ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ 52ଜଣଙ୍କୁ କ୍ୱାରେଣ୍ଟାଇନ ରଖାଯାଇଛି ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନବରଙ୍ଗପୁର ଚନ୍ଦାହାଣ୍ଡି , ରିପୋର୍ଟ / ବଳରାମ ପଟ୍ଟନାୟକ (ଓଡିଶା ତାଜା ନ୍ୟୁଜ୍‌ )୧୪ ମଇ, ଗୁରୁବାର :- ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡା ପଂଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ଶ୍ରମିକ 52ଜଣଙ୍କୁ ରଖାଯାଇଛି । ଉକ୍ତ କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନରେ ଏଡିଏମ ଶ୍ରୀଯୁକ୍ତ ସୁମନ୍ତ କୁମାର ଶତପଥୀ ଆସି ପ୍ରବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ ।

ଏଥିରେ ସର୍ବ ମୋଟ 52ଜଣଙ୍କ ମଧ୍ୟରେ 14ଜଣ ମହିଳା ଏବଂ 38ଜଣ ପୁରୁଷ ସହ ଶିଶୁ ରହିଛନ୍ତି । ଏହି ପ୍ରବାସୀଙ୍କ ସବୁ ବନ୍ଦୋବସ୍ତ କରାଯାଇଥିବା ଓ ଅନେକ ଶ୍ରମିକ ଘରବାହୁଡା ହେଉଥିବା ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ କହିଛନ୍ତି ।