ପୂର୍ବକୋଟ ତେଲଙ୍ଗା ବସ୍ତିରେ ପୁଲିସର ଚଢାଉ ; ଛତ୍ରଙ୍ଗଦେଲେ ବସ୍ତିର ଯୁବଗୋଷ୍ଠୀ ଜବତ ହୋଇଛି ବିପୁଳ ପରିମାଣର ସୁନା-ରୂପା ସହ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ୫ଅଟକ, ପୁରୁଷ ଶୂନ୍ୟ ବସ୍ତି, ଆତଙ୍କିତ ଅଧିବାସୀ
ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) କୋରାଇ :- କୋରାଇ ଥାନା ଅନ୍ତର୍ଗତ ପୂର୍ବକୋଟ ସ୍ଥିତ ତେଲଙ୍ଗା ବସ୍ତିରେ ଗତକାଲି ଯାଜପୁର ଜିଲା ପୁଲିସର...
Read moreDetails






