ପ୍ରବୀଣ ଅଧ୍ୟାପକ ସ୍ବର୍ଗତ ଅଶୋକ ତ୍ରିପାଠୀ ଙ୍କ ଦ୍ୱିବାର୍ଷିକୀ ଶ୍ରାଦ୍ଧ ଅବସରରେ କୋଭିଡ-19 ପାଇଁ ଅର୍ଥ ଦାନ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ଼ ଜିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌ ) ୨୦ ମଇ ବୁଧବାର :- ନୟାଗଡ ମହାବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ବତ୍ସଳ ଅର୍ଥନୀତି ଅଧ୍ୟାପକ ତଥା ଶିକ୍ଷାବିତ ସ୍ବର୍ଗତ ଅଶୋକ ତ୍ରିପାଠୀ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ କନ୍ୟା ଡା. ଶ୍ରୀପଦା ଯୋଗଜାତା ତ୍ରିପାଠୀ କୋଭିଡି- 19 ମୁକାବିଲା ପାଇଁମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ ଉଦ୍ଦେଶ୍ୟ ରେ ନୟାଗଡ ଜିଲ୍ଲାପାଳ ଙ୍କୁ 10, 000/-ଟଙ୍କାର ଏକ ଚେକ ପ୍ରଦାନ କରୁଛନ୍ତି ସାର ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି