ହିଞ୍ଜିଳିକାଟୁ ପୌରାଂଚଳର ୫ଟି ୱାର୍ଡ଼ରେ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ; ସ୍ୱଚ୍ଛତାରେ ହିଞ୍ଜିଳିକାଟୁ ପୌରାଂଚଳକୁ ଦେଶର ୧ନଂ ଭାବେ ଗଢି ତୋଳିବାକୁ ଆହ୍ୱାନ
ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ହିଞ୍ଜିଳିକାଟୁ :- ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସ୍ୱଚ୍ଛ ଓଡ଼ିଶା- ସୁସ୍ଥ ଓଡ଼ିଶା...
Read moreDetails







