• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତାମିଲ୍ ଗୁଡା ଗ୍ରାମରେ ଆଦିବାସୀ ମାନେ ଆଜକୁ ୫୦ ବର୍ଷ ଧରି ଆନ୍ଦୋଳନ କରି ଆସୁଥିବା : ଜମି, ଜଳ,ଜଙ୍ଗଲଅଧିକାର ପଟ୍ଟା ନ ପାଇବା ଯୋଗୁଁ ଆସନ୍ତା

Proprietor Abhimanyu Maharana by Proprietor Abhimanyu Maharana
March 11, 2023
in ଓଡ଼ିଶା, ରାୟଗଡା, ହୋମ୍
0
ତାମିଲ୍ ଗୁଡା ଗ୍ରାମରେ ଆଦିବାସୀ ମାନେ ଆଜକୁ ୫୦ ବର୍ଷ ଧରି ଆନ୍ଦୋଳନ କରି ଆସୁଥିବା : ଜମି, ଜଳ,ଜଙ୍ଗଲଅଧିକାର ପଟ୍ଟା ନ ପାଇବା ଯୋଗୁଁ ଆସନ୍ତା
Share on FacebookShare on TwitterWhatsapp

୨୩/୦୩/୨୦୨୩ ତାରିଖରେ ତହସିଲ୍ କାର୍ଯ୍ୟାଳୟ ଏବଂ ଗୋଷ୍ଟି ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ବସିବା ନେଇ ନିଷ୍ପତ୍ତି ବ୍ଲକ୍ ସ୍ତରୀୟ ଏକ ବୈଠକ ।

୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ରାମନାଗୁଡା ବ୍ଲକ୍ ଅନ୍ତର୍ଗତଃ ଗୁଲଣ୍ଟି ଗ୍ରାମପଞ୍ଚାୟତ ତାମିଲ୍ ଗୁଡା ଗ୍ରାମରେ ବ୍ଲକ୍ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାମନାଗୁଡା ବ୍ଲକର ଅନେକ ଅଞ୍ଚଳ ପୂର୍ବ ପୁରୁଷମାନେ ଆଦିମ ଆଦିବାସୀ ମାନେ ଡଙ୍ଗର,ପାହାଡ ଖୋଳି ଖୋଳି ସମତଳ କରି ଚାଷ ବାସ କରି ଆସୁଥିବା ଉକ୍ତ ଚାଷ ଜମି, ଜଙ୍ଗଲ ପାହାଡ ଜମିର ପଟ୍ଟା ବର୍ଷ ବର୍ଷ ଧରି ଆନ୍ଧୋଳନ କରି ଆସୁଛନ୍ତି ହେଲେ ଜମିର ପଟ୍ଟା ପାଇ ପାରୁ ନ ଥିବା ଜଣାପଡିଛି । ଉକ୍ତ ସମସ୍ୟାର ସମାଦାନ ପାଇଁ ସରକାର ଏବଂ ତହସିଲଦାର୍ କିଛି ଆକ୍ଷେପ ପଦକ୍ଷେପ ଗ୍ରହଣକରୁ ନାହାଁନ୍ତି ।ଏହି ସତ୍ୟ ପ୍ରକାଶ ଥାଉ କି ରାମନାଗୁଡା ବ୍ଲକ ର ଆଦିବାସୀ ମାନଙ୍କର ପରିଶ୍ରମ ଜମିଗୁଡିକ ଆନ୍ଦ୍ର ପ୍ରଦେଶର ଜମି ମାଲିକମାନେ ବେଆଇନ୍ ଭାବେ ଅଣ-ଆଦିବାସୀ ମାନେ ସରକାଙ୍କ କୋଳକୁ ହାତ କରି ଜମି ନେଇ ଯାଉଛନ୍ତି । ବର୍ତ୍ତମାନ୍ ସୁଦ୍ଧା ଅନେକ ଜମି ଆଦିବାସୀ ମାନଙ୍କ ଦଖଲରେ ରହିଅଛି । ଗୁଲଣ୍ଟି ଗ୍ରାମପଞ୍ଚାୟତର ତାମିଲ ଗୁଡା ଗ୍ରାମର ଆଦିବାସୀମାନେ ଆଜକୁ ୫୦ ବର୍ଷ ଧରି ଦଖଲ କରି ଆସୁଥିବା ଜମିକୁ ଆଦିବାସୀମାନଙ୍କ ପାଖରେ କୌଣସି ପଟ୍ଟା ନାହିଁ । ତେଣୁ ଜଙ୍ଗଲଜମି,ଚାଷ ଜମିର ପଟ୍ଟା ଅତି ଶୀଘ୍ର ଯୋଗାଇ ଦିଆଯାଉ । ଗୋଗୁ ପାଡୁ ଗ୍ରାମପଞ୍ଚାୟତର ଲାଉଗୁଡା ଗ୍ରାମରେ ରହିଥିବା ଏରିଆ ଭିତରେ ଆନ୍ଧ୍ର ପ୍ରଦେଶ କିଛି ଲୋକ ଓଡିଶା ଜମି ମଧ୍ୟ ହଳପ କରିଥିବା ଦେଖା ଦେଇଥିବା ବେଳେ ଲାଉଗୁଡା ଗ୍ରାମର ଆଦିବାସୀମାନଙ୍କ ମଧ୍ୟରେ ପଟ୍ଟା ଜମି ବଣ୍ଟନ କରି ଦିଆଯାଉ । କାକିଟି ଗ୍ରାମରେ ଆନ୍ଧ୍ର ପ୍ରଦେଶର ଜମିଦାରମାନେ ଆଦିବାସୀମାନଙ୍କ ଭୋଗ ଦଖଲ କରିଥିବା ଜମିକୁ ବେଆଇନ୍ ଭାବେ ରେଜିଷ୍ଟ୍ରେସନ୍ କରି ହଳପ କରି ଥିବା ଜମିକୁ କ୍ରାଇମବ୍ରାଞ୍ଚ ତଦାରକ କରି ତୁରନ୍ତ ଆଦିବାସୀମାନଙ୍କ ମଧ୍ୟରେ ଉକ୍ତ ଜମିକୁ ଦିଆଯାଉ ।ରାମନାଗୁଡା ବ୍ଲକ ର ତହସିଲଦାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ରହିଥିବା ଜଙ୍ଗଲଜମି, ଚାଷ ଜମି,ଘର ଡିହ ପଟ୍ଟା ଶୀଘ୍ର ପ୍ରଦାନ କରାଯାଉ । ଏବଂ ରାମନାଗୁଡା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ରହିଥିବା ଜବ୍ କାର୍ଡ ଧାରୀମାନଙ୍କୁ ଜବ୍ କାର୍ଡ ଏବଂ ମନ ରେଗା (ଏମ୍ ଜି ଏନ୍ ଆର୍ ଇ ଜି ଏ) କାମ ୨୦୦ ଦିନର କାମ ଦୈନିକ ମୂଲ୍ୟ= ୬୦୦/- ଟଙ୍କା ମଜୁରୀ ଦିଆଯାଉ । ତଥ୍ ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସୂଚାଇ ରୂପେ କହୁ କି ଯେତେକ ଜବ୍ କାର୍ଡ ଧାରୀମାନଙ୍କ ପାସ୍ ବୁକ୍ ଖାତାକୁ ନ ଦେଇ ଠିକାଦାରମାନେ ଏହାକୁ ପୋଷ୍ଟାଲ୍ ଓ ଅନ୍ୟ କେତେକ ବ୍ୟାଙ୍କ ଗୁପ୍ତ ଖାତା ରଖି ଟଙ୍କା ହଳପ କରି ଠକୁଛନ୍ତି । ଏହା ତଦନ୍ତ କରି ତୁରନ୍ତ ଦୋଷୀମାନଙ୍କ ବିରୋଧରେ ଦୃଢ ନିଷ୍ଷତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ଗୋଗୁପାଡୁ ଗ୍ରାମପଞ୍ଚାୟତର କେରାଣ୍ଡିଗୁଡା ଗ୍ରାମରେ ଯେଉଁ ବ୍ରିଜ୍ ନିମନ୍ତେ ଅନେକ ଅଫିସିଆଲ୍ କାର୍ଯ୍ୟାଳୟରେ ଦରଖାସ୍ତ ଦାକଲ କରିବା ସତ୍ତ୍ବେ କାର୍ଯ୍ୟକାରୀ ହୋଇପାରୁ କାହିଁକି ? ପ୍ରଶାସନ ଏହାର ଅତି ଶୀଘ୍ର ତଦାରକ କରି ସୁ-କାର୍ଯ୍ୟରେ କାର୍ଯ୍ୟକାରୀ କରିବା ନେଇ ଗ୍ରାମବାସୀ ଗୁହାରୀ କରିଥିବା ଜଣାପଡିଛି । ଆଜିର ଉକ୍ତ ବୈଠକ ନେଇ ଆସନ୍ତା ଚଳିତ ମାସ ମାର୍ଚ୍ଚ ୨୩ ତାରିଖ ୨୦୨୩ ଠାରୁ ରାମନାଗୁଡା ବ୍ଲକ୍ ଏବଂ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ବସିବା ନେଇ ନିଷ୍ପତ୍ତି ଚିର ଧାର୍ଯ୍ୟ କରିଛନ୍ତି ଗ୍ରାମବାସୀ । ଉକ୍ତ ବୈଠକରେ ଦାସୁରୁ ପାତିକା,ଶାନ୍ତି ମାଣ୍ଡାଙ୍ଗି,ହରିସ୍ ଚନ୍ଦ୍ର ନିମାଲା,ଗୁୟୁଡୁ ଶବର,ସନ୍ୟା ଶବର,ଏଲିୟ ବିଡିକା,ରମେଶ ବିଡିକା,ମଜେସ୍ ବିଡିକା,ଗୋବିନ୍ଧ ପାତିକା,ସି ପି ଆଇ (ଏମ୍ ଏଲ୍) ଲିବରେସନ୍ ର ସମ୍ପାଦକ ଶ୍ରୀ-ତ୍ରୀପତି ଗମାଙ୍ଗ ଉପସ୍ଥିତ ରହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ “ଜନନୀ ଡାଏଲଗ୍‌ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ “ଓଏସିସ ଏକାଡେମୀ’ ଘୋଷଣା

ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ “ଜନନୀ ଡାଏଲଗ୍‌ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ “ଓଏସିସ ଏକାଡେମୀ’ ଘୋଷଣା

July 26, 2026
Navi Mumbai’s Kharghar Temple Hosts Bahuda Yatra

ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ

July 25, 2026
Navi Mumbai’s Kharghar Temple Hosts Bahuda Yatra

Navi Mumbai’s Kharghar Temple Hosts Bahuda Yatra

July 25, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ

Raipur’s Jagannath Temple Hosts Bahuda Yatra

July 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ “ଜନନୀ ଡାଏଲଗ୍‌ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ “ଓଏସିସ ଏକାଡେମୀ’ ଘୋଷଣା

ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ “ଜନନୀ ଡାଏଲଗ୍‌ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ “ଓଏସିସ ଏକାଡେମୀ’ ଘୋଷଣା

July 26, 2026
Navi Mumbai’s Kharghar Temple Hosts Bahuda Yatra

ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ

July 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version