ଏହି କ୍ୟାମ୍ପ ପାଇଁ ରାଜ୍ଯ, ଜିଲ୍ଲା ରୁ PIA ମେମ୍ବର ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ତାଲିମ୍ ଓ ଚାକିରୀ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ଜିଲାପରିଷ ସଭ୍ୟା ଯମୁନା ଦଳବେହେରା, ବିସସଓ ଅରୁଣ ଉଦୟଭାନୁ ,
ଓଡିଶା ଜୀବିକା ମିଶନର ଭାରପ୍ରାପ୍ତ ଅଧିକାରୀ ରଜନୀକାନ୍ତ ପଣ୍ଡା, BTC ମାନେ ଉପସ୍ଥିତ ଥିଲେ । ଏହି କ୍ୟାମ୍ପ ରେ ବିଭିନ୍ନ ପ୍ରକାର ତାଲିମ୍ ଓ ଚାକିରୀ ପାଇଁ ୪୨ ଜଣ ଯୁବକ ଓ ଯୁବତୀ ନିଜର ନାମ ପଞ୍ଜୀକରଣ କରିଥିଲେ ।

© 2023 Odisha Taza News.