ସମ୍ପାଦକ ପ୍ରଫୁଲ ମହାନ୍ତି, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପି କିଷ୍ଣାମାଳ ବେବତ୍ତା, ପ୍ରାଥମିକ ଶିକ୍ଷକ ସଃଘର ସଭାପତି ସୁକୁଦେବ ବିଶୋୟୀ, ଓଷ୍ଟା ସଦସ୍ୟ ପି ମେନକା ରାଓ, ଫ୍ରିଡମ ସଭାପତି ତ୍ରିନାଥ ବିଶୋୟୀରନ, ଫ୍ରିଡମ ସମ୍ପାଦକ ନୀଳମାଧବ ନାୟକ, କରୁ ସାହୁ, କୋରାମଣୀ ସାହୁ, ବିଇଓ ଦେବଦାସ ତାମରୁଣ, ସିଆରସି ମୃତ୍ୟୁଞ୍ଜୟ ପୂଜାରୀ,
ସରପଞ୍ଚ କୁମୁଦିନି ଗମାଙ୍ଗ,ସମିତିସଭ୍ୟ ପୂଣ୍ଣଚନ୍ଦ୍ର ଗମାଙ୍ଗ ଏବଂ ସମସ୍ତ ସମ୍ମାନିତ ଭାବେ ଯୋଗ ଦେଇ ସମ୍ମାନିତ କରିବା ସହ ବିଦ୍ୟାଳୟ ପ୍ରତି ତାଙ୍କର ଅବଦାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ହାଇସ୍କୁଲର ପ୍ରତିଷ୍ଠାତା ତଥା ମୋହନା ବିଧାୟକଙ୍କ ପିତା ସ୍ବର୍ଗତ କାତ୍ତିକ ଗମାଙ୍ଗଙ୍କ ସ୍ମୃତିଚାରଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ଲୋକନାଥ ନାହାକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଯୁଧିଷ୍ଠିର ପାଇକ ମଞ୍ଚ ପରିଚାଳନା କରିଥିଲେ ।

© 2023 Odisha Taza News.