୧୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ରାୟଗଡ ବ୍ଲକ ରେ ଆଦିବାସୀ – ଗରିବ- କ୍ଷେତ – ମୁଲିଆ କରଡାସିଂ ପଞ୍ଚାୟତ ର ବିକ୍ରମପୁର ଗାଁ ରେ ପ୍ରାୟ 30 ପରିବାର ଆଜକୁ 60 ବର୍ଷ ଧରି ଭୋଗ ଦଖଲ କରି ଜ ମି ଦଖଲ କରି ଆସୁଛନ୍ତି । ଉକ୍ତ ଗରିବ ଆଦିବାସୀ ମାନକୁଂ ଭାଗ ଭାଗ କରିବା ପାଇଁ କିଛି ମୁଷ୍ଟିମେୟ ଲୋକ ମାନେ ଆଦିବାସୀ ମାନଙ୍କ ଦଖଲ ରହିଥିବା ଜମି କୁ ଅନ୍ୟ ଗାଁ ଲୋକ ମାନେ ନେଇ ଯିବା ପାଇଁ ଷଡଯନ୍ତ୍ର କରୁଛନ୍ତି ଏହାକୁ ସରକାର ଅତିଶୀଘ୍ର ସମାଧାନ କରିବା ପାଇଁ ଦାବି କରାଯାଉଛି ।
ଏବଂ ବିଭିନ୍ନ ପଞ୍ଚାୟତରେ ଜଗଂଲ ଜମି – ଘରଡିହ ପଟା ମିଳି ପାରୁନି । ଉକ୍ତ ବୈଠକରେ ଏପ୍ରିଲ 27 04 2023 ତାରିଖରେ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା(AIARLA) ତରଫରୁ ଦେଶ ବ୍ୟାପୀ ପ୍ରତି ବ୍ଲକ ଓ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି l
ଉପସ୍ଥିତ ହୋଇ ଥିଲେ ନରସିଂହ ମଣ୍ଡଳ – ରାଜ୍ୟ କମିଟି ସଭ୍ୟ , ଶ୍ରୀ ବାନ ମଣ୍ଡଳ – ସିଲବାନ ରାଇକା – ସନ୍ୟା ରଇତ – ଧାଶୁରୁ ଗମାଙ୍ଗ – ଡାଲମ ଭୂୟାଁ – ବସାନ ରଇତ – ହେମନ୍ତ ଭୂୟାଁ – ପ୍ରେମତି ରଇତା – ତେସ୍ଵରି ଗମାଙ୍ଗ ନିବେଦକ ତ୍ରିପତି ଗମାଙ୍ଗ ରାଜ୍ୟ କମିଟି ସଭ୍ୟ ସି ପି ଆଇ (ଏମଏଲ) ଲିବରେସନ ଗଜପତି ଓଡିଶା

© 2023 Odisha Taza News.