ଟ୍ରାଫିକ ନିୟମକୁ ଫୁ କରି ପାରଳାଖେମୁଣ୍ଡି ଆଦର୍ଶ ଥାନା ସମ୍ମୁଖରେ ରାସ୍ତା ମଝିରେ ଏକ ବୋଲେରୋ ଗାଡ଼ି ଟି ଠିଆ ହୋଇଛି l
ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ସମ୍ମୁଖ ମୂଖ୍ୟ ସଡକର ମଧ୍ୟ ସ୍ଥାନରେ, ଗୋଟାଏ ବୋଲେରୋ...
Read moreDetails







