ସ୍ୱାଧୀନତା ସଂଗ୍ରାମୀ ଅନିଲ ଜେନା ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ : ଅଲିଭା ସ୍ଵାକ୍ଷର ପୁସ୍ତକ ଉନୋଚନ

୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆଙ୍କର :- କେନ୍ଦ୍ରାପଡ଼ା ଜିଲ୍ଲା ର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଜିଲ୍ଲା ଉପସଭାପତି ଅନିଳ ଚନ୍ଦ୍ର ଜେନାଙ୍କ ୧ମ ବାର୍ଷିକ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହେବା ସହିତ “ଅଲିଭା ସ୍ବାକ୍ଷର” ଏକ ପୁସ୍ତକ ମାନ୍ୟବର ବିଧାୟକ ଶଶୀ ଭୂଷଣ ବେହେରା ଓ ବିଶିଷ୍ଟ ଅତିଥି ମାନେ ହେଲେବରିଷ୍ଠ ଆଇନୀ ଜୀବି ପ୍ରଦୀପ କୁମାର ଦାସ, ସଞ୍ଜୟ କୁମାର ଜେନା, ସମ୍ବିତ ଶ୍ରୀଚନ୍ଦନ ମାନେ ରହିବା ସହିତ ଅନେକ ବୁଦ୍ଧିଜୀବୀ ଙ୍କ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚିତ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ ଅଂଶ ଗ୍ରହଣ କରିଥିଲେ ।