ତେବେ ଏହି ଅବସରରେ ମାଲକାନଗିରି ଜ଼ିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ତଥା ପୂର୍ବତନ ବିଧାୟକ ମାଲକାନଗିରି ଶ୍ରୀଯୁକ୍ତ ମାନସ ମାଡକାମି,ୱାର୍ଡ଼ ନଂ ୧୫ କାଉନସିଲର ତଥା ରିକ୍ଲାମେସନ ରାଇସିଙ୍ଗ କ୍ଳବ କୋଷାଧ୍ୟକ୍ଷ ଶ୍ରୀ ବିକାଶ ଦାସ,ରିକ୍ଲାମେସନ ରାଇସିଙ୍ଗ କ୍ଳବ ସଭାପତି ମନୋଜ କୁମାର ସାହା,ଉପଦେଷ୍ଟା ଲଷ୍ମୀନାଥ ମହାରଣା,ଉପସଭାପତି ଶ୍ରୀ ବଳରାମ ନାଗ, ସମ୍ପାଦକ ଶ୍ରୀ କେ.ରାହୁଲ,କାର୍ଯ୍ୟକାରୀ ସଦସ୍ୟ ବାଦଲ ଦେବନାଥ, ପ୍ରକାଶ କୁମାର ସାନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ମନୋବଳ ବଢ଼ାଇଥିଲେ | 

© 2023 Odisha Taza News.