ରାଜ୍ୟ ସରକାର ଏ.ଏମ୍ ପ୍ରସାଦଙ୍କୁ ସ୍ବତନ୍ତ୍ର ଡିଜି ଏଚ୍ଆରପିସି ପଦବିରେ ନିଯୁକ୍ତି ଦେଇଛନ୍ତି । ସେହିଭଳି ସୁଧାଂଶୁ ଷଡ଼ଙ୍ଗୀ ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଜି । ରାଧାକୃଷ୍ଣ ଶର୍ମା ହେଲେ ଏଡିଜି ହେଡକ୍ୱାର୍ଟର, ସଞ୍ଜୟ କୁମାର ହେଲେ ଏଡିଜି ଆଇନ୍ଶୃଙ୍ଖଳା ଓ କମ୍ୟୁକେସନ୍, ଅଭିତାଭ ଠାକୁର ହେଲେ ପରିବହନ କମିଶନର, ଏସ୍ ଦେବଦତ୍ତ ସିଂହ ହେଲେ ଏଡିଜି ଅପେରସନ୍,
ଦୟାଲ ଗଙ୍ଗାଧର ହେଲେ ଏଡିଜି ରେଲୱେ ଓ ତଟ ସୁରକ୍ଷା, ରାଜେଶ କୁମାର ଏଡିଜି ଆଧୁନିକୀକରଣ, ନରସିଂହ ଭୋଲ ହେଲେ ଅବକାରୀ କମିଶନର, ଆଶିଷ ସିଂହ ହେଲେ କେନ୍ଦ୍ରାଞ୍ଚଳ ଆଇଜି । ରାଜେଶ ପଣ୍ଡିତ ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି । ଅଖିଲେଶ ସିଂହ ହେଲେ ଡିଆଇଜି ଏସ୍ଆଇଡବ୍ଲୁ, ଚରଣ ସିଂହ ମିନା ହେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ମୁତୟନ ହୋଇଛନ୍ତି ।

© 2023 Odisha Taza News.