କୋଭିଡ୍-୧୯ ରୋଗୀ ୪,୩୩୮ ଜଣ ପଜିଟିଭ୍ ଚିହ୍ନଟ : ୩,୦୪୭ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ – ୧୧ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି – ଓଡ଼ିଶାରେ
ଓଡିଶା ତାଜା ନ୍ୟୁଜ୍ (୧୭ ଜୁନ୍ ବୁଧବାର) ଭୁବନେଶ୍ୱର :- ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨, ୦୮,୪୭୨ ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି ।...
Read moreDetails







