• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଚଳିତ ବର୍ଷ ପାଳିତ ହୋଇଯାଇଛି ପଞ୍ଚୁଦୋଳ : ଦେଖାଦେଇଛି ଜନ ଅସନ୍ତୋଷ

Proprietor Abhimanyu Maharana by Proprietor Abhimanyu Maharana
March 14, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଚଳିତ ବର୍ଷ ପାଳିତ ହୋଇଯାଇଛି ପଞ୍ଚୁଦୋଳ : ଦେଖାଦେଇଛି ଜନ ଅସନ୍ତୋଷ
Share on FacebookShare on TwitterWhatsapp

ଦଳୀୟ ନୁହେଁ ସାଧାରଣ ଲୋକଙ୍କ ପାଇଁ ପାଳିତ ହେଉ ଉତ୍ସବ – ରଣପୁରବାସୀ

୧୩ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଚଳିତ ବର୍ଷ ରଣପୁରରେ ଜନସାଧାରଣଙ୍କ ଦର୍ଶନ ପାଇଁ ପାଳିତ ହୋଇଯାଇଛି ପଞ୍ଚୁଦୋଳ । ଶତାଧିକ ଭକ୍ତଙ୍କ ଗହଳିରେ ବଡଦାଣ୍ଡ ଉଛୁରି ପଡ଼ୁଥିବା ବେଳେ ପରମ୍ପରା ଭାଙ୍ଗିବାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଏନ୍ଏସି ଅଧ୍ୟକ୍ଷା ତାଙ୍କ ସେନା ବାହିନୀ ଙ୍କ ପ୍ରମୁଖ ଉପସ୍ଥିତି ଓ ସାଂସଦ ପ୍ରତିନିଧିଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚୁଦୋଳ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ରାଜନୈତିକ ଦଳର ହସ୍ତକ୍ଷେପ ରେ ସାଧାରଣ ଜନତା ହଇରାଣ ହନ୍ତସନ୍ତ ହୋଇଥିବା ମଧ୍ୟ ଦେଖାଯାଇଥିଲା । ଜନ ଗହଳି ଓ ଟ୍ରାଫିକ ବ୍ୟବସ୍ଥା କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ନିୟମ ଓ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ଯାହାକୁ ନିଜେ ସାଂସଦ ପ୍ରତିନିଧି ଚେୟାରମ୍ୟାନ ଙ୍କ ଅନୁରୋଧ କ୍ରମେ ଜିଲ୍ଲା ପ୍ରେସିଡେଣ୍ଟ ଙ୍କ ଗାଡ଼ିକୁ ନିୟମଚ୍ୟୁତ କରାଇ ପଞ୍ଚୁଦୋଳ ପଡିଆ ରେ ପାର୍କିଂ କରିବାକୁ ଛାଡ଼ି ଦିଆଯାଇଥିଲା । ଏଥିରେ ଭକ୍ତ ମାନଙ୍କ ଭୀଷଣ ଗହଳି ପରିଲକ୍ଷିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ ଅନ୍ୟ ଗାଡ଼ି ମାନଙ୍କୁ ରାସ୍ତା ଛାଡୁନଥିବା ବେଳେ ବିଜେଡ଼ି ନେତା ଙ୍କ ଗାଡ଼ି କୁ ସ୍ଵାଗତ କରି ପଡିଆ ଭିତରେ ରଖିବା ପାଇଁ କିପରି ଅନୁମତି ପ୍ରଦାନ କରାଗଲା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି କରାଗଲା ନିୟମ ଭଙ୍ଗ ? ପ୍ରସ୍ତୁତି ବୈଠକ ବେଳେ ନିଜେ ଅଧକ୍ଷା ନିୟମ ଜାରି କରି ଦଳୀୟ ନେତା ଙ୍କ ପାଇଁ ନିୟମ ଭଙ୍ଗ କଲେ ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ନିୟମ ଟା କଣ କେବଳ ଜନସାଧାରଣ ଙ୍କ ପାଇଁ ଥିଲା କି ?

ରଣପୁର ଭଳି ଗଡଜାତ ଅଞ୍ଚଳର ଚଳନ୍ତି ପ୍ରତିମା ମହାରାଜା ସର୍ବେସର୍ବା ହୋଇକି ପଞ୍ଚୁଦୋଳରେ ଉପସ୍ଥିତ ନଥିବା ବେଳେ ଅପରପକ୍ଷରେ ଦେଖା ଦେଇଥିଲା ବିଜେଡି ନେତା ଙ୍କ ଭିଡ .. ସାଧାରଣରେ ବିଧାୟକ ଙ୍କୁ ଛାଡି ଜିଲ୍ଲା ପ୍ରେସିଡେଣ୍ଟ ଙ୍କ ପାଖରେ କର୍ମୀ ଓ ନେତାଙ୍କର ଗହଳି ଦେଖିବାକୁ ମିଳିଥିଲା । ତେବେ ଅନ୍ୟ ଅଞ୍ଚଳ ରୁ ଆସିଥିବା ଲୋକଙ୍କ ଠାରେ ଅସଂତୃଷ୍ଟ ଦେଖା ଦେଇଥିଲା ବେଳେ ଦୋଳ ପ୍ରତ୍ୟାଗମନ ସମୟରେ ବ୍ୟତିକ୍ରମ ଭିତ୍ତିକ ପରମ୍ପରା ଭଙ୍ଗ ପଞ୍ଚୁଦୋଳ ବ୍ୟବସ୍ଥାକୁ ନେଇ ଯୁବ ନାଗରିକ ଓ ଜନସାଧାରଣ ଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ରାତି ରେ ହୋଇଥିବା ମେଳଣ ଓ ପଞ୍ଚୁଦୋଳ ବ୍ୟବସ୍ଥା ରେ ଖଇଚା ହୋଇଥିବାରୁ ସାଂସଦ ପ୍ରତିନିଧି ଙ୍କ ସହ ସାଧାରଣ ଲୋକଙ୍କ ର ବଚସା ହୋଇଥିଲା ଯାହାକି ପୋଲିସର ହସ୍ତକ୍ଷେପ ପରେ ସମାଧାନ ହୋଇଥିବା ଜଣା ଯାଇଛି । ତେବେ ଆଗକୁ ଏଭଳି ଜନସ୍ଵାର୍ଥ ନିହିତ କାର୍ଯ୍ୟକ୍ରମ ରେ ରାଜନୈତିକ ଦଳର ଭାରି ପ୍ରଭାବ ନ ପକାଇବା ପାଇଁ ସାଧାରଣ ରେ ଚର୍ଚ୍ଚା ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

June 30, 2026
ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version