ପାରଳାଖେମଣ୍ଡ ବନଖଣ୍ଡ ଅଧିକାରୀ ଏସ, ଆନନ୍ଦଙ୍କ ନିର୍ଦେଶ କ୍ରମେ ଏସିଏଫ ଅଶୋକ କୁମାର ବେହେରାଙ୍କ ନେତୃତ୍ବରେ ଚନ୍ଦ୍ରଗିରି, ଚାନ୍ଦିପୁଟ ଓ ପୁଡାମାରି ବନାଞ୍ଚଳର ସ୍ବତନ୍ତ ଟିମ୍ ଚଢାଉ କରିଥିଲେ । ହୋଟଲମାଳିକ ମାଳିକ କେଉଁଠାରୁ ଏହି ମୂଷା ଆଣିଥିଲେ ? କିଏ ତାଙ୍କୁ ଦେଇଥିଲେ ତାହାର ପୁଙ୍ଖାନୁପୁଙ୍ଖା ତଦନ୍ତ କରି ଦୋକାନ ମିଳିକ ଭରତ ବିସୋଇ ଗିରଫ କରାଯାଇଛି । ମୂଷାର ସ୍ବାସ୍ଥ୍ୟ ପରିକ୍ଷା ପରେ ତାକୁ ନନ୍ଦନକାନନରେ ଛଡା ଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

© 2023 Odisha Taza News.