ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ସରପଞ୍ଚଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ଼ ଜିଲ୍ଲା ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌ ) ୧୭ ମଇ, ରବିବାର :- ଏଠାରେ ସୂଚନା ଯୋଗ୍ୟ ଗତ କାଲି ରାତ୍ର ଦଶ ଘଣ୍ଟା ସମୟରେ ଖଣ୍ଡପଡା ଥାନା ଅନ୍ତର୍ଗତ ଢ଼ୋଲମରା ଠାରେ ପୂର୍ବ ଶତ୍ରୁତା ରୁ ଉକ୍ତ ପଂଚାୟତର ସରପଂଚ ଙ୍କୁ ସେହି ଗ୍ରାମ ର ଜଣେ କୁଆଡେ ହତ୍ୟା କରି ଫେରାର ହୋଇଯାଇଥିବା ଖଣ୍ଡପଡା ଥାନାରେ ଅଭିଯୋଗ ହୋଇଛି ।

ତେବେ ସ୍ବର୍ଗତ ସରପଞ୍ଚ ଙ୍କ ମର ଶରୀର ର ଆଇନ ଗତ ପ୍ରକ୍ରିୟା ଶେଷ ହେବା ପରେ ଖଣ୍ଡପଡା ର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ସରପଞ୍ଚଙ୍କ ବାସ ଗୃହ ରେ ପହଂଚି ଶ୍ରଦ୍ଧାଞ୍ଜଳି ଜଣାଇବାସହ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ପୂର୍ବତନୟ ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ଶବ ଦାହ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।