ନୟାଗଡ ଉପକାରାଗାର ରେ ବିଚାର ଧୀନ କଏଦୀ ର ଆତ୍ମହତ୍ୟା !

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ଼ ଜିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌ )୧୯ ମଇ,ମଙ୍ଗଳବାର, :- ନୟାଗଡ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ନୂଆଗାଁ ଥାନା ରେ ଗତକାଲି ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ମନୋଜ ନାୟକ ଙ୍କୁ ଗିରଫ କରି ନୟାଗଡ ଉପ କାରାଗାରକୁ ପଠାଇଥିଲେ ।

କାଲି ଠାରୁ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ଅସମର୍ଥୀତ ସୂତ୍ରରୁ ପ୍ରକାଶ । ଆଜି ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା । ତାହାପରେ ତାଙ୍କୁ ସେଲ ର ଭର୍ତି କରାଯାଇଥିଲା । ସେଠାରେ ସେ କୁଆଡେ ନିଜ ଗାମୁଛା ରେ ସ୍କାଇଲାଇଟ ରେ ଟାଙ୍ଗୀ ହୋଇ ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳିଛି ।