କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ମହେନ୍ଦ୍ରଗଡ ବାଇକ୍ ଶୋ ରୁମ୍ ଠାରେ ମୁନା କାର୍ଯ୍ୟୀ ନାମକ ଏକ ସ୍ଥାନୀୟ ଯୁବକ ନିଜ ବାଇକ୍ ରୁ ଭାରସାମ୍ୟ ହରାଇ ଆହତ ଅବସ୍ଥାରେ ରାସ୍ତା ରେ ପଡ଼ିରହିଥିଲେ । ସେହି ସମୟରେ ରା.ଉଦୟଗିରି ବଜରଙ୍ଗ ଦଳ ର ଭାଇ ମାନେ ସେହି ରାସ୍ତା ଦେଇ ଫେରୁଥିବା ସମୟରେ ଏହି ଘଟଣା ଦେଖି ଆହତ ବ୍ୟକ୍ତି କୁ ଏକ ଅଟୋ ଯୋଗେ ଚନ୍ଦ୍ରଗିରି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରାଇଥିଲେ ।
ରା.ଉଦୟଗିରି ବଜରଙ୍ଗ ଦଳ ର ସୁମନ ଘଡାଇ, ସନ୍ତୋଷ ଦଳାଇ, ଜ୍ଞାନରଞ୍ଜନ ମହାନ୍ତି, ମନୋଜ କୁମାର ପାତ୍ର, ଉମା ସାହୁ, କୃଷ୍ଣ ଚନ୍ଦ୍ର ମିଶ୍ର ଖଜୁରୀପଦା ଗ୍ରାମର ହେରେକୃଷ୍ଣ ପଣ୍ଡା ଗଂଜାମ ବିଭାଗର ସଂଗଠନ ମନ୍ତୀ (ସତ୍ୟ ନାରାୟଣ କାର୍ଜି ବିଶ୍ୱ ହିନ୍ଦୁ ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ.

© 2023 Odisha Taza News.