୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ବକ୍ସି ବଜାର ସ୍ଥିତ ପାନ୍ଥନିବାସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା ଏଥିରେ ମୂଳ ଉଦ୍ଦେଶ୍ୟ ଶ୍ରମିକ ମାନେ କିପରି ତାଙ୍କର ବକେୟା ଦରମା ଏବଂ ଚାକିରି ପାଇବେ ମାହେଶ୍ୱରୀ ଇସ୍ପାତ କମ୍ପାନୀ ବେଆଇନ ଭାବରେ କାରଖାନା କୁ ବନ୍ଦ କରି କାର୍ଯ୍ୟରତ ଶ୍ରମିକ ମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରି ନାହାନ୍ତି ଏବଂ ମାନ୍ୟବର ଅଦାଲତ ଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ଜୈନ ଙ୍କ କର୍ମଚାରୀ ତାଙ୍କର ପ୍ରାପ୍ୟ ନ ପାଇ ଆତ୍ମହତ୍ୟା କରିଥିବା କାରଣରୁ ଆଜି ଏହି ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା
ଏଥିରେ କମ୍ପାନୀ ର କର୍ମକର୍ତ୍ତା ଏବଂ ସାନ୍ତନୁ କୁମାର ମହାପାତ୍ର ସଭାପତି ଭାବେ ବସନ୍ତ କୁମାର ସାହୁ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ ସମସ୍ତ ଙ୍କ ର ଗୋଟିଏ ଦାବି ଶ୍ରମିକ ମାନଙ୍କର ବକେୟା ପ୍ରାପ୍ୟ ଏବଂ ଚାକିରି ଦିଆଯାଉ ନ ହେଲେ ସେମାନେ ବାଧ୍ୟ ହେବେ ଆସନ୍ତା ଏପ୍ରିଲ ମାସ ଚାରି ତାରିଖରେ Cuttack joint labour commissioner ଅଫିସ୍ ଘେରାଉ କରିବା କୁ ବାଧ୍ୟ ହେବୁ ତୁରନ୍ତ ଏହାର ସମାଧାନ ପାଇଁ ଅନୁରୋଧ ସରକାର ଙ୍କୁ ସାମ୍ବାଦିକ ସମ୍ମିଳନୀ ଦ୍ବାରା କରୁଚୁ ୨୦୮ ମସିହା ରୁ Maheshwari Ispat Limited Company ପଞିକୁତ ହୋଇଛି
















