ଭୁବନେଶ୍ୱର ରେ ବସବାସ କରୁଥିବା ବାସିନ୍ଦା ମାନଙ୍କ ମଧ୍ୟରେ ଏକ ବୈଠକ

ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ଯାଯପୁର ଜିଲ୍ଲାର କୋରେଇ Block ର ଶଖଚିଲା ର ଭୁବନେଶ୍ୱର ରେ ବସବାସ କରୁଥିବା ବାସିନ୍ଦା ମାନଙ୍କ ମଧ୍ୟରେ ଏକ ବୈଠକ ଆଜି ଦିବା ଏଗାରଘଟିକା ସମୟରେ ନୀଳକଣ୍ଠ ନଗର ବିଡିଏ କଲୋନୀ ର ନୀଳକଣ୍ଠସ୍ୱର ମନ୍ଦିର ପ୍ରାଂଗଂଳରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଉପସ୍ଥିତ ପଚାଶ ଜଣ ସଭ୍ୟ ଏକମତ ହୋଇ ଥିଲେ

ଯେ ଆଗାମୀ ଦିନ ରେ ଏ ସଘଠନକୁ ଆହୁରି ସୁନ୍ଦର ଓ ସୁଦୃଢ କରାଯିବ ଯେପରି ଭାଇଚାରା ବଢ଼ିବାରେ ଏ କମିଟି ସହାୟକ ହେବ ଓ ପରଷ୍ପର ଘନିଷ୍ଠତା ବଢ଼ିବାରେ ସହାୟତା କରିବ । ଉକ୍ତ ସଭାରେ ଶ୍ରୀ କୃପାସିନ୍ଧୁ ସାହୁ ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ଓ ସଭାଶେଷରେ ଆବାହକ ଶ୍ରୀ କୁଶଧୂଜ ସାହୁ ଧନ୍ୟବାଦ ଦେଇଥିଲେ । ଏହାପରେ ପସାଦ ସେବନ ପୂର୍ବକ ସଭାକୁ ପରବର୍ତ୍ତୀ ବୈଠକ ପର୍ଯ୍ୟନ୍ତ ମୁଲତବୀ କରାଇଥିଲା ।