ନୟାଗଡ ଜିଲ୍ଲାରେ 3ନୂଆ କରୋନା ପଜିଟିଭ ଚିହ୍ନଟ , 4 ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ଼ ଜିଲ୍ଲା ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌ )୧୫ ମଇ, ଶୁକ୍ରବାର :- ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକ ର ଶରଣକୁଳ ନିକଟସ୍ଥ ହରିହର ପୁର କରୋଡା ଗାଁ ପୁଣି ଥରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହି ପଜିଟିଭ ମାନେ ହରିହରପୁର ନିକଟସ୍ଥ କରଡ଼ା କ୍ୱାରେନଟାଇନ ସେଣ୍ଟରରେ ରହୁଥିଲେ । ପୂର୍ବରୁ ଏହି କ୍ୱାରେନଟାଇନ ସେଣ୍ଟରରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତମାନ ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ରେ ପହଁଚିଛି ଚିକିତ୍ସା ପାଇଁ ସମସ୍ଥ ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।