ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରତୀକ ପଣ୍ଡା DDM-ନାବାର୍ଡ, ଡକ୍ଟର ପ୍ରିୟମ୍ବଦା OLM ଗଜପତି,ଆର ଏମ୍ ସି ସଭାପତି ଗଜପତି ରାଓ, ପିତାମ୍ବର ନାୟକ RAYAGADA ବ୍ଲକ୍ ଏଵଂ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼.ଅନିତା ପାତ୍ର, ଭେଙ୍କଟ ଶିବାନନ୍ଦ ଏମଡି, ଜି ଟି ଆଇ ଡି ଏସ ପ୍ରଫେସର ଜେ. ଅନୀଲ କୁମାର, ଆସୋଶିଏଟ ଡିନ୍ ପ୍ରଫେସର. ଚନ୍ଦ୍ର ଶେଖର ରାଓ,ପ୍ରଫେସର. ସୁବାରାଓ, ପ୍ରଫେସର ୱାଇ. ଭି. ପ୍ରତାପ ପ୍ରମୁଖ ଯୋଗ ଦେଇ ହାଇବ୍ରିଡ୍ ବିହନର ଉପଯୋଗ ଏଵଂ ବ୍ୟବସାୟକୁ ଯନ୍ତ୍ରିକରଣ କରିବା ଦ୍ୱାରା ଚାଷୀମାନେ ଲାଭାନ୍ଵିତ ହୋଇପାରିବେ ଏବଂ ଦେଶ ମଧ୍ୟ ଖାଦ୍ୟ ଉତ୍ପାଦନରେ ଅଭିବୃଦ୍ଧି ସାଧନ କରିପାରିବ ବୋଲି ମତବ୍ୟକ୍ତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଏସ ଲିଙ୍ଗରାଜ, ବ୍ଳକ ଚିୟାରମେନ ବୀରରାଜୁ,କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ନିର ଭୂୟାଁ, ସମିତି ସଭ୍ୟ ସଭ୍ୟା, ସରପଞ୍ଚଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.