୩ ଦିନ ମଧ୍ୟରେ ନୂତନ ନଳକୂପ ଖନନ

୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପଡ଼ିଆ :- ୩ ଦିନ ମଧ୍ୟରେ ନୂତନ ନଳକୂପ ଖନନ ହୋଇଛି । ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ପଡ଼ିଆ ପଞ୍ଚାୟତ ୮ ନମ୍ବର ୱ।ର୍ଡବାସୀନ୍ଦା ବହୁ ଦିନରୁ ପାନୀୟ ଜଳ ସମସ୍ୟା ଥିଲା । ସେହି ସମସ୍ୟା ସଂକ୍ରାନ୍ତରେ ୮ ନମ୍ବର ୱ।ର୍ଡବାସୀନ୍ଦା ପଡ଼ିଆ

ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକଙ୍କୁ ଅବଗତ କରାଇଥିଲେ । ୩ ଦିନ ମଧ୍ୟରେ ନୂତନ ନଳକୂପ ଖନନ କରାଯାଇଛି । ସେ ନେଇ ୮ ନମ୍ବର ୱ।ର୍ଡବାସୀନ୍ଦା ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।