ରଣପୁର ମା ମଣିନାଗ ଦୁର୍ଗା ମହିଳା କଲେଜ ଅର୍ଚ୍ଚିତା ବେହେରା 494,ରଣପୁର ମଙ୍ଗରାଜପୁର ଜୁନିଅର କଲେଜରେ ଅର୍ଚ୍ଚିତା ନନ୍ଦ 496 – ଟପ୍ପର ହୋଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ସୋମବାର ) ରଣପୁର :- ଗତ କାଲି ପ୍ରକାଶିତ +2 କଳା ରେ ରଣପୁର ମଙ୍ଗରାଜପୁର ଜୁନିଅର କଲେଜ ରେ ଅର୍ଚ୍ଚିତା ନନ୍ଦ ଟପ୍ପର ହୋଇଛନ୍ତି. ସେ ମୋଟ 496 ନମ୍ବର ରଖିଛନ୍ତି, ଅର୍ଚ୍ଚିତା ରଣପୁର ଭଣ୍ଡାରି ସାହିର ସର୍ବେଶ୍ଵର(ବାପି)ନନ୍ଦ ଙ୍କଝିଅ, ସେହିପରି ରଣପୁର ମା ମଣିନାଗ ଦୁର୍ଗା ମହିଳା କଲେଜ ଅର୍ଚ୍ଚିତା ବେହେରା ଟପ୍ପର ହୋଇଛନ୍ତି. ଅର୍ଚ୍ଚିତା ବେହେରା ରଣପୁର ହାଟ ସାହି ର ଊର୍ମିଳା ବେହେରା ଙ୍କର ଝିଅ, ସେ ମୋଟ 494 ନମ୍ବର ରଖିଛନ୍ତି.

ବର୍ତ୍ତମାନ ସେ ରଣପୁରସାନଗଡ ଠାରେ ଅବସ୍ଥିତ ସି.ଏ.ସି.କମ୍ପୁଟର ଏକାଡେମି ରେ ଅଧ୍ୟୟନ ରତ ଅଛନ୍ତି,

ବର୍ତ୍ତମାନ ସେ ରଣପୁରସାନଗଡ ଠାରେ ଅବସ୍ଥିତ ସି.ଏ.ସି.କମ୍ପୁଟର ଏକାଡେମି