• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି ଡିଏନ୍ ହୋମସ୍‌ର ବହୁଚର୍ଚ୍ଚିତ ପ୍ରକଳ୍ପ “ଫେରିଟେଲ”

Proprietor Abhimanyu Maharana by Proprietor Abhimanyu Maharana
March 3, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି ଡିଏନ୍ ହୋମସ୍‌ର ବହୁଚର୍ଚ୍ଚିତ ପ୍ରକଳ୍ପ “ଫେରିଟେଲ”
Share on FacebookShare on TwitterWhatsapp

୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶାର ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ଡିଏନ୍ ହୋମସ୍ ଏହାର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ “ଡିଏନ ଫେରିଟେଲ” ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ଯାଉଛି । କୋଭିଡ ମହାମାରୀ ଆରମ୍ଭ ପୂର୍ବରୁ ୨୦୧୯ ମସିହାରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ଫନୀ ମହାବାତ୍ୟା ଓ କୋଭିଡ ମହାମାରୀ ଭଳି ଭୟଙ୍କର ଦୁର୍ବିପାକ ସତ୍ୱେ ଏହି ପ୍ରକଳ୍ପର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆମେ ସମ୍ପୂର୍ଣ୍ଣ କରିବାକୁ ଯାଉଛୁ ବୋଲି ଡିଏନ୍ ହୋମସ୍ ର କାର୍ଯ୍ୟନିର୍ବାହୀ ଭାଇସ ପ୍ରେସିଡେଂଟ ଶ୍ରୀ ଶ୍ୟାମସୁନ୍ଦର ପାଢ଼ୀ ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମେଳନୀରେ ପ୍ରକାଶ କରିଛନ୍ତି । ଡିଏନ୍ ହୋମସ୍ ସବୁବେଳେ ଏହାର ଗ୍ରାହକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇଥାଏ ଏବଂ ସେମାନଙ୍କର ବିଶ୍ୱାସ ଓ ଭରସାକୁ ପୁଞ୍ଜିକରି ଆଗକୁ ବଢ଼ିଥାଏ ବୋଲି ସେ ପ୍ରକାଶ କରିଛନ୍ତି ।“ଡିଏନ ଫେରିଟେଲ” ନାମଟି ଯେତିକି ଚିତାକର୍ଷକ, ଏହି ପ୍ରକଳ୍ପଟି ମଧ୍ୟ ସେତିକି ଉତମମାନର ହୋଇଛି । ଉଭୟ ଶିଶୁ ଓ ବୟସ୍କମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରାଯାଇଛି । ଏହାର ଗ୍ରାହକମାନଙ୍କ ପାଇଁ ଜଗିଂ ଟ୍ରାକ୍‌, ଶୀତତାପ ନିୟନ୍ତ୍ରିତ ଜିମ୍‌, ସୁଇମିଂପୁଲ୍‌, କିଡ୍‌ସ ପୁଲ, ଫିସ ପଣ୍ଡ, ସପିଂ ସେଂଟର, ଟେନିସ କୋର୍ଟ, କ୍ରିକେଟ ନେଟ ପ୍ରାକ୍ଟିସ, ଆମ୍ପି ଥିଏଟର,ରେଷ୍ଟୁରାଂଟ, କାଫେଟେରିଆ, ତିନି ଥାକିଆ ସିକ୍ୟୋରୀଟି ବ୍ୟବସ୍ଥା ସହ ଅନ୍ୟାନ୍ୟ ବହୁ ସୁବିଧା ସୁଯୋଗ ଏହି ପ୍ରକଳ୍ପରେ ରହିଛି । ସେହିପରି ପିଲାମାନଙ୍କ ପାଇଁ ନିର୍ଦ୍ଧାରିତ ଖେଳିବା ସ୍ଥାନ, କ୍ରେଚ ଏବଂ ପ୍ରି-ସ୍କୁଲର ସୁବିଧା ସହିତ ବୟସ୍କ ନାଗରିକଙ୍କ ପାଇଁ ଅବସର ବିନୋଦନ ନିମନ୍ତେ ବ୍ୟବସ୍ଥା କରାଯାଇଛି ।ବାସଗୃହ ପ୍ରକଳ୍ପ ନିର୍ମାଣ ନିମନ୍ତେ ଡିଏନ୍ ହୋମସ୍ ସବୁବେଳେ ଭୁବନେଶ୍ୱରର ଗ୍ରୋଥ କରିଡରକୁ ଅଗ୍ରାଧିକାର ଦେଇଛି । ନୂଆ ଭୁବନେଶ୍ୱର ତଥା ଇନଫୋଭାଲିରେ ବିଭିନ୍ନ କର୍ପୋରେଟମାନଙ୍କରେ କାର୍ଯ୍ୟ କରୁଥିବା ଓ କରିବାକୁ ଯାଉଥିବା ଲୋକଙ୍କର ବାସଗୃହର ଆବଶ୍ୟକତାକୁ ନଜରରେ ରଖି ଏହି ପ୍ରକଳ୍ପର ଯୋଜନା କରାଯାଇଥିଲା । ଡିଏନ୍ ଫେରିଟେଲ ପ୍ରକଳ୍ପର ପ୍ରମୂଖ ବିଶେଷତ୍ୱ ହେଲା ଏହି ପ୍ରକଳ୍ପ ଭୁବନେଶ୍ୱରର ଆଇଟି ହବ୍ ଏବଂ ୩୭୦ ଏକର ପରିମତ ଅଂଚଳରେ ନିର୍ମିତ ହେବାକୁ ଥିବା ଇନଫୋଭାଲି ନିକଟରେ ରହିଛି । ଇନଫୋଭାଲିରେ ନିର୍ମାଣ ହୋଇଥିବା ଏବଂ ହେବାକୁ ଥିବା ବଡ଼ ବଡ଼ କର୍ପୋରେଟ ଅଫିସ, କ୍ୟାନ୍ସର ହସ୍ପିଟାଲ, ମଲଟି ସ୍ପେଶାଲିଷ୍ଟ ହସ୍ପିଟାଲ,ସ୍ପୋର୍ଟସ ସେଂଟର ସହିତ ଆଇଟି ହବ୍‌ରେ କାର୍ଯ୍ୟ କରୁଥିବା ଏବଂ କରିବାକୁ ଯାଉଥିବା କର୍ମଚାରୀମାନଙ୍କ ପାଇଁ “ଡିଏନ୍ ଫେରିଟେଲ୍‌”ବାସଗୃହ ଯୋଗାଇବାରେ ସହାୟକ ହେବ । ଏବଂ ଇନଫୋଭାଲିର ସଫଳତା ନିମନ୍ତେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଇଶ୍ୱରଙ୍କ ଆଶୀର୍ବାଦରୁ ତଥା ଆମର ପ୍ରିୟ ଗ୍ରାହକମାନଙ୍କ ସହଯୋଗରୁ ୭୦୮ ଫ୍ଲାଟ ବିଶିଷ୍ଟ ଏହି ପ୍ରକଳ୍ପର କାମ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି କମ୍ପାନୀର ଭାଇସ୍ ପ୍ରେସିଡେଂଟ ସେଲସ୍ ଶ୍ରୀ ନିଖିଲ ବାଜପେୟୀ କହିଛନ୍ତି । ଏହି ପ୍ରକଳ୍ପ ଯୋଗୁଁ ସମଗ୍ର ମଦନପୁର ଓ ଦୁର୍ଗାପୁର ଅଂଚଳର ସାମାଜିକ ଭିତିଭୂମିର ବିକାଶ ମଧ୍ୟ ଘଟିବା ସହ ସ୍ଥାନୀୟ ବାସିନ୍ଦାମାନଙ୍କର ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ଘଟିବ । ମାତ୍ର ତିନି ବର୍ଷ ବ୍ୟବଧାନରେ ଏହି ପ୍ରକଳ୍ପର ଦାମ ଆଶାତୀତ ଭାବେ ବୃଦ୍ଧି ଘଟିଥିବାରୁ ଏଥିରେ ପୁଞ୍ଜି ନିବେଶ କରିଥିବା ଗ୍ରାହକ ଏବଂ ନିବେଶକାରୀମାନେ ବେଶ ଲାଭବାନ ହୋଇଛନ୍ତି । ଡିଏନ୍ ହୋମସ୍ ସବୁ ସମୟରେ ନିଜ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ଉତମ ମାନର ଘର, ଠିକଣା ସମୟରେ ପ୍ରଦାନ କରି ଆସୁଥିବାରୁ ଗ୍ରାହକମାନଙ୍କର ବିଶ୍ୱାସ ଓ ଭରସାର ପାତ୍ର ହୋଇପାରିଛି ବୋଲି ଶ୍ରୀ ବାଜପେୟୀ ମନ୍ତବ୍ୟ ରଖିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version