ଏହି ସଚେତନତା କାର୍ଯ୍ୟକ୍ରମରେ ଅସୁରଗଡ ଗ୍ରାମର ସର୍ବସାଧାରଣ ଯୋଗଦେଇଥିବା ବେଳେ ଭିଜିଲାନ୍ସ ଜଜ୍ ଶ୍ରୀକାନ୍ତ ମିଶ୍ର ଫ୍ୟାମିଲି ଜଜ୍ ଲଳିତ କୁମାର ଦାଶ,ଅତିରିକ୍ତ ଜିଲ୍ଲା ଜଜ୍ ଯଦୁମଣି ମିଶ୍ର, ଅବସରପ୍ରାପ୍ତ ଜଜ୍ ତଥା ଅଧ୍ୟକ୍ଷ (ପିଏଲଏ) ବିମଳ କୁମାର ଚାନ୍ଦ,ବରିଷ୍ଠ ସିଭିଲ ଜଜ୍ ଶୁଭମ୍ ଗୌତମ ମିଶ୍ର, ନର୍ଲା ଥାନା ଆଇଆଇସି ଗଙ୍ଗାଧର ମେହେର,ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ୍,ନର୍ଲା ତହସିଲଦାର ଶଙ୍କର ପ୍ରସାଦ ବାଗ୍,ନର୍ଲା ବିଡିଓ ବାସନ୍ତୀ ସେଠୀ,ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସ୍ଥାନୀୟ ପୁଲିସ ବିଭାଗ,ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ ।

© 2023 Odisha Taza News.