ନୟାଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୭ ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୪୬୬ ଜଣ ସୁସ୍ଥ ହୋଇଥିବାବେଳେ ୨୪୬ ଜଣ ଏବେ ସକ୍ରିୟ ଅଛନ୍ତି, ୩ ଜଣଙ୍କର ଜୀବନ କରୋନା ନେଇଛି ।
ଓଡିଶା ତାଜା ନ୍ୟୁଜ୍ ( ୦୪ ଅଗଷ୍ଟ ମଙ୍ଗଳବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ମାଡି ଆସିଲାଣି । ଆଜି...
Read moreDetails





