ବିଜୁ ଜନତା ଦଳ ପକ୍ଷରୁ  ଜନ ସମ୍ପର୍କ ପଦଯାତ୍ରା

ଓଡ଼ିଶା ତାଜା ନ୍ୟୁଜ (୦୨ ଅକ୍ଟୋବର ରବିବାର ) ମାଲକାନଗିରି :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଓ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ମୋହଦୟ ଙ୍କ ଆହ୍ୱାନ କ୍ରମେ। ଆଜି ମାଲକାନଗିରି ବିଜୁ ଜନତା ଦଳ ପକ୍ଷରୁ ଜନସପର୍କ ପଦଯାତ୍ରା ପ୍ରଥମ ଦିନର କାର୍ଯ୍ୟକ୍ରମ। ମାଲକାନଗିରି ସହର ସ୍ଥିତ ନଗର ଭବନ ଠାରେ ଶୁଭ ଆରମ୍ଭ ହୋଇଯାଇଛି । ସର୍ବପ୍ରଥମେ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ସହ ଧୂପଦୀପ ଦେଇ।ଏହା ପରେ ଜାତିର ଜନକ ମୋହାତ୍ମା ଗାନ୍ଧୀ ଓ ଓଡ଼ିଶାର ବରପୁତ୍ର, କଳିଙ୍ଗର ମୁକୁଟ ବିହୀନ ସମ୍ରାଟ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ । ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ। ସଭାର ଶୁଭାରମ୍ଭ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା, ତଥା ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବାକା, ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ, ଶ୍ରୀମତୀ ସମାରୀ ତାଙ୍ଗୁଲ, ଜିଲ୍ଲା ବରିଷ୍ଟ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ପୌରପରିଷଦ ଅଧ୍ୟକ୍ଷ ମୋନାଜ କୁମାର ବାରିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ତଥା ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବା, ଜିଲ୍ଲା ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ଲଷ୍ମୀପ୍ରିୟା ନାୟକ, ଜିଲ୍ଲା ପରିଷଦ ଉପ ଅଧ୍ୟକ୍ଷ ପତିତ ପବନ ବୈଦ୍ୟ, ରାଜ୍ୟ ଯୁବ ଜନତା ଦଳ ସମ୍ପାଦକ ରବି ରାଜେଶ, ପଡ଼ିଆ ବ୍ଳକ ଅଧ୍ୟକ୍ଷ୍ୟ, ଶ୍ରୀମତୀ ଯମୁନା ମୂଷାକି, ପୌରପରିଷଦ ଉପ ଅଧ୍ୟକ୍ଷ୍ୟ ଶ୍ରୀମତୀ କବିତା ମୋହନ୍ତ, ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ଶ୍ରୀମତୀ ସସ୍ମିତା ମାଝୀ, ଶ୍ରୀମତୀ କୁନି ଭୁମିଆ, ହୀରଣ୍ୟ ମୁଦୁଲି, ବଳୀ ମାଝୀ, ବରିଷ୍ଟ ନେତା ପ୍ରଫୁଲ୍ଲ ପଣ୍ଡା, ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିବା ବେଳେ ମଞ୍ଚପରିଚଳନା, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା କରିଥିଲେ।

ଏଥିରେ ଉପସ୍ଥିତ ଥିବା ବରିଷ୍ଟ କର୍ମକର୍ତ୍ତା ଙ୍କ ମଧ୍ୟରୁ ବିଜେଡି ସମ୍ପାଦକ ଦାଶରଥି ବେହେରା, ଚାଲାଣ ଗୁଡା ସରପଞ୍ଚ, ଅରକ୍ଷିତ ନାୟକ, ସମିତି ସଭ୍ୟ ଆନନ୍ଦ ମଲାକାର, ସମିତି ସଭ୍ୟ ଚିତ୍ରକୋଣ୍ଡା ବାବୁ ପୁରହିତ, ବ୍ଳକ ସଭାପତି କାଲିମେଳା ଶରତ ଚନ୍ଦ୍ର ବିଶ୍ୱାଳ, କରୁକୋଣ୍ଡା ବ୍ଳକ ସଭାପତି ସତ୍ୟ ପାଣିଗ୍ରାହୀ, ବାଲିମେଳା ନଗର ସଭାପତି ମଙ୍ଗଳା ପାଙ୍ଗି, ମାଥିଲି ସଭାପତି ବନ୍ଧୁ ମୁଦୁଲି, ସାଂସଦ ପ୍ରତିନିଧି କାଲିମେଳା ଈ. ଭେଙ୍କେଟ ଶ୍ବର ରାଓ, କୋରକୋଣ୍ଡା ମଦନ ଖୋସଲା, ପଡ଼ିଆ ରାବିଟ କୁମାର, ବରିଷ୍ଟ ନେତା ଉଦୟ ନାଥ ମାଦ୍ରୀ, ଦେବେନ୍ଦ୍ର ଦାସ, ରଘୁ ପାଙ୍ଗି, ଏମ. ଡି ଫାରୁକ, ସୁବାସ ଭୈ।ମିକ, ଗୌର ନାୟକ, ପଡ଼ିଆ ଜୋନ ସଭାପତି ମେସାକ ରବିମାଦ୍ରୀ, ଗୁମା ସରପଞ୍ଚ ଗୋପି ପାଙ୍ଗି, ଅଖିଲ ମଣ୍ଡଳ, ଭଗବାନ ସାହୁ, ପୋୖରାଞ୍ଚଳ କାଉନ୍ସିଲର, ପେଣ୍ଡରା ପ୍ରାସଦ ପଣ୍ଡା, ବିକାଶ ଦାସ, ସୁବ୍ରତ ମଜୁମଦାର, ଗଣେଶ ସାହା, ରାଜୀବ ଲୋଚନ ସୀସା, ପିତାମ୍ବର ସେଠି, ଶ୍ରୀମତୀ ସଂଯୁକ୍ତା ଦାସ, ବତୀ ଯାନୀ, ଶ୍ରୀମତୀ ପ୍ରଭାତୀ ନାୟକ, ଦୀପିକା ରାଣୀ ପୂଜାରୀ, ଆଇନ ଜୀବୀ ଶଙ୍କର ଚନ୍ଦ୍ର ସାହା, ଲମ୍ବୁଦର ତୁରୁକୁ, ମୁସ୍କାନ ଦେବନାଥ, ଜିଲ୍ଲା ବିଜେଡି ମିଡ଼ିଆ ସଂଯୋଜକ ସୁନିଲ ସାହୁ, କେ. ରାହୁଲ, ଜିଲ୍ଲା ଯୁବ ଜନତା ଦଳ ଉପ ସଭାପତି କଣ୍ଟେଶ୍ୱର ପୋଟଲା, ବିଜୟ ବୁରୁଦା, ଅକ୍ଷୟ ରଞ୍ଜନ ପାଙ୍ଗି, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ କିଶୋର ସିକଦାର, ପ୍ରଫୁଲ୍ଲ ହରିଜନ, ରାଜ ନାୟକ, ଯୁବ ସମ୍ପାଦକ ସୁବ୍ରତ ଦାସ, ଇନ୍ଦ୍ରଜିତ ରଥ, ବସନ୍ତ ନାୟକ, ଆଶିଷ ଚଉଦରି, ମାଲକାନଗିରି ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଉମେଶ ଗୁପ୍ତା, ମାଲକାନଗିରି ନିର୍ବାଚନ ମଣ୍ଡଳୀ ଛାତ୍ର ସଭାପତି ଏ. ରାଜୁ ରାଓ ଜିଲ୍ଲା ଛାତ୍ର ଉପ ସଭାପତି ଏସ. ଚୈତନ୍ୟ କୁମାର,

ଛାତ୍ର ସମ୍ପାଦକ ଦେବାଶିଷ ଦେବନାଥ, ପଡ଼ିଆ ବ୍ଳକ ଯୁବ ସଭାପତି ହରିହର ଗାୟନ, ପଡ଼ିଆ ବ୍ଳକ ଛାତ୍ର ସଭାପତି ନାରା ନଗେନ୍ଦ୍ରା, ମାଲକାନଗିରି ବ୍ଳକ ଛାତ୍ର ସଭାପତି ରାକେଶ ଵାଲା, ମାଲକାନଗିରି ନଗର ଯୁବ ସଭାପତି ବଳରାମ ଭଞ୍ଜ,ମାଲକାନଗିରି ନଗର ଛାତ୍ର ସଭାପତି ଶଙ୍କର ପାଣିଗ୍ରାହୀ, ବାଲିମେଳା ନଗର ଯୁବ ସଭାପତି ସୁଶାନ୍ତ ଡାକୁଆ, ବାଲିମେଳା ନଗର ଛାତ୍ର ସଭାପତି ଦୀପକ ଦାସ, ବାଲିମେଳା ବିଧାୟକ ପ୍ରତିନିଧି ଦେବାଶିଷ ପାତ୍ର, ଯୁବ ନେତା ସୁରେନ୍ଦ୍ର ବିମଳ, ରଜତ ପଣ୍ଡା, ଟି. ସାଇ, ଜଗନ୍ନ ପାନ, ପ୍ରମୁଖଙ୍କ ସହ ସତାଧିକ କର୍ମକର୍ତ୍ତା ସମସ୍ତ ବ୍ଳକ ସ୍ତରରୁ ଆସି ନଗର ଭବନ ଠାରେ ଯୋଗଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା କୁ ଜିଲ୍ଲା ର ସମସ୍ତ କୋଣ ଅନୁକୋଣରେ ଥିବା ପରିବାର ବର୍ଗଙ୍କ ନିକଟକୁ ଯାଇ ସେମାନଙ୍କ ଦୁଃଖ ସୁଖ ରେ ସାମିଲ ହୋଇ। ସମସ୍ତ ଯୋଜନା କିଭଳି ପହଞ୍ଚି ପାରିବ। ଓ ସେମାନଙ୍କ ସମସ୍ୟାକୁ ନିଜ ଦାଇତ୍ୱ ଭାବି, କାମ କରିବା ପାଇଁ ଦୃଢ଼ ସଂକଳ୍ପ ବୋଧ ହୋଇଥିଲେ। ସଭା ଶେଷରେ ସମସ୍ତ କର୍ମକର୍ତ୍ତା ଦଳୀୟ ପତାକା, ଓ ବେନେର ଧରି ବିଭିନ୍ନ ସ୍ଲୋଗାନ ଦେଇ ନଗର ଭବନ ଠାରୁ ବାହାରି। ପଦଯାତ୍ରା ମଧ୍ୟରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ରହିଥିବା। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।