍ଗଳବାର

Proprietor Abhimanyu Maharana by Proprietor Abhimanyu Maharana
June 23, 2020
in Uncategorized, ଓଡ଼ିଶା, ରାଶିଫଳ, ହୋମ୍
0
ଜାଣନ୍ତୁ ଆପଣଙ୍କର ରାଶିଫଳ – ୨୩ ଜୁନ୍ ମଙ୍ଗଳବାର
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୩ ଜୁନ୍ ମଙ୍ଗଳବାର) ଭୁବନେଶ୍ୱର :- ମେଷ :- ଆଜିର ଦିନ ଗୃହସ୍ଥ ଏବଂ ଦାମ୍ପତ୍ୟ ଜୀବନ ପାଇଁ ବହୁତ ଭଲ। ଆର୍ଥିକ ଲାଭ ତଥା ଯାତ୍ରାର ସମ୍ଭାବନା ଅଛି। ବିଚାରରେ ଉଗ୍ରତା ତଥା ଅଧିକାରର ଭାବନା ବଢ଼ିବ। ଆପଣଙ୍କ କାର୍ଯ୍ୟର ପ୍ରଶଂସା ମଧ୍ୟ ହୋଇପାରେ। ବାଦ-ବିବାଦରୁ ଦୂରରେ ରୁହନ୍ତୁ। ବାହନସୁଖ ମିଳିବ। ଉଗ୍ର ସ୍ଵଭାବ ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ଏବଂ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ। ଅଧିକ ପରିଶ୍ରମ ପରେ ମଧ୍ୟ ଅଳ୍ପ ସଫଳତା ପ୍ରାପ୍ତ ହେବ। ସନ୍ତାନମାନଙ୍କର ବିଷୟରେ ମଧ୍ୟ ଆପଣଙ୍କୁ ଚିନ୍ତା ରହିବ। ବ୍ୟସ୍ତତା ଯୋଗୁଁ ପରିଜନମାନଙ୍କ ଉପରେ କମ ଧ୍ୟାନ ଦେଇ ପାରିବେ। ଉଦର ରୋଗରେ ପେଟରେ ଯନ୍ତ୍ରଣାର ଆଶଂକା ଅଛି। ଯାତ୍ରା ଯଦି ହୁଏ ତେବେ ଆଜି ଟାଳିବାକୁ ଚେଷ୍ଟା କରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ପ୍ରାପ୍ତ ହେବ।

ବୃଷ :- ଆଜିର ଦିନ ଶୁଭଫଳଦାୟୀ ଅଟେ। ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ସାରା ଦିନ ଆପଣ ଆନନ୍ଦ ଏବଂ ଉଲ୍ଲାସରେ ବିତାଇବେ। ଦିନର ସମସ୍ତ କାର୍ଯ୍ୟ ଯୋଜନାନୁସାରେ ସଂପନ୍ନ ହେବ। ଧନ ସମ୍ବନ୍ଧିତ ଲାଭର ସମ୍ଭାବନା ରହିବ। ମା’ଘରୁ ଭଲ ସମାଚାର ମିଳିବ ଏବଂ ଲାଭ ହେବ। ଆଜି ଆପଣଙ୍କ ମନୋବଳ ଉଚ୍ଚା ରହିବା ସହିତ ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ୍ଣ ରହିବେ। ପାଠପଢ଼ାରେ ବିଦ୍ୟାର୍ଥିମାନଙ୍କର ରୁଚି ରହିବ। ସରକାରୀ କ୍ଷେତ୍ରରେ ଲାଭ ହେବ ତଥା ଆର୍ଥିକ ବ୍ୟବହାରରେ ସଫଳତା ପ୍ରାପ୍ତ ହେବ। ସନ୍ତାନମାନଙ୍କ ପଛରେ ଖର୍ଚ୍ଚ ହେବ।

ମିଥୁନ :- ଆପଣ ହୃଦୟ ଏବଂ ମନରେ ଫୂର୍ତ୍ତି ଅନୁଭବ କରିବେ। ଆଜି ନୂଆ କାମ ଆରମ୍ଭ କରିବାର ଯୋଜନା ବନିବ। ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ସନ୍ତାନମାନଙ୍କର ଭବିଷ୍ୟକୁ ନେଇକରି ଚର୍ଚ୍ଚା ହୋଇପାରେ। ଜୀବନସାଥୀଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ। ବିଦ୍ୟାର୍ଥିମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ। ନୂଆ ପରିଯୋଜନାର ପ୍ରାରମ୍ଭ କରିବା ପାଇଁ ଆଜି ଦିନ ଶୁଭ ଅଟେ। ସରକାରଙ୍କର ତରଫରୁ ଲାଭ ହେବାର ମଧ୍ୟ ସମ୍ଭାବନା ଅଛି। ବ୍ୟବସାୟ କିମ୍ବା ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଉପର ଅଧିକାରୀମାନଙ୍କ ସାଥି ପ୍ରାପ୍ତ ହେବ। ବୈଚାରିକ ରୂପରେ ଆପଣଙ୍କର ଶୀଘ୍ର ପରିବର୍ତ୍ତନ ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।

କର୍କଟ :- ଆପଣଙ୍କ ପାଇଁ ଆଜିର ଦିନ ମିଶ୍ରିତ ଫଳଦାୟୀ ଅଟେ। ଆଜି ଆପଣଙ୍କ ମଧ୍ୟରେ ଆନନ୍ଦ ଏବଂ ଫୂର୍ତ୍ତିର ଅଭାବ ରହିବ। ଘରେ ଝଗଡ଼ାର ବାତାବରଣ ନ ହେଉ, ଏହାର ଧ୍ୟାନ ରଖିବେ। ସ୍ଵଜନମାନଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି। ଧନର ବ୍ୟୟ ହୋଇପାରେ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଆଜି ନକାରାତ୍ମକ ମାନସିକତା ସହିତ ବ୍ୟବହାର ନ କରିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ରହିବେ। ମନରେ ଦୁଃଖ ଏବଂ ଅସନ୍ତୋଷର ଭାବନା ରହିବ। ଆଖିରେ ପୀଡ଼ା ହେବାର ଆଶଂକା ଅଛି। ପାରିବାରିକ ବାତାବରଣ ଅନୁକୂଳ ରହିବ ନାହିଁ। ଧନର ଅଧିକ ଖର୍ଚ୍ଚ ହେବ।

ସିଂହ :- ଆପଣଙ୍କ ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଆଜି ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ। ଭାଇ-ବନ୍ଧୁମାନଙ୍କ ସହିତ ସମୟ ଆନନ୍ଦ ପୂର୍ବକ କଟିବ। ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ସାକ୍ଷାତ ହେବ। କାର୍ଯ୍ୟ ସଫଳତାରେ ମିତ୍ର ପ୍ରସନ୍ନ ହେବେ। କଳା କ୍ଷେତ୍ରରେ ଆପଣଙ୍କ ବିଶେଷ ରୁଚି ରହିବ। ଆଜି ଆତ୍ମବିଶ୍ଵାସର ମାତ୍ରା ଆପଣଙ୍କର ଅଧିକ ରହିବ। କୌଣସି କାର୍ଯ୍ୟକୁ କରିବା ପାଇଁ ନିର୍ଣ୍ଣୟ ତୁରନ୍ତ ନେବେ। ପିତା ଏବଂ ବଡ଼ମାନଙ୍କଠାରୁ ଲାଭ ହେବ। ସାମାଜିକ ରୂପରେ ମାନ-ସମ୍ମାନରେ ବୃଦ୍ଧି ହେବ। ବାଣୀ ଏବଂ ବ୍ୟବହାର ଉଗ୍ରତାପୂର୍ଣ୍ଣ ନ କରିବା ପାଇଁ ଉପଦେଶ। କ୍ରୋଧର ମାତ୍ରା ଅପେକ୍ଷାକୃତ ଅଧିକ ରହିବ। ସ୍ୟାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କନ୍ୟା :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳ ଦେବ। ନିଜର ମିଠା ବାଣୀରେ କାହାର ମଧ୍ୟ ହୃଦୟ ଆପଣ ଜୀତି ପାରିବେ। ଆପଣଙ୍କ କାର୍ଯ୍ୟ ସିଦ୍ଧ ହେବାର ବହୁତ ସମ୍ଭାବନା ଅଛି। ପରିବାରରେ ଆନନ୍ଦର ବାତାବରଣ ରହିବ। ପରିଜନମାନଙ୍କ ସହିତ ସୁଖ ପୂର୍ବକ ସମୟ ଅତିବାହିତ ହେବ। ଆଜି ଆପଣଙ୍କୁ କୌଣସି ଆଘାତ ନ ପହଁଞ୍ଚୁ ଏବଂ ଆପଣଙ୍କ କୌଣସି ଝଗଡ଼ା ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ ରୂପରେ ଶିଥିଲତା ଏବଂ ମାନସିକ ରୂପରେ ଚିନ୍ତା ରହିବ। ସ୍ଵଭାବରେ ଉଗ୍ରତା ଏବଂ କ୍ରୋଧର ମାତ୍ରା ବିଶେଷ ରହିବ। ଧନର ଆକସ୍ମିକ ବ୍ୟୟ ହୋଇପାରେ।

ତୁଳା :- ଆପଣଙ୍କ ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ। ସୃଜନାତ୍ମକ କାର୍ଯ୍ୟ ଆପଣ କରିପାରନ୍ତି। ବିଚାରର ଦୃଢତାରେ ଆପଣ କାମକୁ ଭଲ ଭାବରେ ସମ୍ପୂର୍ଣ୍ଣ କରି ପାରିବେ। ଆଜିର ଦିନ ଶୁଭଫଳଦାୟୀ ହେବ। ବିବିଧ କ୍ଷେତ୍ରରେ ହେଉଥିବା ଲାଭରେ ଆପଣଙ୍କୁ ପ୍ରସନ୍ନତା ହେବ। ଆୟରେ ମଧ୍ୟ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କର ଲାଭ ହେବ ଏବଂ ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ଆପଣଙ୍କୁ ରୋମାଞ୍ଚିତ କରିବ। ଉତ୍ତମ ଭୋଜନ ପ୍ରାପ୍ତି ହେବ।

ବିଚ୍ଛା :- କଥାବାର୍ତ୍ତାରେ କାହା ସହିତ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ କଷ୍ଟ ଏବଂ ମାନସିକ ଚିନ୍ତାରେ ଆପଣ ଚିନ୍ତିତ ହୋଇପାରନ୍ତି। ଆମୋଦ-ପ୍ରମୋଦ ପଛରେ ଖର୍ଚ୍ଚ ହେବାର ଆଶଂକା ଅଛି। ସ୍ଵଜନମାନଙ୍କ ସହିତ କଳହ ହେବାର ପ୍ରସଙ୍ଗ ନବନୁ, ଏହାର ଧ୍ୟାନ ରଖିବେ। ଆଜିର ଦିନ ଶୁଭଫଳଦାୟୀ ଅଟେ। ବ୍ୟବସାୟ ସ୍ଥଳର ବାତାବରଣ ଅନୁକୂଳ ରହିବ। ଉଚ୍ଚ ଅଧିକାରୀ ଆପଣ ଉପରେ ପ୍ରସନ୍ନ ରହିବେ। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ଆଜି ସଫଳତାପୂର୍ବକ ସଂପନ୍ନ ହେବ। ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଚାକିରିରେ ପଦୋନ୍ନତି ମଧ୍ୟ ହୋଇପାରେ।

ଧନୁ :- ଆଜିର ଦିନ ଆପଣଙ୍କ ପାଇଁ ଲାଭକାରୀ ଅଟେ। ଗୃହସ୍ଥ ଜୀବନର ସଂପୂର୍ଣ୍ଣ ଆନନ୍ଦ ଆପଣ ନେଇ ପାରିବେ। ମିତ୍ରମାନଙ୍କ ସହିତ ସୁନ୍ଦର ସ୍ଥାନକୁ ଯାତ୍ରାର ଆୟୋଜନ ହେବ। ଆୟରେ ବୃଦ୍ଧି ହେବାର ଯୋଗ ଅଛି। ଭୋଜନ ଭଲ ମିଳିପାରେ। ଆଜି ଆପଣ ଯାତ୍ରା ସ୍ଥଗିତ ରଖିବେ। ଆଜି ଆପଣଙ୍କ ଶରୀରରେ ଆଳସ୍ୟ ରହିବ। ସ୍ଵାସ୍ଥ୍ୟ କିଛି ନରମ-ଗରମ ରହିବ। ମନରେ ଚିନ୍ତା ଏବଂ ବ୍ୟାକୁଳତା ରହିବ। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହେବ। ବ୍ୟବସାୟରେ ବାଧା ଉପସ୍ଥିତ ହେବ। ଭାଗ୍ୟ ସାଥି ନ ଦେବା ପରି ପ୍ରତୀୟମାନ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ ଟାଳନ୍ତୁ।

ମକର :- ଆଜି ଆପଣଙ୍କ ଦିନ ସଂଘର୍ଷ ମୟ ରହିବ। ବ୍ୟାପାର ପାଇଁ ଯାତ୍ରା କରିବାରେ ଲାଭ ହେବ। ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ। ଚାକିରିରେ ପ୍ରମୋସନ ହେବ। ସନ୍ତାନମାନଙ୍କର ପାଠପଢ଼ା ସମ୍ବନ୍ଧରେ ଆପଣଙ୍କୁ ସନ୍ତୋଷ ଅନୁଭବ ହେବ। ଗୃହସ୍ଥ ଜୀବନ ଆନନ୍ଦ ପୂର୍ବକ ବିତିବ। ଧନ, ମାନ, ସମ୍ମାନ ମିଳିବ। ଆଜି ଅଚାନକ ଧନ ଖର୍ଚ୍ଚର ଯୋଗ ଅଛି। ଏହି ଖର୍ଚ୍ଚ ସ୍ଵାସ୍ଥ୍ୟଗତ କାରଣରୁ ମଧ୍ୟ ହୋଇପାରେ କିମ୍ବା କୌଣସି ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ହୋଇପାରେ। ଖାଇବା ପିଇବା ଉପରେ ଧ୍ୟାନ ରଖିବେ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଚାକିରି କିମ୍ବା ବ୍ୟବସାୟରେ ଅନୁକୂଳତା ରହିବ।

କୁମ୍ଭ :- ଆପଣଙ୍କ ଦିନ ମିଶ୍ରତ ଫଳଦାୟୀ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟମ ଧରଣର ରହିପାରେ, ଏହି କାରଣରୁ କାର୍ଯ୍ୟ କରିବାପାଇଁ ଉତ୍ସାହ କମ ହେବ। ଅଧିକାରୀମାନଙ୍କଠାରୁ ସମ୍ଭାଳି କରି ଚାଲିବା ହିତକର। ଆମୋଦ-ପ୍ରମୋଦ, ବୁଲିବା ପଛରେ ଧନ ବ୍ୟୟ ହୋଇପାରେ। ପ୍ରଣୟ ପାଇଁ ଆଜି ଅନୁକୂଳ ଦିନ ଅଟେ। ଆଜିର ପ୍ରତ୍ୟେକ କାର୍ଯ୍ୟ ଆପଣ ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ଵାସ ପୂର୍ବକ କରିବେ। ଯାତ୍ରା-ପର୍ଯ୍ୟଟନର ସମ୍ଭାବନା ଅଛି। ଭଲ ଭୋଜନ ଏବଂ ନୂଆ ବସ୍ତ୍ର ପରିଧାନ ପ୍ରାପ୍ତିର ପ୍ରସଂଗ ଉପସ୍ଥିତ ହେବ। ଭାଗୀଦାରୀରେ ଲାଭ ହେବ। ବାହନ ସୁଖ ମିଳିବ।

ମୀନ :- ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ଅଧିକ ପରିଶ୍ରମର କାର୍ଯ୍ୟ ବର୍ତ୍ତମାନ କରନ୍ତୁ ନାହିଁ ଲାଭ ମିଳିବାର ସମ୍ଭାବନା କମ। ଆକସ୍ମିକ ଧନଲାଭର ଯୋଗ ଅଛି। ବ୍ୟାପାରୀବର୍ଗଙ୍କୁ ପୁରୁଣା ପଡ଼ିଥିବା ବାକୀରୁ ଧନ ମିଳିପାରେ। ଅଧିକ ଖର୍ଚ୍ଚ ନ ହେଉ ଏହାର ଧ୍ୟାନ ରଖିବେ। ଆଜିର ଦିନ ଆପଣଙ୍କପାଇଁ ଶୁଭଫଳଦାୟୀ ଅଟେ। ଆଜି ଆପଣଙ୍କ ମନୋବଳ ଏବଂ ଆତ୍ମବିଶ୍ଵାସରେ ଦୃଢ଼ତା ଅନୁଭବ ହେବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

March 18, 2026
ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

March 18, 2026
କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ : ଜବତ ହେଲା ବିପୁଳ ପରିମାଣର ଅଫିମ, ଗଞ୍ଜେଇ

କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ : ଜବତ ହେଲା ବିପୁଳ ପରିମାଣର ଅଫିମ, ଗଞ୍ଜେଇ

March 18, 2026
ବିଡାନାସୀ ବରିଷ୍ଠ ନାଗରିକଙ୍କ ପାଇଁ ସୁରକ୍ଷା ସଚେତନତା ସଭା

ବିଡାନାସୀ ବରିଷ୍ଠ ନାଗରିକଙ୍କ ପାଇଁ ସୁରକ୍ଷା ସଚେତନତା ସଭା

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

March 18, 2026
ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version