No Result
View All Result
୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ଗ୍ରାମରେ ଥିବା ସରକାରୀ ଉର୍ଚ ପ୍ରାଥମିକ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଖୋଲିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଖୋଲି ପାଇଁ ଆବେଦନ ପତ୍ର ଲେଖି ସରକାରଙ୍କ ପାଖରେ ପହଞ୍ଚେଇବା ଏବଂ କିଭଲି ଭାବେ ସରକାର ଗୁରୁତ୍ବ ଦେଇ
ନବମ ଓ ଦଶମ ଶ୍ରେଣୀ କରିବା ବାଳକ ବିଦ୍ୟାଳୟରେ ଆରମ୍ଭ କରିବାକୁ ତାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋହନା ସମତିସଭ୍ୟ ବାଳକୃଷ୍ଣ ମଲ୍ଲିକ , ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ ମଣ୍ଡଳ , ଅଭିଭାବକ,,ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀ ଓ ଗ୍ରାମର କିଛି ଭଦ୍ୟ ବ୍ୟକ୍ତିମାନେ ଉପସ୍ଥତ ରହି ବୈଠକରେ ଆଲୋଚନା ହୋଇଥିଲା ।

No Result
View All Result