ଗଜପତି ଜିଲ୍ଲା ସ୍ତରୀୟ ୪ର୍ଥ ଦିବସ ଆନ୍ତଃବିଦୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସ୍ତରୀୟ ୪ର୍ଥ ଦିବସରେ ଆନ୍ତଃବିଦୟାଳୟ ୧୭ ବର୍ରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯୟ ରେ କାଶୀନଗର ବନାମ ଗୋଶାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା କାଶୀନଗର ବାଳକ ଟିମ ୪/୧ ଗୋଲ କରି ବିଜେତା ହୋଇଥିଲା । ଦ୍ୱତୀୟ ପର୍ଯ୍ୟାୟ ରେ ପାରଳାଖେମୁଣ୍ଡି ପୌର ପାଳିକା ଟିମ ଓ ରାୟଗଡା ଗଜପତି ଟିମ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ପାରଳାଖେମୁଣ୍ଡି ପୌର ପାଳିକା ଟିମ ୩/୨ରେ ବିଜୟୀ ହୋଇଛନ୍ତି

ଆଜିର ଦିବସରେ ଅଥିତି ଭାବେ ପି. ଏ. ଆ. ଟି ଡ଼ି ଏ ଫାଲଗୁ ନି ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ସେଞ୍ଚୁରିଆନ ପବ୍ଲିକ ସ୍କୁଲ ର ଅଧକ୍ଷା ସୁନିତା ପାଣିଗ୍ରାହୀ, ମହାରାଜ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରଶାନ୍ତ କୁମାର ପ୍ରଧାନ, ତବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ, ମହେନ୍ଦ୍ର ଗିରି ମୁନିସିପାଲ ଉଚ୍ଚ ବିଧ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଡ଼. ପତିତ ପାବନ ବାରିକ ଉପସ୍ଥିତ ଥିବାବେଳେ ଆଇ. ପି ସୁରେନ୍ଦ୍ର ପାତ୍ର, ଅମୁଲ୍ୟ ପାଣିଗ୍ରାହୀ , ପ୍ରମୋଦ ଚନ୍ଦ୍ର ପାଢ଼ୀ, ଏ ସ. ତିରୁପତି , ଏସ. ଏଲ. ରାଓ ପ୍ରମୁଖ ପରିଚାଳନା କରିଥିଲେ