ଏହା ସହିତ ପୋଷ୍ଟର ଲଗାଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ପୋଖରୀରେ ଅଳିଆ ନ ପକାଇବା ପାଇଁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍ ଢେଙ୍କାନାଳର ପୂର୍ବତନ ସଭାପତି ହର୍ଷବର୍ଦ୍ଧନ ସିଂଦେଓ ଏବଂ ରୋଟ୍ରାକ୍ଟ କ୍ଳବ୍ ଦାୟିତ୍ଵରେ ଥିବା ଶ୍ରୀଧର ଇପିଲି ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ରୋଟ୍ରାକ୍ଟ କ୍ଳବ୍ ତରଫରୁ ଶିବ ପ୍ରସାଦ ସ୍ଵାଇଁ, ଅଭିଳାଷ ସାହୁ, ଅଭିଷେକ , ପ୍ରେମଜିତ୍, ଅମ୍ରିତା, ଅମିଶା, ଅବିନାଶ, ଚିନୁ, ଆଶୀର୍ବାଦ ଏବଂ ରଞ୍ଜନ ଯୋଗଦେଇ ସଫେଇ କାର୍ଯ୍ୟକୁ ସଫଳ କରିଥିଲେ । 

© 2023 Odisha Taza News.