ଏହି ଅବସରରେ ଆଜି ବିଶ୍ୱ ଶାନ୍ତି, ବିକାଶ ଏବଂ ସୁରକ୍ଷା ବିଶୟ ନେଇ ବିଭିନ୍ନ ବିଷୟ ଉତ୍ଥାନ କଲେ ଏହି ଅବସରରେ ଅନ୍ତର୍ଜାତୀୟ ସଂସଦୀୟ ସଙ୍ଘ Inter Parliamentary Union (IPU) ରେ ଭାରତ ତରଫରୁ ଯୋଗ ଦେଇ ଭାରତର ପ୍ରତିନିଧିତ୍ୱ କରିବା ସହ ପରିଚାଳନା କାର୍ଯ୍ୟାବlହୀ ସଦସ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି l
ଉଲ୍ଲେଖ ଯୋଗ୍ୟ ଯେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଗତ ଅକ୍ଟୋବର 12 ତାରିଖରେ ଭାରତର ପାର୍ଥୀ ଭାବେ ନିର୍ବାଚନରେ ବିଜୟୀ ହୋଇଥିଲେ l ସମସ୍ତ ବିଷୟ ପାଇଁ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ Narendra Modi ଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଜ୍ଞାପନ କରିଛନ୍ତି l
© 2023 Odisha Taza News.